ଜାତୀୟ ସାହସିକତା ପୁରସ୍କାର: ୨୨ଜଣ ବାଳିକାବାଳକଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୨।୧: ଚଳିତ ବର୍ଷ ୨୨ ଜଣ ବାଳିକାବାଳକଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ୧୦ ବାଳିକା ଏବଂ ୧୨ ଜଣ ବାଳକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ…
ସିଏଏ: ସାମ୍ବିଧାନିକ ପୀଠରେ ହେବ ବିଚାର; ୪ ସପ୍ତାହ ମଧ୍ୟରେ କେନ୍ଦ୍ରର ମତାମତ ଲୋଡ଼ିଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨୨।୧: ସିଏଏ ନେଇ ସୁପ୍ରିମ୍କୋର୍ଟ ବୁଧବାର ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। ଏହାର ବିରୋଧରେ ଦାଖଲ କରାଯାଇଥିବା ଆବେଦନ ସପକ୍ଷରେ ଆଇନଜୀବୀ କପିଲ ଶିବଲ ସିଏଏକୁ ୨ ମାସ ପାଇଁ ବାତିଲ କରିବାକୁ ଯୁକ୍ତି ଦର୍ଶାଇବା ସହିତ…
ପୋଲିସକୁ ଚାପୁଡ଼ା ମାରିବାରୁ ଦଫା ୩୦୭
ଭୁବନେଶ୍ୱର,୨୨।୧(ବ୍ୟୁରୋ):ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ଏହାର ଉଦାହରଣ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି। ପୋଲିସ ଚାକିରି କରିଥିବା ଜଣେ ଯୁବତୀଙ୍କୁ ଭଲପାଇ ପ୍ରତାରଣାର ଶିକାର ହୋଇଥିବା ଜଣେ ଯୁବକ କ୍ରୋଧରରେ ତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ଯୁବତୀଙ୍କ ଅଭିଯୋଗକ୍ରମେ…
କନ୍ୟାଶକ୍ତିକୁ ଚିତ୍ରଣ କଲେ ୨୫ ଚିତ୍ରଶିଳ୍ପୀ
ପୁରୁଣା ଭୁବନେଶ୍ୱର, ୨୨।୧ (ଡି.ଏନ.ଏ.):ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟଠାରେ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୦ ଉପଲକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ଓ ପବିବାର କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ଚିତ୍ରକଳା କର୍ମଶାଳା। ଉକ୍ତ କର୍ମଶାଳାରେ ମହାବିଦ୍ୟାଳୟର…
ଧରାପଡ଼ିଲା ବାଂଲାଦେଶୀ ସେକ୍ସ ର଼୍ୟାକେଟ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ):ଓଡ଼ିଶାରେ କାୟା ମେଲିଛି ବାଂଲାଦେଶୀ ସେକ୍ସ ର଼୍ୟାକେଟ। କିଛିଦିନ ତଳେ ଧରାପଡ଼ିଥିବା ଜଣେ ବାଂଲାଦେଶୀ ରୂପଜୀବୀଙ୍କଠାରୁ ସୁରାକ ମିଳିଥିଲା। ତାଙ୍କୁ କୋର୍ଟଚାଲାଣ କରିବା ପରେ ଚୁପ୍ ବସିଥିଲା କମିଶନରେଟ ପୋଲିସ। ହେଲେ ମଙ୍ଗଳବାର କିଙ୍ଗ୍ପିନ୍ କୁହାଯାଉଥିବା ବାଂଲାଦେଶୀ ଦମ୍ପତି ଅଞ୍ଜଳି ଦିଦି…
ଜିନ୍ନା ଥିଲେ ଧର୍ମନିରପେକ୍ଷ ନେତା; କଂଗ୍ରେସ ଯୋଗୁ ହୋଇଥିଲା ଦେଶ ବିଭାଜନ
