ରଣଜୀ ଟ୍ରଫି: ମୁମ୍ବାଇର କ୍ରମାଗତ ଦ୍ୱିତୀୟ ପରାଜୟ, କର୍ନାଟକ ୫ ଉଇକେଟରେ ବିଜୟୀ
ମୁମ୍ବାଇ,୫।୧(ପି.ଟି.)- ସ୍ଥାନୀୟ ବାନ୍ଦ୍ରା କୁଲା କମ୍ପ୍ଲେକ୍ସରେ ଖେଳାଯାଇଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ବି’ ମ୍ୟାଚ୍ରେ ଅଲରାଉଣ୍ଡ ପ୍ରଦର୍ଶନ କରି କର୍ନାଟକ ରବିବାର ତୃତୀୟ ଦିନରେ ୫ ଉଇକେଟରେ ମୁମ୍ବାଇକୁ ପରାସ୍ତ କରିଛି। ମାତ୍ର ଅଢ଼େଇ ଦିନରେ କର୍ନାଟକ ବିଜୟୀ ହୋଇ…
ପୁରୁଣା ମୋବାଇଲ ଫୋନରେ ବିରାଟ କୋହଲିଙ୍କ ଚିତ୍ର ପ୍ରସ୍ତୁତ କଲେ ଫ୍ୟାନ୍
ଗୁଆହାଟୀ,୫।୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ୩୦ ବର୍ଷ ବୟସରେ ସେ କ୍ରିକେଟର ଅନେକ ରେକର୍ଡ ଭାଙ୍ଗିସାରିଲେଣି। କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ଅଛନ୍ତି।…
ବିବାହ ପରେ ବଦଳିଗଲେ ମୋନା ସିଂ
ଅଭିନେତ୍ରୀ ମୋନା ସିଂ ବିବାହ କରିବାର ମାତ୍ର ୮ ଦିନ ପୂରଣ ହୋଇଛି। ସେ ୨୭ ଡିସେମ୍ବରରେ ତାଙ୍କ ବୟଫ୍ରେଣ୍ଡ୍ ଶ୍ୟାମ୍ଙ୍କୁ ବିବାହ କରିଥିଲେ। ବିବାହ ପରେ ମୋନା ସୋସିଆଲ ମିଡିଆରେ ଲଗାତର ଫଟୋ ଶେୟାର କରି ଚାଲିଛନ୍ତି। ତାଙ୍କର କିଛି…
ଓ୍ବାଘା ବର୍ଡରରେ ସୋନାଲି
ମୁମ୍ବାଇ: ଏଥର ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରିଛନ୍ତି। ବିଶେଷ ଭାବେ ବଲିଉଡ୍ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ସ୍ଥାନରେ ଯାଇ ନୂଆବର୍ଷ ପାଳନ କରିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ମାସ ହେବ କ୍ୟାନସରରୁ…
ସୀମା ଟପିଲେ ଅନୁରାଗ
ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ କିଛିଦନ ହେବ ସୋସିଆଲ ମିଡିଆରୁ ଦୂରେଇ ରହିଥିବା ବେଳେ ଏବେ ପୁଣିଥରେ ସୋସିଆଲ ମିଡିଆରେ ଯୋଡି ହୋଇଯାଇଛନ୍ତି। ସବୁବେଳେ ସେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବେଳେ ଏଥର ମଧ୍ୟ ସେମିତି…
ପ୍ରପୋଜ କରିବାର ୫ ଦିନ ପରେ ହେଲା ଝଗଡା, ଗର୍ଲଫ୍ରେଣ୍ଡ୍ଙ୍କୁ ହତ୍ୟା କଲେ ଯୁବକ
ଟେକ୍ସାସ, ୫।୧: ଆମେରିକାର ଟେକ୍ସାସ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରପୋଜ କରିବାର ୫ ଦିନ ପରେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡ୍ଙ୍କୁ ହତ୍ୟା କରିଛନ୍ତି। ୩୯ ବର୍ଷ ଅଭିଯୁକ୍ତ କେଣ୍ଡ୍ରିକ୍ ଅକିନ୍ସଙ୍କୁ ପୋଲିସ ଗିରଫ କରିଛି। ନୂଆବର୍ଷର ଗୋଟିଏ…
