ରୋହିତ ଶର୍ମାଙ୍କ ୨୯ତମ ଶତକ: ଜୟସୁରିୟାଙ୍କୁ ପଛରେ ପକାଇଲେ
ବେଙ୍ଗାଲୁରୁ,୧୯।୧: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍ ଚାଲିଛି। ଏହି ମ୍ୟାଚ୍ରେ ହିଟ୍ମ୍ୟାନ୍ ରୋହିତ ଶର୍ମା ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚରେ ୨୯ତମ ଶତକ ହାସଲ କରି ଶ୍ରୀଲଙ୍କାର ପୂର୍ବତନ ଓପନର୍ ସନତ ଜୟସୁରିୟାଙ୍କୁ…
ସିଏଏ, ଏନ୍ଆର୍ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର: ଶେଖ ହସିନା
ଦୁବାଇ,୧୯।୧: ନାଗରିକତ୍ୱ ସଂଶୋଧିତ ଆଇନ୍(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଦେଶ ବାହାରୁ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି। ବାଂଲାଦେଶ…
ଦିନିକିଆରେ ରୋହିତଙ୍କ ୯ ହଜାର
ବେଙ୍ଗାଲୁରୁ,୧୯।୧(ପି.ଟି.)- ଭାରତୀୟ ଓପନର ରୋହିତ ଶର୍ମା ରବିବାର ଦିନିକିଆ କ୍ରିକେଟରେ ୯ ହଜାର ରନ୍ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ବିଶ୍ୱର ତୃତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ। ଅଷ୍ଟ୍ରେଲିଆ ବିପକ୍ଷରେ ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ତଥା…
କମ୍ପ୍ୟୁଟର ଗେମ୍ବେଳେ ଖେଳାଳି ଆହତ
ମେଲବୋର୍ନ,୧୯।୧(ଏଏଫ୍ପି)- ଗାଏଲ ମନଫାଇଲ୍ସଙ୍କ ହାତରେ ଆଘାତ ଲାଗିଛି। କମ୍ପୁଟର ଗେମ୍ ଖେଳୁଥିବାବେଳେ ବିରକ୍ତ ହୋଇ ସେ ହାତକୁ ପିଟି ଦେଇଛନ୍ତି। କିନ୍ତୁ ଏହି ଆହତ ସମସ୍ୟା ତାଙ୍କ ଅଷ୍ଟ୍ରେଲିଆନ ଓପନ ଅଭିଯାନକୁ ପ୍ରଭାବିତ କରିବ ନାହିଁ ବୋଲି ଆଶା କରାଯାଉଛି। ଫ୍ରାନ୍ସର…
ମା’ ଶ୍ରୀଦେବୀଙ୍କ ପରି ଶାଢ଼ିରେ ସୁନ୍ଦର ଦିଶୁଛନ୍ତି ଜାହ୍ନବୀ
ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଫ୍ୟାନ୍ମାନଙ୍କ ନିକଟତର ହେବାକୁ ପ୍ରତିଦିନ କିଛି ନା କିଛି ଫଟୋ ଶେୟାର କରୁଛନ୍ତି। ରବିବାର ଜାହ୍ନବୀ ଶାଢ଼ି ପିନ୍ଧିଥିବା କିଛି ଫଟୋ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯାହା…
କେଜରିଓ୍ବାଲଙ୍କ ପାଇଁ ଭୋଟ ମାଗିଲେ ପରିବାର
ନୂଆଦିଲ୍ଲୀ, ୧୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ତାଙ୍କ ପରିବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ନୂଆଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା କେଜରିଓ୍ବାଲଙ୍କ ସ୍ତ୍ରୀ ସୁନୀତା, ଝିଅ ହର୍ଷିତା ଏବଂ…
ଜଳିଗଲା ଆଇରନ୍ ବୋଝେଇ ଡମ୍ପର
ଯୋଡ଼ା,୧୯।୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଗୁରୁବେଡ଼ା ଛକଠାରେ ଶନିବାର ରାତିରେ ଏକ ଆଇରନ୍ ବୋଝେଇ ଡମ୍ପରରେ ନିଆଁଲାଗି ସଂପୂର୍ଣ୍ଣ ଜଳିଯାଇଛି । ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନାନୁଯାୟୀ,…
ଭାରତକୁ ୨୮୭ ରନ୍ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ
ବେଙ୍ଗାଲୁରୁ,୧୯।୧: କର ବା ମର ମ୍ୟାଚ୍ରେ ଭାରତକୁ ୨୮୭ ରନ୍ର ଟାର୍ଗେଟ ଦେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ। ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍ ହରାଇ ୨୮୬ ରନ୍ ସଂଗ୍ରହ କରିଛି।…
ମାନବ ଶୃଙ୍ଖଳ ସମୟରେ ଶିକ୍ଷକଙ୍କ ମୃତ୍ୟୁ
ଦରଭଙ୍ଗା,୧୯।୧: ବିହାରର ଦରଭଙ୍ଗାଠାରେ ରବିବାର ଆୟୋଜିତ ମନବ ଶୃଙ୍ଖଳରେ ଯୋଗ ଦେଇଥିବା ଜଣେ ଶିକ୍ଷକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନାମିଳିଛି। ଦରଭଙ୍ଗା ଜିଲାପାଳ ଥିଆଗରଜନ ଏସ୍ଏମ୍ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ ବିବାହକୁ…
ଟ୍ରକ୍ ଧକ୍କାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା
ତାଳଚେର,୧୯।୧(ନି.ପ୍ର.): ତାଳଚେର ବସ୍ଷ୍ଟାଣ୍ଡ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ତାଙ୍କର ନାମ ସନ୍ଧ୍ୟାରାଣୀ ଦାସ ଘର ଅନୁଗୋଳ ଗୀତାଗ୍ରାମରେ। ସେ ଆଜଡେରା ହାଇସ୍କୁଲରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଳଚେର ବସ୍ଷ୍ଟାଣ୍ଡକୁ ଯାଉଥିବା ସମୟରେ ଏକ…
ଟିକେଟ୍ ବଣ୍ଟାକୁ ନେଇ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ
ନୂଆଦିଲ୍ଲୀ,୧୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ସବୁ ଦଳର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିଚାଲିଛି। ନିକଟରେ ଟିକେଟ୍ ବଣ୍ଟାକୁ ନେଇ କଂଗ୍ରେସ ସୋନିଆ ଗାନ୍ଧୀଙ୍କ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିବା ବେଳେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ର…
ସେକେଣ୍ଡ୍ ହ୍ୟାଣ୍ଡ୍ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ୍, ଏଥିରେ ଥିଲା…
ଓ୍ବାଶିଂଟନ୍: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି କିଛି ଜିନିଷ ହଜିଗଲେ ପାଇଥିବା ଖୁବ୍ କମ୍ ଲୋକ ଏହାକୁ ଫେରାଇଥାନ୍ତି। ମାତ୍ର ଆମେରିକାର ସେଣ୍ଟ୍ରାଲ୍ ମିଚିଗାନ୍ରେ ରହୁଥିବା ୫୦ ବର୍ଷୀୟ ହାଓ୍ବାର୍ଡ କିର୍ବି ସଚ୍ଚୋଟତାର ପରିଚୟ ଦେଇଛନ୍ତି।…
Archives