କୋଲକାତା,୨୨।୧: ଭାରତ ବିଭାଜନ ନେଇ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ତଥା ପଶ୍ଚିମବଙ୍ଗ ଭାଜପା ଉପାଧ୍ୟକ୍ଷ ଚନ୍ଦ୍ର କୁମାର ବୋଷ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମହମ୍ମଦ୍ ଅଲ୍ଲୀ ଜିନ୍ନା ଜଣେ ଧର୍ମନିରପେକ୍ଷ ନେତା ଥିଲେ। ତେବେ କଂଗ୍ରେସ…
ପିପିଲିରେ ଜାଗା କିଣି ରହୁଥିଲେ
ଅଞ୍ଜଳିଙ୍କୁ ଯୁବତୀ ପଠାଇବାରେ ବାଂଲାଦେଶରେ ଥିବା ତା’ର ଭଉଣୀ ସହଯୋଗ କରୁଥିଲେ। ବାଂଲାଦେଶରେ ଅଞ୍ଜଳି ଓ ଭଉଣୀଙ୍କ ନାଁରେ ହତ୍ୟା ମାମଲା ରହିଛି। ସେମାନେ ମଧ୍ୟ ଜେଲ୍ ଯାଇଛନ୍ତି। ଜେଲରୁ ବାହାରିବା ପରେ ଅଞ୍ଜଳି ସେକ୍ସ ର଼୍ୟାକେଟ ଚଳାଉଥିଲା। ଅନ୍ୟପକ୍ଷରେ ବ୍ରାଉନସୁଗାର…
ସାଙ୍ଗ ହେବ ତ ଏମିତି: ଦିବ୍ୟାଙ୍ଗ ସାଙ୍ଗକୁ କାନ୍ଧରେ ବସାଇ ୟୁରୋପ ବୁଲାଇବାକୁ ନେଲେ କେଭାନ
ବନ୍ଧୁତା କେବଳ ଏକ ଶବ୍ଦ ନୁହେଁ, ଏହା ଦୁଇଟି ହୃଦୟ ମଧ୍ୟରେ ଥିବା ସମ୍ପର୍କର ସେତୁ। କୋମଳ ହେଲେ ବି ବହୁତ୍ ଶକ୍ତିଶାଳୀ। ପ୍ରକୃତ ବନ୍ଧୁଟିଏ ସାଥିରେ ଥିଲେ ପଙ୍ଗୁ ପର୍ବତ ଚଢିବା ବା ଅନ୍ଧ ଦୁନିଆଁ ଦେଖିବା କିଛି ବଡ…
୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ଜେଏନ୍ୟୁ ପ୍ରଶାସନ ପାଖରେ ନାହିଁ
ନୂଆଦିଲ୍ଲୀ,୨୨।୧: ଜେଏନ୍ୟୁରେ ପଢୁଥିବା ୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଖରେ ନାହିଁ। ଏନେଇ ସୂଚନା ଅଧିକାର ଆଇନ ଅନ୍ତର୍ଗତ କରାଯାଇଥିବା ଏକ ଆବେଦନରୁ ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ,…
ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ବିଏସ୍ଏଫ୍ ପକ୍ଷରୁ ‘ଅପରେଶନ୍ ଥଣ୍ଡା ପବନ’ ଆରମ୍ଭ
ନୂଆଦିଲ୍ଲୀ,୨୨।୧: ସାଧାରଣତନ୍ତ୍ର ଦିବସରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏସ୍ଏଫ୍ ପକ୍ଷରୁ ଭାରତ-ପାକିସ୍ତାନ…
ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର: ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ
ବାସୁଦେବପୁର, ୨୨।୧(ଡି.ଏନ.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବଳିବିନ୍ଧା ଗ୍ରାମର ଚାରିଘରିଆ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ଟି ପରିବାରର ୧୦ ବଖରା ଘର ସମ୍ପୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…
ସେଲସ୍ ଟାର୍ଗେଟ୍ ପୂରଣ ନ କରି ପାରିବାରୁ ନିଜକୁ ଦଣ୍ଡିତ କରି ଆଣ୍ଠେଇଲେ ଅଧିକାରୀ
ବେଜିଂ,୨୨।୧: ଏବେ ଚାଇନାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ କିଛି ଲୋକ ଆଣ୍ଠେଇ ଥିବାର ଦେଖିବାକୁ ମିଳୁଛି। ପ୍ରକୃତରେ ଏହି ଲୋକମାନେ ହେଉଛନ୍ତି ଏକ ରେଣ୍ଟୁରାଣ୍ଟ୍ର ଅଧିକାରୀ। ସେମାନେ ସେଲସ୍ ଟାର୍ଗେଟ୍ ପୂରଣ କରିପାରି…
Archives


