Home

୩ ଘଣ୍ଟା ବିଳମ୍ବରେ ନିଗମ ବୋଧ ଘାଟ ଶ୍ମଶାନରେ ହେଲା କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ୬୮ ବର୍ଷ ବୟସ୍କା ମହିଳାଙ୍କ ଅନ୍ତିମ ସଂସ୍କାରରେ ବାଧା ସୃଷ୍ଟି ହୋଇଥିଲା। ତାଙ୍କ ମୃତଦେହଙ୍କୁ ନିଗମ ବୋଧ ଘାଟ ଶ୍ମଶାନକୁ ଅଣା ଯାଇଥିଲା। ତେବେ ଶ୍ମଶାନ…

ବିଜେଡିକୁ କରୋନା ଘାରିଛି; ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ଦୃଷ୍ଟି ହଟାଇବାକୁ ବିଧାନସଭା ବନ୍ଦ: ଭାଜପା

ଭୁବନେଶ୍ୱର, ୧୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ବଜେଟ ଅଧିବେଶନକୁ ମୁଲତବୀ କରାଯାଇଛି। ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ଘୋଷଣା…

କ୍ଷୀର ପରି ତୋଫା ଗୋରା ୪ ଅଭିନେତ୍ରୀଙ୍କ ଚେହେରା: ନେବାକୁ ପଡ଼େନି ମେକ୍‌ ଅପ୍‌

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକ୍‌ ଅପ୍‌ ନେବାକୁ ପଡ଼ିଥାଏ। ତେବେ ବିଲିଉଡ୍‌ର ୪ ଅଭିନେତ୍ରୀଙ୍କ ଚେହେରା କ୍ଷୀର ପରି ତୋଫା ଗୋରା। ତେଣୁ ସେମାନଙ୍କୁ ପ୍ରାୟତଃ କୌଣସି ମେକ୍‌ ଅପ୍‌ ନେବାକୁ ପଡ଼ି…

କରୋନା ମୁକାବିଲା ପାଇଁ ଏସ୍‌ସିବି ପ୍ରସ୍ତୁତ

କଟକ ଅଫିସ, ୧୪।୩: ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ କଟକ ଏସ୍‌ସିବି ମେଡିକାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏ ନେଇ ଶନିବାର ଜରୁରିକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନା…

ଭାରତରେ ଷ୍ଟେଜ ୨ରେ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଲାଣି। ହାତ ଗଣତି କିଛି ଦେଶକୁ ଛାଡିଦେଲେ ଏବେ ଏହା ପ୍ରାୟ ୧୪୫ ଦେଶରେ ଦେଖାଦେଇଛି। ଭାରତରେ କରୋନା ଭାଇରସ ସଂକ୍ରମଣରେ ୨…

ପୁଣି ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ଓ୍ବାଶିଂଟନ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ହ୍ବାଇଟ ହାଉସରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ୨ ଦିନିଆ ଭାରତ ଗସ୍ତ ସମୟରେ ସେ ମୋଦିଙ୍କ…

ଗୋଟିଏ ହସ୍ପିଟାଲରେ ଭର୍ତ୍ତି ଥାଇ ବି ଶେଷ ସମୟରେ ବାପାଙ୍କୁ ଭେଟିପାରିଲେନି ପୁଅ

ଥିରୁଭାନନ୍ତପୁରମ,୧୪।୩: ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ ଭାରତରେ କରୋନା ମାମଲା ବୃଦ୍ଧି ପାଇଥିବା ବେଳେ ସଂକ୍ରମିତ ସଂଖ୍ୟା ୮୬ ଓ ୧୧୪ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମିତଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

ଏମ୍‌କେସିଜିରେ କରୋନା ସନ୍ଦିଗ୍ଧ: ଦୁବାଇରୁ ଫେରିଥିଲେ

ବ୍ରହ୍ମପୁର ଅଫିସ ,୧୪।୩ – ସାରା ବିଶ୍ୱରେ ଏବେ ମାରାତ୍ମକ କରୋନା ଭୂତାଣୁ ଆତଙ୍କ। ଏଭଳି ସ୍ଥିତିରେ ଗଞ୍ଜାମ ଜିଲା ଚିକିଟି ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧ ଶୁକ୍ରବାର ରାତି ୧୦ଟାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର କରୋନା…

