Home

ବଜେଟ ଭାଷଣରେ ସର୍ବାଧିକ ଥର ‘ଟ୍ୟାକ୍ସ’ ଶବ୍ଦର ଉଚ୍ଚାରଣ କରିଛନ୍ତି ଅର୍ଥମନ୍ତ୍ରୀ: ‘ରୋଜଗାର’ ଶବ୍ଦ କହିଛନ୍ତି ମାତ୍ର ୭ଥର

ନୂଆଦିଲ୍ଲୀ,୧।୨: ଲମ୍ବା ଅବଧିର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଏଥର ରେକର୍ଡ କରିଛନ୍ତି। ଏଥର ସେ ୨ ଘଣ୍ଟା ୪୧ ମିନିଟର ଭାଷଣ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ‘ଟ୍ୟାକ୍ସ’ ଶବ୍ଦର ଉଚ୍ଚାରଣ ସର୍ବାଧିକ ୧୩୨ଥର…

ଆଜିଠାରୁ ବଦଳିଲା ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ…

୨୦୨୦ ଫେବୃୟାରୀ ପହିଲାରୁ ବଦଳିଛି ଅନେକ ନିୟମ। ଏଟିଏମ୍‌, ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ଏବଂ ଡାକଘର ସମ୍ପର୍କିତ ଅନେକ ନିୟମ ଶନିବାରଠାରୁ ବଦଳିଛି। ହ୍ବାଟ୍ସଆପ୍‌: ଫେବୃୟାରୀ ୧ରୁ ଲକ୍ଷାଧିକ ସ୍ମାର୍ଟଫୋନ୍‌ରେ ହ୍ବାଟ୍ସଆପ୍‌ କାମ କରିବ ନାହିଁ। କାରଣ କମ୍ପାନୀ ଏହାକୁ ବନ୍ଦ…

ନିର୍ଭୟା ମାମଲା: କୋର୍ଟରେ ଦାଖଲ ହେଲା ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଷ୍ଟାଟସ ରିପୋର୍ଟ ଶନିବାର ଜିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ଦୋଷୀ ବିନୟଙ୍କ କ୍ଷମା ଆବେଦନ ଖାରଜ ହୋଇଯିବା ଓ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିବାକୁ ନେଇ…

ଚଳିତ ଦଶନ୍ଧିର ସବୁଠାରୁ ଦେବାଳିଆ ବଜେଟ: ଅଖିଳେଶ

ନୂଆଦିଲ୍ଲୀ,୧।୨: ଦ୍ୱିତୀୟ ଥର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଲୋକ ସଭାରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ଏବେ ଦେଖିବାକୁ ମିଳିଛି। ନିର୍ମଳା ସୀତାରାମନ କଶ୍ମୀର କବିତା ପଢି ଓ ମୋଦି ସରକାରଙ୍କ…

ଚିକେନ୍‌ ପରିବର୍ତ୍ତେ କାଉ ମାଂସରେ ବିରିୟାନି ବିକି ଗିରଫ ହେଲେ ଦୋକାନୀ

ଚେନ୍ନାଇ: ବଲିଉଡ୍‌ ଫିଲ୍ମ ‘ରନ୍‌’ରେ ଶୁଣିଥିବେ କାଉ ମାଂସରେ ବିରିୟାନି ହେବା କଥା। ମାତ୍ର ବାସ୍ତବରେ ଏପରି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ। ରାମେଶ୍ୱରମ୍‌ ରାସ୍ତାପାର୍ଶ୍ୱରେ ଥିବା ଏକ ହୋଟେଲରେ ବିରିୟାନିରେ ଚିକେନ୍‌ ପରିବର୍ତ୍ତେ କାଉ ମାଂସ ବିକ୍ରି କରାଯାଉଥିବା ଖାଦ୍ୟ…

କରୀନାଙ୍କ ଚାଟ୍‌ ଶୋ’ରେ ଖାସ୍‌ ଅତିଥି, ଯାହାଙ୍କ ଉପରୁ ଦର୍ଶକଙ୍କ ନଜର ହଟି ନ ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏକ ରେଡିଓ ଶୋ’ର ହୋଷ୍ଟ କରୁଛନ୍ତି। ଯାହାର ନାମ ‘ଇସ୍କ’। କରୀନାଙ୍କ ଏହି ଶୋ’କୁ କେହି ନା କେହି ସେଲିବ୍ରିଟି ଆସିଥାନ୍ତି। ସେମାନଙ୍କୁ କରୀନା କିଛି ପ୍ରଶ୍ନ ପଚାରିଥାନ୍ତି। ଆଉ ସେଲିବ୍ରିଟିମାନେ ପ୍ରଶ୍ନର ଉତ୍ତର…