ଲିୟନଙ୍କୁ ୫ ଉଇକେଟ: ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ସିଡନୀ ଟେଷ୍ଟ
ସିଡନୀ,୫।୧(ଏଏଫ୍ପି)- ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଘରୋଇ ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସର ମାର୍ନସ ଲାବୁସେନଙ୍କ ଶତକ ସହାୟତାରେ ୧୫୦.୧ ଓଭରରେ ୪୫୪…
କଂଗ୍ରେସ, କେଜରିଓ୍ବାଲଙ୍କ ଉପରେ ବର୍ଷିଲେ ଶାହା
ନୂଆଦିଲ୍ଲୀ,୫।୧: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦାୟୀ। ଏଭଳି ମତ ରଖିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ରବିବାର ନୂଆଦିଲ୍ଲୀଠାରେ…
ଏଠି ସବୁ ସମୟରେ ମାରିଥାଏ ବିଜୁଳି, କାରଣ ଖୋଜି ପାଉନାହାନ୍ତି ବୈଜ୍ଞାନିକ
ଆଜିର ସମୟରେ ବିଜ୍ଞାନର ବହୁ ଅଗ୍ରଗତି ହୋଇଛି ସତ କିନ୍ତୁ ବିଶ୍ୱରେ ଏମିତି କିଛି ରହସ୍ୟମୟ ଘଟଣା ରହିଛି, ଯାହାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି ପାଉନାହାନ୍ତି। ସେହିପରି ଦକ୍ଷିଣ ଆମେରିକା ଭେନିଜୁଏଲାର ଏକ ଝରଣା ଉପରେ ସବୁ ସମୟରେ ବିଜୁଳି…
ଆରମ୍ଭ ହେଲା ଭାଜପାର ‘ବୁଥ୍ କାର୍ଯ୍ୟକର୍ତ୍ତା ସମ୍ମିଳନୀ’
ନୂଆଦିଲ୍ଲୀ,୫।୧: ଆଗକୁ ଅଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦେଖି ସବୁଦଳ ପ୍ରସ୍ତୁତ ହେଉଥିବା ବେଳେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଦିଲ୍ଲୀରେ ଆୟୋଜିତ ‘ବୁଥ୍ କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗ ଦେଇଛନ୍ତି। ସେ…
ସିଏଏକୁ ନେଇ ଭାଜପାର ଡୋର୍-ଟୁ-ଡୋର୍ କ୍ୟାମ୍ପେନ: ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ
ନୂଆଦିଲ୍ଲୀ,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସବୁଠାରୁ ବଡ ଜନ ସଚେତନତା ଅଭିଯାନ ରବିବାରଠାରୁ ଆରମ୍ଭ କରିଛି। ଲୋକମାନଙ୍କ ମଧ୍ୟରେ ଏହି ଆଇନକୁ ନେଇ ସଚେତନତା ସୃଷ୍ଟି କରିବା ଏହାର ପ୍ରଥମ ଲକ୍ଷ୍ୟ। ଏହି ଅଭିଯାନ ଜାନୁୟାରୀ ୧୫ରେ…
ବ୍ୟାକ୍ ଇଞ୍ଜୁରି: ଏଟିପି କପ୍ ରବରରୁ ଓହରିଲେ କିର୍ଗିୟସ
ବ୍ରସ୍ବେନ,୫।୧(ଏଏଫପି): ଅଷ୍ଟ୍ରେଲୀୟ ଟେନିସ ତାରକା ନିକ୍ କିର୍ଗିୟସ୍ ରବିବାର ବ୍ୟାକ୍ ଇଞ୍ଜୁରି କାରଣରୁ ଏଟିପି କପ୍ ରବରରୁ ଓହରିଯାଇଛନ୍ତି। ଏଠାରେ ଖେଳାଯିବାକୁ ଥିବା କାନାଡ଼ାର ଫେଲିକ୍ସ ଅଗେର – ଅଲିଆଜିମଙ୍କ ବିପକ୍ଷ ମ୍ୟାଚ୍ରୁ ସେ ଓହରିଯାଇଛନ୍ତି। ତାଙ୍କ ବଦଳରେ ଅଷ୍ଟ୍ରେଲିଆର ୩…
Archives


