ଶୀତରେ ବି ଯୁବତୀଙ୍କ ଶରୀରରୁ ବୋହିଥାଏ ପ୍ରବଳ ଝାଳ: ପ୍ରତି ଘଣ୍ଟାରେ ସେ ବଦଳାନ୍ତି ପୋଷାକ …
ପୃଥିବୀର କେତେକ ଲୋକଙ୍କଠାରେ ବିରଳ ସମସ୍ୟା ଦେଖିବାକୁ ମିଳିଥାଏ। ଏପରି ଜଣେ ଯୁବତୀ ଆମେରିକାର ଟେକ୍ସାସ୍ରେ ଅଛନ୍ତି। ତାଙ୍କ ଶରୀରରୁ ବର୍ଷସାରା ପ୍ରବଳ ଝାଳ ବାହାରିଥାଏ। ଶୀତଦିନରେ ବି ପ୍ରବଳ ଝାଳ ଯୋଗୁ ସେ ପ୍ରତି ଘଣ୍ଟାରେ ପୋଷାକ ବଦଳାଇଥାନ୍ତି। ଏହି…
ଆଶାନୁରୂପ ହେଉନି ଜିଏସ୍ଟି ଆଦାୟ
ଭୁବନେଶ୍ୱର,୩ା୧(ବ୍ୟୁରୋ): ରାଜ୍ୟରେ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍ଟି) ଆଦାୟ ଆଶାନୁରୂପ ହେଉନାହିଁ। ୨୦୧୯ ଡିସେମ୍ବରରେ ଜିଏସ୍ଟି ଆଦାୟରେ ମାତ୍ର ୨ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି ମାସରେ ରାଜ୍ୟରେ ୨୩୮୩ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ୨୦୧୮ରେ ୨୩୪୭ କୋଟି…
ଓସ୍କାର ଦୌଡ଼ରେ ଆଉ ଜଣେ ଓଡ଼ିଆଙ୍କ ଚଳଚ୍ଚିତ୍ର: ବିଶ୍ୱ ଦରବାରରେ ଓଡ଼ିଶାକୁ ସଫଳତା
ଭୁବନେଶ୍ୱର,୩ା୧(ବ୍ୟୁରୋ): ନକଲ ତଥା କପି ପେଷ୍ଟ୍ର ଟ୍ରେଣ୍ଡ୍କୁ ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବିଭିନ୍ନ ସମୟରେ ସମାଲୋଚିତ ହେଉଥିବାବେଳେ ମୌଳିକଧର୍ମୀ ଫିଲ୍ମ ଦେଖିବାକୁ ପାଉ ନ ଥିବାରୁ ଦର୍ଶକ ଧୀରେ ଧୀରେ ଓଡ଼ିଆ ଫିଲ୍ମରୁ ମୁହଁ ଫେରାଇ ନେଉଛନ୍ତି। କ୍ରମାଗତଭାବେ ସିନେମା…
ଓଡ଼ିଶାରେ ଅଲ୍ ଇଣ୍ଡିଆ ଫରେଷ୍ଟ ସ୍ପୋଟର୍ସ
ଭୁବନେଶ୍ୱର,୩ା୧(ବ୍ୟୁରୋ): ଓଡ଼ିଶାରେ ଅଲ୍ ଇଣ୍ଡିଆ ଫରେଷ୍ଟ ସ୍ପୋଟର୍ସ-୨୦୨୦ ଆୟୋଜନ କରାଯିବ। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀ କରିବାରେ ଏହି ପ୍ରତିଯୋଗିତା ସହାୟକ ହେବ…
ଚରଣ ସ୍ପର୍ଶ କରିବାକୁ ଆସୁଥିବା ମହିଳାଙ୍କ ସମ୍ମାନରେ ନିଜେ ନଇଁ ପଡ଼ିଲେ ମୋଦି
ବେଙ୍ଗାଲୁରୁ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗସ୍ତରେ କର୍ନାଟକ ଯାଇଛନ୍ତି। ଏହି ଅବସରରେ ସ୍ଥାନୀୟ ତୁମାକୁର୍ରେ ସାଧାରଣ ସଭାରେ ମଞ୍ଚ ଉପରେ ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କ ଚରଣ ସ୍ପର୍ଶ ପାଇଁ ଆଗେଇ ଆସିଥିଲେ। ତେବେ ମୋଦି ତାଙ୍କୁ ଅଟକାଇ ତାଙ୍କ…
ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବର୍ଷିଲା ଭାଜପା
ଭୁବନେଶ୍ୱର,୩ା୧(ବ୍ୟୁରୋ): ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ଅଢ଼େଇ ମାସ ବିତିଥିଲେ ମଧ୍ୟ ଏହି ଘଟଣାର ରହସ୍ୟ ପର୍ଦ୍ଦାଫାଶ ହୋଇନାହିଁ। ପୂର୍ବରୁ ଏହି ହତ୍ୟା ଘଟଣାରେ ଯାଜପୁର ଏସ୍ପି ସ୍ମିତାରାଣୀଙ୍କୁ ଚରିତ୍ରହୀନ ଦର୍ଶାଇ ଘଟଣାକୁ ଏକ…
ଆସାମରେ ଏନ୍ଆର୍ସି ପରେ ୨ ମାସରେ ଘର ବାହୁଡ଼ିଛନ୍ତି ୪୪୫ ବାଂଲାଦେଶୀ
