ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସ୍ଥିତି ମଜଭୁତ୍: ଲଞ୍ଚ୍ ପର୍ଯ୍ୟନ୍ତ ସ୍କୋର ୩୨୪/୧
ବିଶାଖାପାଟଣା,୩।୧୦: ଏଠାରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ତାର ସ୍ଥିତି ମଜଭୁଲ କରିଛି। ଦୁଇ ଓପନର୍ ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ ବଳରେ ଭାରତ ଲଞ୍ଚ୍ ପର୍ଯ୍ୟନ୍ତ ଗୋଟିଏ ଉଇକେଟ୍ ହରାଇ ୩୨୪ ରନ୍…
ଅଷ୍ଟ୍ରେଲିଆର ଏହି ମହିଳା ପ୍ରତିଦିନ ପିନ୍ଧିଥାନ୍ତି ବିବାହ ସମୟର ଡ୍ରେସ୍, ଭାରତ ସହିତ ଯୋଡ଼ି ହୋଇଛି କାରଣ
ବିଶେଷକରି ବିବାହ ସମୟରେ ବରକନ୍ୟା ସ୍ବତନ୍ତ୍ର ଦାମୀ ପୋଷାକ, ଅଳଙ୍କାର, ଜୋତା ଆଦି ପିନ୍ଧିଥାନ୍ତି। ବରକନ୍ୟା ପିନ୍ଧୁଥିବା ପୋଷାକ କେବଳ ଗୋଟିଏ ଦିନ ପାଇଁ । ପରେ ଏହା ଆଲମାରୀର ଶୋଭାବର୍ଦ୍ଧନ କରିଥାଏ ବୋଲି ଜାଣିଛେ। କିନ୍ତୁ ଏମିତି ଜଣେ ମହିଳା…
ବାସ୍କେଟ୍ବଲ ଖେଳାଳିଙ୍କ ପ୍ରେମରେ ଟାଇଗରଙ୍କ ଭଉଣୀ
ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଭଉଣୀ କୃଷ୍ଣା। ସେ ବି ବଲିଉଡ୍ରେ ଏଣ୍ଟ୍ରି ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ। କୃଷ୍ଣା ଏବେ ବାସ୍କେଟ୍ବଲ୍ ଖେଳାଳି ଇବାନ୍ ହେମ୍ସଙ୍କୁ ଡେଟ୍ କରୁଛନ୍ତି। ନିକଟରେ ତାଙ୍କୁ ବମ୍ବେର ଜୁହୁ…
ଆଇଏସ୍ଆଇ ଇସାରାରେ ଜୈଶ୍-ଲଶ୍କର ଓ ଅଲ୍-ଉମର ଭାରତରେ ଆକ୍ରମଣ ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର: ଆଇବି ରିପୋର୍ଟ
ନୂଆଦିଲ୍ଲୀ,୩।୧୦: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଦେଶର ପ୍ରମୁଖ ସହର ଉପରେ ଆକ୍ରମଣ ପାଇଁ ଆଇଏସ୍ଆଇ ଇସାରାରେ ଜୈଶ୍-ଇ-ମହମ୍ମଦ୍, ଲଶ୍କର-ଇ-ତୋଏବା ଓ ଅଲ୍-ଉମର-ମୁଜାହିଦ୍ଦିନ୍ ଆଦି ସଂଗଠନ ପକ୍ଷରୁ ଆତ୍ମଘାତୀ ଷଡ଼ଯନ୍ତ୍ର ରଚାଯାଇଛି।…
ପିଜାପ୍ରିୟ ପରିଣିତି
ପରିଣିତିଙ୍କ ସବୁଠୁ ପ୍ରିୟ ଖାଦ୍ୟ କ’ଣ ଜାଣନ୍ତି? ତାହା ହେଲା ପିଜା। କେବଳ ସେ ପିଜା ଖାଆନ୍ତି ନାହିଁ, ଭିନ୍ନ ଭିନ୍ନ ସ୍ବାଦର ପିଜା ମଧ୍ୟ ପ୍ରସ୍ତୁତ କରିପାରନ୍ତି। ତାଙ୍କର ଡେଲି ଫୁଡ୍ ରୁଟିନ୍ରେ କେଉଁ ଖାଦ୍ୟ ଥାଉ କି ନ…
ସଙ୍କଟରେ ଇମ୍ରାନ୍ ସରକାର: ଜେନେରାଲ ବାଜଓ୍ବା ଦଖଲ କରିପାରନ୍ତି କ୍ଷମତା !
ଇସଲାମାବାଦ୍,୩।୧୦: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ କରମ ଜାଭେଦ୍ ବାଜଓ୍ବା କ୍ଷମତା ଦଖଲ କରିବାର ଆଶଙ୍କା ଦେଖାଦେଇଛି। ଇତିମଧ୍ୟରେ ବାଜଓ୍ବା ଦେଶର ବଡ଼ବଡ଼ ଶିଳ୍ପପତିଙ୍କ ସହିତ ଏକ…
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ପ୍ରଥମ ଉଇକେଟ ହରାଇଲା ଭାରତ, ରୋହିତ ୧୭୬ ରନ୍ରେ ଆଉଟ୍
ବିଶାଖାପାଟଣା,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ହିଟ୍ମ୍ୟାନ୍ ରୋହିତ ଶର୍ମା ଦ୍ୱିଶତକ ହାସଲରୁ ବଞ୍ଚିତ ହୋଇଛନ୍ତି। ସେ ୧୭୯ ରନ୍ କରି ଷ୍ଟମ୍ପ ଆଉଟ୍ ହୋଇଛନ୍ତି। ଫଳରେ ୩୧୭ରନ୍ ସ୍କୋର ଭାରତ ପ୍ରଥମ ଉଇକେଟ୍ ହରାଇଛି। କେଶବ ମହାରାଜାଙ୍କ ବଲରେ…
ଆତ୍ମବିଶ୍ୱାସ ବଢ଼ାଇଦିଏ ଗିଫ୍ଟ ଶାର୍ଟ
ନୟାଗଡ଼ରେ ସମ୍ଭବଙ୍କର ଜନ୍ମ। ପିତା ସୁରେନ୍ଦ୍ରନାଥ ଓ ମା’ କାବେରୀ ସ୍ବାଇଁଙ୍କ ପୁଅ ସମ୍ଭବ ଏବେ ଟ୍ରେଣ୍ଡିଂ ଷ୍ଟାର୍ ଭାବେ ପରିଚିତ। ନଜଦିକିୟାଁ, ଫଗୁଣ, ଏ ମନ ମୋ ମନଠାରୁ ଆରମ୍ଭ କରି ଅନେକ ମ୍ୟୁଜିକ ଭଡିଓରେ ନାୟକ ଭାବେ ତାଙ୍କୁ…
ପାକିସ୍ତାନ ଚାହୁଁଛି ରକ୍ତପାତ; ଆଣବିକ ଯୁଦ୍ଧର କରିଛି ଯୋଜନା: ଜୟଶଙ୍କର
ନୂଆଦିଲ୍ଲୀ,୩।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରକ୍ତମୁଖା ହୋଇଯାଇଛି। ସେ ଦୁଇଦେଶ ମଧ୍ୟରେ ରକ୍ତପାତ ଚାହୁଁଛି। ସେଥିପାଇଁ ଆଣବିକ ଯୁଦ୍ଧର ଯୋଜନା ମଧ୍ୟ କରିଛି ବୋଲି ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଅଭିଯୋଗ ଆଣିଛନ୍ତି। ଜାଣିଶୁଣି ଭାରତରେ ଅଶାନ୍ତି…
୧୫୦୦ ଏପିସୋଡ୍ରେ ଦୁର୍ଗା
ତରଙ୍ଗ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ଦୁର୍ଗା’ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ନିକଟରେ ଏହାର ୧୫୦୦ତମ ଏପିସୋଡ୍ ପ୍ରସାରିତ ହୋଇଛି। ତରଙ୍ଗ ଚ୍ୟାନେଲରେ ଏପରି ରେକର୍ଡ ସୃଷ୍ଟି କରିବାରେ ‘ଦୁର୍ଗା’ ହେଉଛି ପ୍ରଥମ ଧାରାବାହିକ। ଏ ସମ୍ପର୍କରେ ଏହାର…
ଚାଇନିଜ୍ ଡିଶ୍: ସାନ୍ତନା ସ୍ପେଶାଲ ଚିକେନ୍ ମ୍ୟାଜେଷ୍ଟିକ୍
ପର୍ଯ୍ୟଟନ ସହର ପୁରୀ। ପ୍ରତିଦିନ ଦେଶବିଦେଶର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଆତିଥେୟତା ସହ ରୁଚିପୂର୍ଣ୍ଣ ଖାଦ୍ୟର ସମ୍ପର୍କ ବେଶ୍ ଗୁରୁତ୍ୱ ବହନ କରେ। ଏହାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଥିବା ହୋଟେଲ, ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ସୁଆଦିଆ…
ନିଆଁରେ ପୋଡ଼ି ହୋଇ ଯୁବକ ଗୁରୁତର
ଛେଣ୍ଡିପଦା,୩।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀବଲ୍ଲଭପୁର ଗ୍ରାମରେ ଗୁରୁବାର ନିଆଁରେ ପୋଡ଼ି ହୋଇ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଉକ୍ତ ଗ୍ରାମର ବିଭୂତି କଠାର। ପ୍ରକାଶ ଯେ, ଆଜି ସକାଳେ ବିଭୂତି ଚୁଲିରେ ଚା’ ତିଆରି…
Archives


