ଚାମ୍ପିଅନ୍ସ ଟ୍ରଫିରେ କେବେ ହୋଇନାହିଁ ଏହି ଚମତ୍କାର: ପ୍ରଥମଥର ଲେଖାଯାଇପାରେ ଇତିହାସ
ନୂଆଦିଲ୍ଲୀ,୧୮।୨: ପ୍ରାୟ ଆଠ ବର୍ଷର ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ୨୦୧୭ ବର୍ଷ ପରେ, ICC ଦ୍ୱାରା ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରାଯାଉଛି। ଏହି ଆଠ ବର୍ଷ ମଧ୍ୟରେ କ୍ରିକେଟ ଖେଳିବାର ଶୈଳୀ ବହୁତ ବଦଳି ଯାଇଛି। ଏବେ…
ବିବେକ ଯୋଶୀ ନୂଆ ନିର୍ବାଚନ କମିଶନର ନିଯୁକ୍ତ
ନୂଆଦିଲ୍ଲୀ,୧୮।୨: ହରିୟାଣାର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିଥିବା ଡକ୍ଟର ବିବେକ ଯୋଶୀଙ୍କୁ ଏବେ ଭାରତୀୟ ନିବାଚନ କମିଶନରେ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଛି। ବିବେକ ଯୋଶୀଙ୍କୁ ସୋମବାର (୧୭ ଫେବୃଆରୀ, ୨୦୨୫) ରେ ନିଯୁକ୍ତ କରାଯାଇଥିଲା। ବିବେକ ହରିୟାଣା…
ଡ୍ରାଗନ ଆଙ୍କି ମା’ହତ୍ୟାର କାହାଣୀ କହିଲା ୫ ବର୍ଷର ଶିଶୁ, ଶୁଣିଲେ…
ଝାନ୍ସି,୧୮।୨: ମଧ୍ୟ ପ୍ରଦେଶରେ ଗୁରୁତର ଅବସ୍ଥାରେ ମେଡିକାଲ କଲେଜକୁ ଅଣାଯାଇଥିବା ଜଣେ ବିବାହିତ ମହିଳାଙ୍କର କିଛି ସମୟ ପରେ ମୃତ୍ୟୁ ହୋଇଥିଲା। ତାଙ୍କ ବାପାମାଆଙ୍କୁ ସୂଚନା ଦିଆଯାଇଥିଲା ଯେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଯେତେବେଳେ ମହିଳାଙ୍କ ବାପାମାଆ ପହଞ୍ଚିଲେ,…
ଭାରତୀୟ ଖେଳାଳିଙ୍କ ଜର୍ସିରେ ପାକିସ୍ତାନ ନାଁ: ଜାଣନ୍ତୁ କାହିଁକି
ଦୁବାଇ,୧୮।୨: ଆସନ୍ତାକାଲିଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫେବୃଆରୀ ୧୯ରେ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଏକ ମ୍ୟାଚ ସହିତ…
ଭାରତୀୟ ଦଳ ପାଇଁ ଖୁସିଖବର: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିସିସିଆଇ କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୧୮।୨: ଭାରତୀୟ ଦଳ ଫେବୃଆରୀ ୨୦ରୁ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଭାରତ ବନାମ ବାଂଲାଦେଶ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ଖୁସି ଖବର ଆସିଛି। ନିକଟରେ ବିସିସିଆଇ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଭବ୍ୟ କରିବାକୁ ଯୋଜନା, ଯୋଗଦେବେ ୫୦ରୁ ଅଧିକ ସେଲିବ୍ରିଟି
ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ସରକାରଙ୍କ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ମଙ୍ଗଳବାର ସକାଳେ ଭାଜପା ନେତା ବିନୋଦ ତାୱଡେ, ତରୁଣ ଚୁଗ, ବୀରେନ୍ଦ୍ର ସଚଦେବ ରାମଲୀଳା ମଇଦାନ ଯିବେ। ନୂଆଦିଲ୍ଲୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଫେବୃଆରୀ ୨୦ରେ…
