Home

ଆରମ୍ଭ ହେଲା ଭାଜପାର ‘ବୁଥ୍‌ କାର୍ଯ୍ୟକର୍ତ୍ତା ସମ୍ମିଳନୀ’

ନୂଆଦିଲ୍ଲୀ,୫।୧: ଆଗକୁ ଅଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦେଖି ସବୁଦଳ ପ୍ରସ୍ତୁତ ହେଉଥିବା ବେଳେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଦିଲ୍ଲୀରେ ଆୟୋଜିତ ‘ବୁଥ୍‌ କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗ ଦେଇଛନ୍ତି। ସେ…

ସିଏଏକୁ ନେଇ ଭାଜପାର ଡୋର୍‌-ଟୁ-ଡୋର୍‌ କ୍ୟାମ୍ପେନ: ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସବୁଠାରୁ ବଡ ଜନ ସଚେତନତା ଅଭିଯାନ ରବିବାରଠାରୁ ଆରମ୍ଭ କରିଛି। ଲୋକମାନଙ୍କ ମଧ୍ୟରେ ଏହି ଆଇନକୁ ନେଇ ସଚେତନତା ସୃଷ୍ଟି କରିବା ଏହାର ପ୍ରଥମ ଲକ୍ଷ୍ୟ। ଏହି ଅଭିଯାନ ଜାନୁୟାରୀ ୧୫ରେ…

ବ୍ୟାକ୍‌ ଇଞ୍ଜୁରି: ଏଟିପି କପ୍‌ ରବରରୁ ଓହରିଲେ କିର୍ଗିୟସ

ବ୍ରସ୍‌ବେନ,୫।୧(ଏଏଫପି): ଅଷ୍ଟ୍ରେଲୀୟ ଟେନିସ ତାରକା ନିକ୍‌ କିର୍ଗିୟସ୍‌ ରବିବାର ବ୍ୟାକ୍‌ ଇଞ୍ଜୁରି କାରଣରୁ ଏଟିପି କପ୍‌ ରବରରୁ ଓହରିଯାଇଛନ୍ତି। ଏଠାରେ ଖେଳାଯିବାକୁ ଥିବା କାନାଡ଼ାର ଫେଲିକ୍ସ ଅଗେର – ଅଲିଆଜିମଙ୍କ ବିପକ୍ଷ ମ୍ୟାଚ୍‌ରୁ ସେ ଓହରିଯାଇଛନ୍ତି। ତାଙ୍କ ବଦଳରେ ଅଷ୍ଟ୍ରେଲିଆର ୩…

ରଣଜୀ ଟ୍ରଫି: ମହାରାଷ୍ଟ୍ରର ଇନିଂସ ପରାଜୟ

ନୂଆଦିଲ୍ଲୀ, ୫।୧(ପି.ଟି.)- ମିଡିୟମ ପେସର ଦିଓ୍ବେଶ ପଠାନିଆ ଓ ସଚିଦାନନ୍ଦ ପାଣ୍ଡେ ଦମ୍‌ଦାର ବୋଲିଂ ପ୍ରଦର୍ଶନ କରି ମହାରାଷ୍ଟ୍ର ବିପକ୍ଷରେ ସର୍ଭିସେସକୁ ଇନିଂସ ବିଜୟୀ କରାଇଛନ୍ତି। ସ୍ଥାନୀୟ ପଲାମ ଏ ଷ୍ଟାଡିୟମରେ ଖେଳାଯାଇଥିବା ରଣଜୀ ଟ୍ରଫି ଗ୍ରୁପ୍‌ ସି’ ମ୍ୟାଚ୍‌ରେ ସର୍ଭିସେସ…

ମୁରଲୀ ମନୋହର ଯୋଶୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ୮୬ ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଟୁଇଟ୍‌ କରି ମୋଦି…

ଭାଜପାକୁ ଗାଦିଚ୍ୟୁତ କରିବାକୁ ସବୁ ଦଳ ଏକାଠି ହୁଅନ୍ତୁ: ରଘୁବଂଶ ପ୍ରସାଦ

ପାଟନା,୫।୧: ବିହାରରେ ଚଳିତବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଛାଡ଼ଖଣ୍ଡ ଭଳି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗାଦିଚ୍ୟୁତ କରିବାକୁ ଏବେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ତା’ର ପୂରୁଣା ସହଯୋଗୀଙ୍କ…