ଡମ୍ପରକୁ ଧକ୍କାଦେଲା ହାଇଓ୍ବା: ଗାଡ଼ିରେ ଚାପିହେଲେ ଡ୍ରାଇଭର

ଯୋଡ଼ା,୧।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ୨ନଂ. ରାଜ୍ୟ ରାଜପଥ ତଥା ଜୁରୁଡି ଲାଲ୍‌ ଗେଟ୍‌ ଛକ ନିକଟ ରାସ୍ତାରେ ଶନିବାର ମଧ୍ୟାହ୍ନରେ ଡମ୍ପର ପଛକୁ ଏକ ହାଇଓ୍ବା ଧକ୍କା ଦେଇଛି। ଏଥିରେ ହାଇଓ୍ବା ଡ୍ରାଇଭର ଅରୁଣ ପ୍ରସାଦ ଗୁରୁତର…

ଶେୟାର ବଜାରରେ ନୈରାଶ୍ୟ: ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ; ମୋଦି ସରକାରଙ୍କ ୭ ବଜେଟରେ ୫ ଥର ସଙ୍କଟ

ମୁମ୍ବାଇ,୧।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ନୈରାଶ୍ୟ ଖେଳି ଯାଇଛି। ଫଳରେ ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ ପାଇଛି। ଶେୟାର ବଜାର ୩୯,୩୯୦ସ୍ତରରେ ବନ୍ଦ ହୋଇଛି। ସେହିପରି ନିଫ୍ଟିରେ ୨୦୦ ଅଙ୍କ ହ୍ରାସ ପାଇଛି। ନିଫ୍ଟି ୧୧,୭୪୧.୬୫ରେ…

ବଢିଲା ପ୍ରତିରକ୍ଷା ବଜେଟ

ନୂଆଦିଲ୍ଲୀ,୧।୨: ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତିରକ୍ଷା ବଜେଟର ପରିମାଣକୁ ବୃଦ୍ଧି କରାଯାଇଛି। ଶନିବାର ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ବଜେଟରେ ପ୍ରତିରକ୍ଷା ପାଇଁ ୧ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଯାହା…

ମାତ୍ର ୨୭ ମିନିଟ୍‌ ପାଇଁ ମହିଳାଙ୍କ ମୃତ୍ୟୁ, ପୁନର୍ଜୀବିତ ହୋଇ ଲେଖିଲେ କିଛି ରହସ୍ୟମୟ ଶବ୍ଦ

ଓ୍ବାଶିଂଟନ୍‌: ସାଧାରଣତଃ ମୃତ୍ୟୁ ଘଟିଲେ ଜଣେ ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଥାଏ। ମାତ୍ର କିଛି କ୍ଷଣ ପାଇଁ କାହାର କେବେ ମୃତ୍ୟୁ ଘଟେ ବୋଲି ଶୁଣିଛନ୍ତି କି ! କିନ୍ତୁ ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଆମେରିକାରେ।…

ପ୍ରେମ ଆଗରେ ହାର ମାନିଲା କରୋନା ଭୁତାଣୁ: ପ୍ରେମିକଙ୍କୁ ବିବାହ ପାଇଁ ଭାରତରେ ପହଞ୍ଚିଲେ ଚାଇନା ଯୁବତୀ

ମନ୍ଦସୌର,୧।୨: କରୋନା ଭୁତାଣୁ ନେଇ ପୃଥିବୀ ସାରା ଆତଙ୍କ ଖେଳି ଯାଇଛି। ତେବେ ପ୍ରେମ ଆଗରେ ଏହି ଭୁତାଣୁ ହାର୍‌ ମାନିଛି। ଚାଇନାର ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ବିବାହ କରିବା ଲାଗି ଆସି ଭାରତର ମଧ୍ୟପ୍ରଦେଶର ମନ୍ଦସୌରରେ ପହଞ୍ଚିଛନ୍ତି। ତାଙ୍କ…

ପ୍ରଧାନମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଯୋଗୀ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷର ବଜେଟ ପାଇଁ ସେ ଏହି ଶୁଭେଚ୍ଛା ଜଣାଇଛନ୍ତି। ଏହି ବଜେଟ ଉନ୍ନତି ମୂଳକ ଓ କୃଷକଙ୍କୁ ସୁହାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?