ଗୋଟିଏ ପଟେ ବିମାନ ଦୁର୍ଘଟଣା, ଅନ୍ୟପଟେ ଆଇସ ହକିର ମଜାନେଉଛନ୍ତି ଟ୍ରୁଡୋ, ସୋସିଆଲ ମିଡିଆରେ ଟ୍ରୋଲ୍
ଟୋରଣ୍ଟୋ,୧୮।୨: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କର ସମ୍ବେଦନହୀନତା ପାଇଁ ପୁଣି ଥରେ ସାଧାରଣ ଲୋକଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ଗୋଟିଏ ପଟେ ଦେଶରେ ଏକ ବଡ଼ ବିମାନ ଦୁର୍ଘଟଣା ସତ୍ତ୍ୱେ, ସେ ଏହାକୁ ଅଣଦେଖା କରି ସୋସିଆଲ ମିଡିଆରେ…
ବିମାନ ଦୁର୍ଘଟଣାରେ ଓଲଟା ଲଟକି ରହିଥିବା ଯାତ୍ରୀ କରିଥିଲେ ଭିଡିଓ, ଦେଖିଲେ ଲୋମ ଟାଙ୍କୁରି ଉଠିବ
ଟୋରଣ୍ଟୋ,୧୮।୨: ସୋମବାର କାନାଡାର ଟୋରଣ୍ଟୋ ପିଅର୍ସନ ବିମାନବନ୍ଦରରେ ତୁଷାରପାତ ପରେ ପ୍ରବଳ ପବନ ମଧ୍ୟରେ ଡେଲ୍ଟା ଏୟାର ଲାଇନ୍ସର ଏକ ଆଞ୍ଚଳିକ ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅତି କମରେ ୧୮ ଜଣ ଆହତ ହୋଇଛନ୍ତି।…
ଶେଖ ହସିନାଙ୍କୁ ବାଂଲାଦେଶ ଫେରାଇ ଦେବା ଉଚିତ, ଚମକାଇ ଦେବ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ/ଢାକା,୧୮।୨: ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ୫୦.୨ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ଯେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଛାଡି ଚାଲିଯିବା ଉଚିତ। ଏହି ସର୍ଭେ ଇଣ୍ଡିଆ ଟୁଡେ NE ଦ୍ୱାରା ଆୟୋଜିତ ମୁଡ ଅଫ…
ବେଦାନ୍ତ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ
ଭୁବନେଶ୍ୱର,୧୮।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍ର ସାମାଜିକ ପ୍ରତିଷ୍ଠାନ ‘ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ବା ଏଏଏଫ୍’ ଏବଂ ରାୟଗଡ଼ା ଜିଲା ପ୍ରଶାସନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ରାୟଗଡ଼ା ଜିଲାରେ…
ଏଲ୍ଆଇସି ମାର୍କେଟ ଟେକ୍ ପ୍ଲାଟ୍ଫର୍ମର ଶୁଭାରମ୍ଭ
ମୁମ୍ବାଇ,୧୮।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ବହୁ ପ୍ରତୀକ୍ଷିତ ସେବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ କଟିଂ-ଏଜ୍ ମାକେର୍ଟିଂ ଟେକ୍ନୋଲୋଜି (ମାର୍ ଟେକ୍) ପ୍ଲାଟ୍ଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ନିଗମର ଏହି ସେବା ପ୍ରଥମ ଐତିହାସିକ ମାଇଲଷ୍ଟୋନ…
ଆଣବିକ ଶକ୍ତି ସମ୍ପ୍ରସାରଣରେ ନିବେଶ କରିବ ଏନ୍ଟିପିସି
ନୂଆଦିଲ୍ଲୀ,୧୮।୨: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ କମ୍ପାନୀ ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍ଟିପିସି ଲିମିଟେଡ) ଆଣବିକ ଶକ୍ତି ସମ୍ପ୍ରସାରଣ କ୍ଷେତ୍ରରେ ନିବେଶ କରିବ ବୋଲି ଘୋଷଣା କରିଛି। ଏପରିକି କମ୍ପାନୀ ଆଗାମୀ ୨୦ ବର୍ଷ ବା ୨ ଦଶନ୍ଧି ମଧ୍ୟରେ…
Archives


