ଅନ୍ୟାୟ ବଣ୍ଟାହେଉଛି
ସମାଧାନ ନ ହୋଇ ପଡ଼ିରହିଥିବା ଅନେକ କୋଟି ମାମଲା ଦ୍ୱାରା ଭାରତୀୟ ନ୍ୟାୟ ବ୍ୟବସ୍ଥା ଭାରାକ୍ରାନ୍ତ ହୋଇଗଲାଣି। ଏହି ବିଷୟରେ ଅନେକ ଲେଖା ଓ ଆଲୋଚନା ଏବଂ ସମ୍ମିଳନୀ କରାଯାଉଥିବା ପରିଲକ୍ଷିତ ହେଉଛି। ଅନେକ ସମ୍ମିଳନୀରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିମାନେ…
ଫୁଟ୍ବଲ ଟୁର୍ନାମେଣ୍ଟ: ଲମ୍ବଡୁରା ଟିମ୍ ଚାମ୍ପିୟନ
ଦେବଗଡ଼, ୧୬ା୯ (ଶଶାଙ୍କ ଶେଖର ଝାଙ୍କର)- ତିଲେଇବଣି ବ୍ଲକ ଲଇମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଦର୍ପ ଗ୍ରାମରେ ନୀଳଚକ୍ର ଯୁବକ ସଂଘ ପକ୍ଷରୁ ଆୟୋଜିତ ୨ ଦିନିଆ ଜିଲାସ୍ତରୀୟ ଫୁଟ୍ବଲ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ମୋଟ୍ ୧୬ଟି ଅଂଶଗ୍ରହଣ କରିଥିଲା।…
ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ୫ ଦିନି ବିତିଲା, ଗିରଫ ହେଲେନି ଅଭିଯୁକ୍ତ
ଦେବଗଡ଼,୧୬ା୯(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଜଣେ ବ୍ୟବସାୟୀ ଯୌନ ନିର୍ଯାତନା ଦେଇଥିବା ବୁଧବାର ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ହେଲେ ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ…
ICCର ଦ୍ୱାରସ୍ଥ ହେଲା ପାକିସ୍ତାନ, ଏହି ବ୍ୟକ୍ତିଙ୍କୁ ତୁରନ୍ତ ହଟାଅ
ମୁମ୍ବାଇ,୧୫।୯: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ରିକେଟ ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସିଆ କପ ୨୦୨୫ରେ, ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରିନାହିଁ, ବରଂ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ ମଧ୍ୟ କରିଛି। ଟିମ ଇଣ୍ଡିଆ…
ପାହାଡର ଉନ୍ନତି ପାଇଁ ୮ କୋଟି ବ୍ୟୟ ହେବ : ଏନଏସଏସ କ୍ୟାମ୍ପ ଉଦଘାଟିତ
ଭଞ୍ଜନଗର,୧୫/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହ ବ୍ୟାପି ହେବାକୁ ଥିବା ମେଗା ଚାରା ରୋପଣ କାର୍ଯ୍ୟକ୍ରମ ସୋମବାର ଉଦଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଆର୍ଥିକ ସହାୟତାରେ କେଏସୟୁ ବି କଲେଜ…
ହାତୀର ସୁରକ୍ଷା ପାଇଁ ସଂକଳ୍ପ: ଭୀଷ୍ମଗିରି କଲେଜରେ ହାତୀ ସଭା
ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ କଲେଜରେ ଧରିତ୍ରୀ, ଓଡିଶାପୋଷ୍ଟ, ଟ୍ରି ଫାଉଣ୍ଡେସନ, ଶେରଗଡ଼ ଓ ବିକାଶ ସାଥୀ ର ସହଭାଗିତାର ‘ହାତୀ ସଭା’ ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ…
ସାର ପାଇଁ ଉତ୍ତେଜନା:ଚାଷୀଙ୍କ ପକ୍ଷରୁ ରାସ୍ତାରୋକୋ
ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପକ୍ଷରୁ ଚାଷୀଙ୍କୁ ସାରର ସୁଷମ ବଣ୍ଟନ କରାନଯାଇ ରବିବାର ରାତି ଅଧରେ ସମବାୟ ସମିତି ସମ୍ପାଦକ କିଛି ବ୍ୟବସାୟୀ ଓ…
ଆତ୍ମସମର୍ପଣ କଲେ ମହିଳା ମାଓବାଦୀ: ମୁଣ୍ଡ ପାଇଁ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି
ନୂଆପଡ଼ା,୧୫।୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଜଣେ ମହିଳା ମାଓବାଦୀ ଆତ୍ମସର୍ପଣ କରିଛନ୍ତି। ବଛେଲା ଅଟାମି ଓରଫ ଜାନସୀ ଗରିଆବନ୍ଧ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ମୁଣ୍ଡ ପାଇଁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ନଭରୀ ଏରିଆ ମାଓ…
ସଂସ୍କୃତ ବିଶ୍ୱବିଦ୍ୟାଳୟର ବଡ଼ ଯୋଜନା: ବେଙ୍ଗ-ପିମ୍ପୁଡ଼ିଙ୍କ ଗତିବିଧିରୁ କରାଯିବ ବର୍ଷାର ପୂର୍ବାନୁମାନ, ଜାଣନ୍ତୁ କିପରି…
ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ NIT କୋଲକାତାର ମିଳିତ ଉଦ୍ୟମରେ ପ୍ରାଚୀନ ପାଣିପାଗ ପୂର୍ବାନୁମାନ ପଦ୍ଧତି ଉପରେ ଏକ ପ୍ରକଳ୍ପ ଆରମ୍ଭ କରୁଛନ୍ତି। ଏହା ଅଧୀନରେ ପିମ୍ପୁଡ଼ିଙ୍କ ଗତିବିଧି ଏବଂ ବେଙ୍ଗଙ୍କ ଇଙ୍ଗିତରୁ ବର୍ଷାର ପୂର୍ବାନୁମାନ ଭଳି ପୁରୁଣା ପଦ୍ଧତିଗୁଡ଼ିକର ଅନୁସନ୍ଧାନ…
ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ: ବୈଠକ ଡାକିଲେ CEO
ନୂଆପଡ଼ା,୧୫।୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଉପନିର୍ବାଚନ ପାଇଁ CEO ବୈଠକ ଡାକିଛନ୍ତି। ସବୁ ରାଜନୈତିକ ଦଳର ସଭାପତି ଓ ସମ୍ପାଦକଙ୍କୁ ନେଇ ଏହି ବୈଠକ ଡକାଯାଇଛି। ନିର୍ବାଚନ ସମ୍ପର୍କିତ ବିଧି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବ।…
ଭାରତ-ପାକିସ୍ତାନ ମ୍ୟାଚ ଫିକ୍ସ, ୧୦୦୦ କୋଟି ଟଙ୍କା ପାଇଁ… ଆସିଲା ସାଂଘାତିକ ବୟାନ
ମୁମ୍ବାଇ,୧୫।୯: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ରିକେଟ ମ୍ୟାଚକୁ ନେଇ ଭାରତରେ ରାଜନୈତିକ ହଇଚଇ ଜାରି ରହିଛି। ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏକ ବଡ଼ ଦାବି ଦାବି କରିଛନ୍ତି, ସମ୍ପୂର୍ଣ୍ଣ ମ୍ୟାଚ ଫିକ୍ସ ହୋଇଥିଲା।…
ଜୟପୁର ସହରରେ ପ୍ରଥମଥର ଦେଖିବାକୁ ମିଳିଲା ଉଡ଼ନ୍ତା ସାପ, ବାଥରୁମ୍ରେ ପଶି…
ଜୟପୁର,୧୫ା୯(ପବନ ପାଣିଗ୍ରାହୀ): ପ୍ରଥମଥର ପାଇଁ ଜୟପୁର ସହରରେ ଉଡ଼ନ୍ତା ସାପ(Ornate Flying Snake)ଉଦ୍ଧାର କରାଯାଇଛି। ସୋମବାର ସକାଳେ ସ୍ଥାନୀୟ ଗୌଡ଼ସାହିର ଜନୈକ ବ୍ୟକ୍ତିଙ୍କ ବାଥ୍ରୁମ୍ ଭିତରେ ଗୋଟିଏ ସାପ ପଶିଥିବା ନେଇ ସୂଚନା ପାଇବା ପରେ WARTEAMର ସଂସ୍ଥାପକ କୃଷ୍ଣ କେଶବ…
Archives