ମଣିଷଙ୍କୁ ବ୍ୟାୟାମ କରାଉଛି କୁକୁର: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ; ମିଳିଲାଣି ୭୨ ଲକ୍ଷରୁ ଅଧିକ ଲାଇକ୍‌

ଓ୍ବାଶିଂଟନ,୧୪।୩: କୁକୁର ମଣିଷର ସମ୍ପର୍କ ଅତି ନିବିଡ଼। ମାନବ ସୃଷ୍ଟି ହେବାର ପରେ ପରେ ପ୍ରଥମେ ହିଁ କୁକୁର ସହିତ ବନ୍ଧୁତା ଆରମ୍ଭ କରିଥିଲା। ସମ୍ପ୍ରତି ସୋସିଆଲ ମିଡ଼ିଆରେ ଏକ କୁକୁର ଜଣେ ଲୋକଙ୍କୁ ବ୍ୟାୟାମ କରିବା ଲାଗି ତାଲିମ ଦେଉଥିବାର…

ସାମାନ୍ୟ ବଚସା ନେଲା ଜୀବନ: ଗ୍ରାମ ସଭାପତିଙ୍କ ଗୁଳିମାଡ଼ରେ କନଷ୍ଟେବଳ ମୃତ

ଢେଙ୍କାନାଳ ଅଫିସ, ୧୪।୩: ଢେଙ୍କାନାଳ ଜିଲା ସଦର ଥାନା ଚାଉଳିଆ ଗ୍ରାମରେ ଦୋଳମେଳଣ ଚାଲିଥିବା ବେଳେ ଶୁକ୍ରବାର ରାତିରେ ସାମାନ୍ୟ ବଚସାରୁ ଗୁଳିମାଡ ଘଟିଛି। ଏଥିରେ ଗ୍ରାମ ସଭାପତି ଶ୍ରୀକାନ୍ତ ସାହୁଙ୍କ ଗୁଳିମାଡ଼ରେ କନଷ୍ଟେବଳ ରାମଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ପ୍ରକାଶ…

୨ ବର୍ଷରେ ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ବଡ଼ ଏରୋପ୍ଲେନ୍‌

ପ୍ୟାରିସ୍‌,୧୪।୩: ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଖାଇବା ଶୈଳୀ ରହିଥାଏ। ଫ୍ରାନ୍ସ୍‌ର ଜଣେ ବ୍ୟକ୍ତି ୨ ବର୍ଷ ମଧ୍ୟରେ ଏକ ବଡ଼ ଏରୋପ୍ଲେନ୍‌କୁ ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ। ଏଭଳି ନିଆରା ଖାଦ୍ୟ ଶୈଳୀ ଥିବା ବ୍ୟକ୍ତି ଥିଲେ ମିଚେଲ ଲୋଟିଟୋ।…

ଚାଉଳ, ଗହମ ହେରଫେର ନେଇ ମୁଜାଗଡ଼ ସରପଞ୍ଚଙ୍କୁ ବହିଷ୍କାର ଦାବି: ଗ୍ରାମବାସୀଙ୍କ ରାସ୍ତାରୋକୋ

ଭଞ୍ଜନଗର,୧୪।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କୁ ବହିଷ୍କାର ଦାବିରେ ଶନିବାର ରାସ୍ତାରୋକୋ ହୋଇଛି। ଉତ୍ତ୍ୟକ୍ତ ଲୋକେ ମୁଜାଗଡ଼ଠାରେ ଭଞ୍ଜନଗର ଫୁଲବାଣୀ ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଭଞ୍ଜନଗର-ଫୁଲବାଣୀ ମୁୁଖ୍ୟରାସ୍ତା ସକାଳୁ ବନ୍ଦ ରହିଛି। ତେଣୁ ରାସ୍ତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?