Home

ମାତୋଶ୍ରୀରେ ଚାଲିଲା ମନ୍ଥନ: ଶିବସେନା ପୁଣି ଦୋହରାଇଲା ମୁଖ୍ୟମନ୍ତ୍ରୀ ଆମ ଦଳର ହେବ

ମୁମ୍ବାଇ,୭।୧୧: ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ଏହା ପୂର୍ବରୁ ଭାଜପା-ଶିବସେନା ମଧ୍ୟରେ ଥିବା ବିବାଦ ଛିଣ୍ଡୁନି। ଗୁରୁବାର ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ଏକ ଜରୁରୀ ବୈଠକ ବସିଥିଲା।…

ମର୍ଡର ମିଶନ ଅନ୍ତରାଳେ

‘ହଁ.. ହଁ.. ମୁଁ ଅବିନାଶ, ମୋର ଆରମ୍ଭ ନାହିଁ କି ନାହିଁ ଶେଷ। ମୁଁ ଖୁସି ଥିଲେ ବିନ୍‌ଦାସ ବିଗିଡି ଗଲେ ଖଲାସ..।’ ଏପରି ଏକ ମାନିଆ ଡାଏଲଗ ଏବେ ଜଲିଉଡ୍‌ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅବିନାଶ ଜଣେ ସାଇକୋ।…

ରାନୀ ପାଲକ

ପର୍ଯ୍ୟଟନ ସହର ପୁରୀର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ ଯେଉଁଠି ସୁସ୍ବାଦୁ ଖାଦ୍ୟ ସେଇଠି ଗ୍ରାହକଙ୍କ ଭିଡ଼। ଏମିତି ଭିଡ ଜମୁଛି ପୁରୀ ସ୍ବର୍ଗଦ୍ୱାର ନିକଟ ହୋଟେଲ ଅତିଥି ହେରିଟେଜ୍‌ରେ। ଗ୍ରାହକଙ୍କ ଚାହିଦାକୁ…

କ୍ରସର ୟୁନିଟ୍‌ରେ ଟଙ୍କା ଆଦାୟକୁ ନେଇ ଗୁଳିକାଣ୍ଡ : ମାଲିକ ଗୁରୁତର

କୋରାପୁଟ,୭।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ସିଲପଣ୍ଡି ଗ୍ରାମରେ ଥିବା ଏକ କ୍ରସର ୟୁନିଟ୍‌ରେ ଟଙ୍କା ଆଦାୟକୁ ନେଇ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ କ୍ରସର ମାଲିକ ଗୁରୁତର ଥିବାରୁ ତାଙ୍କୁ ଗୁରବାର ବିଶାଖାପାଟଣା ସ୍ଥାନାନ୍ତର…

ଧରାପଡିଲେ ୪ ଆତଙ୍କବାଦୀ

ଶ୍ରୀନଗର, ୭।୧୧: ଜମ୍ମୁ-କଶ୍ମୀରର ସୋପାରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଗୁରୁବାର ୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋପାରରେ ସେମାନେ ବଡ ଆକ୍ରମଣ ଯୋଜନା କରୁଥିଲେ ବୋଲି ଭାରତୀୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଆତଙ୍କବାଦୀମାନେ ହେଲେ ରମିଜ…

ସେହି ୪ ମିନିଟ୍‌

ବିଶେଷଭାବରେ କୌଣସି ସିନେମାରେ ଲିପ୍‌-ଲକ୍‌ ସିନ୍‌କୁ ନେଇ ବେଶି ଚର୍ଚ୍ଚା ହୋଇଥାଏ। କିଛି ବର୍ଷ ପୂର୍ବରୁ ଏପରି ଶଟ୍‌ ଦେଇ ମଲ୍ଲିକା ଶେରାଓ୍ବତ ଚର୍ଚ୍ଚିତ ହୋଇଥିଲେ। ହେଲେ ବଲିଉଡ୍‌ରେ ଏପରି କିସ୍‌ ଶଟ୍‌ ପ୍ରଥମେ କେବେ ନିଆଯାଇଥିଲା, ଯାହାର ରେକର୍ଡ ଏବେ…