ଢ଼ାକା,୩।୧: ଆସାମରେ ଜାତୀୟ ନାଗରିକତ୍ୱ ପଞ୍ଜିକା(ଏନ୍ଆର୍ସି) ପ୍ରକାଶ ପାଇବା ପରେ ଗତ ୨ ମାସ ମଧ୍ୟରେ ୪୪୫ ବାଂଲାଦେଶୀ ଘର ବାହୁଡ଼ିଛନ୍ତି। ଏନେଇ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଭାରତ-ବାଂଲାଦେଶ ସୀମାରେ ୩ଶହ ଲୋକଙ୍କୁ ଗିରଫ…
ବାଗଦାଦ୍ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: କମାଣ୍ଡରଙ୍କ ସମେତ ୮ ଅଧିକାରୀ ମୃତ
ବାଗଦାଦ୍,୩।୧: ଇରାକ୍ରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସରକାର କଡ଼ା ଜବାବ୍ ଦେଇଛନ୍ତି। ଆମେରିକା ପକ୍ଷରୁ ବାଗଦାଦ୍ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏଥିରେ ଇରାନ୍ର କୁଦୁସ୍ ବାହିନୀ କମାଣ୍ଡର ଜେନେରାଲ କାସିମ୍…
ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ
ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟବ୍ୟାପୀ ପକ୍ଷୀଗଣନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବନଖଣ୍ଡ ଏବଂ ଜଳାଶୟରେ ପକ୍ଷୀଗଣନା କରାଯାଉଛି। ଗଣନାରେ ୨୫ରୁ ଊର୍ଦ୍ଧ୍ୱ ଟିମ୍ ଏବଂ ହଜାରେରୁ ଅଧିକ ସଦସ୍ୟ ସାମିଲ ଅଛନ୍ତି। ଅନୁଗୋଳର ସାତକୋଶିଆରେ ୧୦ଟି ଟିମ୍ ନିୟୋଜିତ କରାଯାଇଛି।…
କାଳିଆ ଯୋଜନାରେ ଠକେଇ: ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଲେ ଅକ୍ଷୟ
ଭୁବନେଶ୍ୱର,୩ା୧(ବ୍ୟୁରୋ): ଚାଷୀଙ୍କ ଜୀବିକା ସୁରକ୍ଷା ସକାଶେ ରବି ଏବଂ ଖରିଫ ଋତୁରେ ସରକାର ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସରକାର ଏହି ପ୍ରତିଶ୍ରୁତି ପୂରଣରେ ଖିଲାପ କରିଥିବା ଦର୍ଶାଇ ନବ ନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ…
ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ହେଲେ ନିରଞ୍ଜନ ସେଠୀ
ଭୁବନେଶ୍ୱର,୩ା୧(ବ୍ୟୁରୋ): ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ନିରଞ୍ଜନ ସେଠୀଙ୍କୁ ପଦୋନ୍ନତି ମିଳିଛି। ନିରଞ୍ଜନ ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ସମୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ…
ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅବ୍ୟବସ୍ଥା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୩ା୧(ବ୍ୟୁରୋ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ବୁଧବାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ସମ୍ପର୍କରେ ଅସନ୍ତୋଷ ପ୍ରକାଶ କରି…
Archives