କୋଟା ହସ୍ପିଟାଲକୁ ପଛରେ ପକାଇଲା ପିବିଏମ୍‌: ଆଇସିୟୁରେ ୧୬୨ ଶିଶୁଙ୍କ ମୃତ୍ୟୁ

ବିକାନେର,୫।୧: ରାଜସ୍ଥାନରେ ଶିଶୁ ମୃତ୍ୟୁ ଘଟଣା ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ବିକାନେରର ପିବିଏମ୍‌ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି। କାରଣ କୋଟାର ଜେକେ ଲୋନ ହସ୍ପିଟାଲକୁ ଏବେ ପଛରେ ପକାଇ ଦେଇଛି ବିକାନେରର ପିବିଏମ୍‌…

ଏକ୍ସ-ରେ

ମେଡିକାଲ ସାଇନ୍ସରେ ଏକ୍ସ-ରେର ବ୍ୟବହାର ଯେ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା ସମସ୍ତେ ଜାଣନ୍ତି। ହେଲେ ଏହା ବ୍ୟତୀତ ଏହାର ଅନ୍ୟ ବ୍ୟବହାର, ଉଦ୍ଭାବନ ଏବଂ ଏହା ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଅଜଣା କଥା… ବୈଜ୍ଞାନକ ଓ୍ବିଲ୍‌ହେମ ରୋଣ୍ଟଜେନ୍‌ ୧୮୫୭ରେ ଏକ୍ସ-ରେ…

ଉଦ୍ଧବ ସରକାରଙ୍କ ମନ୍ତ୍ରିମଣ୍ଡଳର ହେଲା ବିଭାଗ ବଣ୍ଟନ

ମୁମ୍ବାଇ,୫।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଗତ ଡିସେମ୍ବର ୩୦ରେ କରାଯାଇଥିଲା। ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇ ଏହାର ଏକ ତାଲିକା ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ରବିବାର ସକାଳେ ରାଜ୍ୟପାଳ ଭଗତ ସିଂହ…

ଇରାନର ୫୨ ସ୍ଥାନରେ ଆକ୍ରମଣ ପାଇଁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଇରାନକୁ ଏକ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଇରାନ ଯଦି କୌଣସି ଆମେରିକୀୟ ଅବା କୌଣସି ଅନୁଷ୍ଠାନ ଉପରେ ଆକ୍ରମଣ କରେ ତେବେ ଇରାନର ୫୨ଟି ସ୍ଥାନରେ ଆକ୍ରମଣ କରିବ ଆମେରିକା। ଆଉ…

ନୂଆବର୍ଷରୁ…

ଆରମ୍ଭ ହୋଇଛି ପୁଣି ଏକ ନୂଆବର୍ଷ। ମନରେ କେତେ ଆଶା, ଆକାଂକ୍ଷା ଓ କିଛି ନୂଆ କରିବାର ସଂକଳ୍ପ ନେଇ ଏହାକୁ ସ୍ବାଗତ ଜଣାଇଛନ୍ତି ସଭିଏଁ। ତେବେ ଭବିଷ୍ୟତରେ ଏକ ସୁଖ ସମୃଦ୍ଧ ଜୀବନ ଜିଇବାର କାମନା ରଖି ଏବେଠୁ ସଞ୍ଚୟ…

ବାଂଲାଦେଶ ପ୍ରସ୍ତାବକୁ ପିସିବି ପ୍ରତ୍ୟାଖ୍ୟାନ

କରାଚୀ,୫।୧(ପି.ଟି.)- ଟେଷ୍ଟ ମ୍ୟାଚ୍‌ ଭେନ୍ୟୁ ପରିବର୍ତ୍ତନ ନେଇ ବାଂଲାଦେଶ ଦେଇଥିବା ସର୍ତ୍ତମୂଳକ ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରତ୍ୟାଖ୍ୟାନ କରିଛି। ପାକସ୍ତାନରେ ବାଂଲାଦେଶ ଗୋଟିଏ ଟେଷ୍ଟ ଖେଳିବାକୁ ରାଜି ହୋଇଥିଲା। ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଢ଼ାକାରେ ଖେଳିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?