ଝଗଡ଼ା ସମାଧାନ କରିବାକୁ ଯାଇ ଖାଇଲେ ମାଡ଼ : ଥାନାରେ ମାମଲା, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗ୍ରାମର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ସମାଧାନ କରିବାକୁ ଯାଇ ତୃତୀୟ ବ୍ୟକ୍ତି ମାଡ଼ ଖାଇବା ଘଟଣା ଚର୍ଚ୍ଚା ପାଲଟିଛି। ଆଙ୍କୋରଡ଼ା ଗ୍ରାମର ଦେବ ନାଇକଙ୍କୁ ରୁନା ନାଇକ ନିସ୍ତୁକ ମାଡ଼…

ଇମ୍ରାନ୍‌ଙ୍କ ପ୍ରତିଶ୍ରୁତି ପାଣିର ଗାର: କରତାର୍‌ପୁର ପାଇଁ ପାସପୋର୍ଟ ଅନିବାର୍ଯ୍ୟ କଲା ପାକିସ୍ତାନ ସୈନ୍ୟ ବାହିନୀ

ଇସଲାମାବାଦ୍‌,୭।୧୧: କରତାର୍‌ପୁର ଯିବାକୁ ଚାହୁଁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପାସପୋର୍ଟ ଜରୁରୀ ନୁହେଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାସପୋର୍ଟ ବ୍ୟତିତ ଅନ୍ୟ କୌଣସି ବୈଧ ପ୍ରମାଣପତ୍ର ଥିଲେ ମଧ୍ୟ ଶ୍ରଦ୍ଧାଳୁ କରତାର୍‌ପୁର ଆସିପାରିବେ ବୋଲି ସେ…

କ୍ରିକେଟ ନିଶା: ବିବାହ ସାରି କନ୍ୟାକୁ ଧରି ଘରକୁ ଫେରିଲେ ବର, ଆଉ ତା‘ପରେ…

ଓ୍ବାଶିଂଟନ୍‌,୭।୧୧: ଅନେକ ଦେଶରେ କ୍ରିକେଟର ନିଆରା ଫ୍ୟାନ୍‌ ଆପଣ ଦେଖିଥିବେ। ସେମିତି ଜଣେ ଅଜବ ଫ୍ୟାନ୍‌ ହେଉଛନ୍ତି ହାସନ ତସଲୀନ। ପାକିସ୍ତାନ କ୍ରିକେଟ ଟିମର ଏହି ପ୍ରଂଶସକଙ୍କ ଏକ ଫଟୋ ଆଇସିସି ନିଜ ଟୁଇଟର ପେଜରେ ଅପଲୋଡ କରିଛି। କ୍ରିକେଟ ପ୍ରତି…

ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ : ଶ୍ରୀନଗରରେ ଯାତାୟାତ, ମୋବାଇଲ ସେବା ବ୍ୟାହତ

ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଗୁରୁବାର ପ୍ରବଳ ତୁଷାରପାତ ହୋଇଛି। ସକାଳୁ ପ୍ରବଳ ବରଫପାତ ହୋଇଥିବାରୁ ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ ଗୁଲମର୍ଗର ବିଭିନ୍ନ ସ୍ଥାନ ଓ ପାହାଡଗୁଡ଼ିକରେ ବରଫ ଚାଦର ଆସ୍ତରଣରେ ଆଚ୍ଛାଦିତ ହୋଇଯାଇଛି। ଏହାରି ଭିତରେ ଶ୍ରୀନଗରରେ ତୁଷାରପାତ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ : ଥାନାରେ ମାମଲା

ଦିଗପହଣ୍ଡି,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଯୁକ୍ତ ୨ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ସେହି ଗାଁର ମିଥୁନ ସାହୁ (୨୨) କେଉଁଆଡ଼େ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗୁରୁବାର ଛାତ୍ରୀଙ୍କ ବାପା ଏନେଇ କେ. ନୂଆଗାଁ…

ଚଳନ୍ତା କାର୍‌ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେବା ଘଟଣା: ଗିରଫ ହେଲେ ଅଭିଯୁକ୍ତ, କାର୍‌ ଜବତ

ଖୋର୍ଦ୍ଧା ଅଫିସ,୭।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପିଏନ୍‌ କଲେଜ ନିକଟ ଶ୍ମଶାନ ନିକଟରେ ଜଣେ ଯୁବତୀଙ୍କୁ ଚଳନ୍ତା କାର୍‌ରେ ବଳାତ୍କାର କରିବା ପରେ ଦୁର୍ବୃତ୍ତ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏହି ଘଟଣାରେ ଗୁରୁବାର ଅଭିଯୁକ୍ତଙ୍କ ସହ ଉକ୍ତ କାର୍‌କୁ ଜବତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri