Home

ଓଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର,୧ା୩(ସୁନିତ୍‌ ମିଶ୍ର):ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ପାଠ ପଢ଼ିବା ପାଇଁ ଛୁଟିରେ ଥିବା ୨୦୧୦ ଆଇଏଏସ୍‌ ଅଫିସର ମାନ୍‌ସୀ ନିମ୍ଭାଲଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏହାସହ ତାଙ୍କୁ ଅତିରିକ୍ତ ଭାବେ…

ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌-ଜେଲେନ୍‌ସ୍କି ମୁହାଁମୁହିଁ

ଓ୍ବାଶିଂଟନ,୧।୩: ଆମେରିକା ଓ ୟୁକ୍ରେନ୍‌ ମଧ୍ୟରେ ବୁଧବାର ମିନେରାଲ୍ସ ଡିଲ୍‌ ପାଇଁ ସହମତି ପ୍ରକାଶ ପାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆମନ୍ତ୍ରଣକ୍ରମେ ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଶୁକ୍ରବାର ଓ୍ବାଶିଂଟନ ଡିସିରେ ପହଞ୍ଚତ୍ ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ଙ୍କୁ ଭେଟିଛନ୍ତି। ତେବେ…

ଭୁଲ୍‌ରେ ବି ଦାନରେ ଦିଅନ୍ତୁ ନାହିଁ ଏସବୁ ଜିନିଷ, ଅଭାବରେ ବୁଡ଼ିବେ… 

ଦାନକୁ ସନାତନ ଧର୍ମର ସର୍ବୋତ୍ତମ ଗୁଣ ଭାବେ ବର୍ଣ୍ଣନା କରାଯାଇଛି। ହେଲେ ବୁଝି ବିଚାରି ଦାନ ନ କଲେ ନିଜର କ୍ଷତି ହୋଇପାରେ। ପୁରାଣରେ ମଧ୍ୟ ଏହାର ଉଦାହରଣ ହେଉଛନ୍ତି ‘ଦାନବୀର କର୍ଣ୍ଣ’। ମହାଭାରତରେ କର୍ଣ୍ଣଙ୍କୁ ଜଣେ ମହାନ ଯୋଦ୍ଧା ସହ…

ପିଲାଙ୍କର ପଢ଼ାରେ ଜମା ମନ ଲାଗୁନାହିଁ କି? ଆପଣାନ୍ତୁ ଏଭଳି କିଛି ଉପାୟ …

କିଛି ପିଲାଙ୍କର ପାଠରେ ବେଶ୍‌ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ ଶୁଖାଇ ଦିଅନ୍ତି। ବହି ଖୋଲି ବସିଲେ ବି ଧ୍ୟାନ ସେମାନଙ୍କର ଅନ୍ୟତ୍ର ଥାଏ। ହେଲେ…

Uttam Mohanty : ଚିତ୍ରକଳାରେ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନୋଜ

କଟକ,୨୮ା୨(ଶିଳ୍ପା ପ୍ରିୟଦର୍ଶିନୀ)- ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକେ ହୋଇଯାଇଛି। ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ଶୁକ୍ରବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଉତ୍ତମଙ୍କୁ ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଟକ ସିଡ଼ିଏ…

ଶନିବାରଠୁ ଛାଡ଼ ହେବ ପ୍ରାଣିସମ୍ପଦର ଚିକିତ୍ସା ଓ ଟିକାକରଣ ବାବଦ ‘ୟୁଜର୍ସ ଫି’

ଭୁବନେଶ୍ୱର, ୨୮ା୨(ସୁନିତ୍‌ ମିଶ୍ର): ପ୍ରାଣିସମ୍ପଦର ଚିକିତ୍ସା ଓ ଟିକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ କରିବା ନେଇ ଘୋଷଣା କରିଛନ୍ତି। ଫଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ଓ ଟିକାକରଣ ବାବଦରେ ଜନସାଧାରଣଙ୍କୁ ଫି…

ଏକାସହ କୋଟିଏ ମହିଳା ପାଇବେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ…

ଭୁବନେଶ୍ୱର,୨୮ା୨(ସୁନିତ୍‌ ମିଶ୍ର): ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ଅନ୍ତର୍ଜାତୀୟ ମହିଳା ଦିବସ ତଥା ଆସନ୍ତା ୮ ତାରିଖରେ ରାଜ୍ୟ ସରକାର ପ୍ରଦାନ କରିବେ। ରାଜ୍ୟର ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଏକାସଙ୍ଗେ ସୁଭଦ୍ରା ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ…

ଏବର୍ଷ ଅଧିକ ଦିନ ଗ୍ରୀଷ୍ମ ଲହରି

ଭୁବନେଶ୍ୱର,୨୮ା୨ (ଅନୁରାଧା ମହାରଣା)- ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମାର୍ଚ୍ଚ ପୂର୍ବରୁ ଡହ ଡହ ଖରା ଡରାଉଛି। ଶୁକ୍ରବାର ୭ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ସେହିଭଳି ୯ ସହରର ତାପମାତ୍ରା ୩୫ରୁ ୩୬ ଡିଗ୍ରୀ…

IPS Reshuffle: ଆଇପିଏସ ସ୍ତରରେ ବଡ ଅଦଳ ବଦଳ, ବଦଳିଲେ କଟକ ଓ ଭୁବନେଶ୍ବର DCP

ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର ଡିସିପି ରହିଥିବା…

ମେ’ ୫ରୁ ବନ୍ଦ ହୋଇଯିବ ଭିଡିଓ କଲିଂ ପ୍ଲାଟଫର୍ମ Skype, ୨୨ ବର୍ଷ ପୂର୍ବେ ହୋଇଥିଲା ଆରମ୍ଭ

ନୂଆଦିଲ୍ଲୀ,୨୮।୨: Microsoft ଦୁଇ ଦଶନ୍ଧି ପୁରୁଣା ଇଣ୍ଟରନେଟ କଲିଂ ସେବା Skypeକୁ ବନ୍ଦ କରିବାକୁ ଯାଉଛି। ମେ’ ୫ ତାରିଖ ଯାଏ ଏହା କାର୍ଯ୍ୟକ୍ଷମ ରହିବ। ତେବେ Skype ବନ୍ଦ କରିବା ଦ୍ୱାରା କମ୍ପାନୀ ଏହାର ଯୋଗାଯୋଗ ପ୍ରସ୍ତାବକୁ ସରଳ କରି…

ରୋହିତ-ବିରାଟଙ୍କଠାରୁ ଅଧିକ ରନ୍‌, ଶାମିଙ୍କଠାରୁ ଅଧିକ ଉଇକେଟ; ଚାମ୍ପିଅନ୍ସ ଟ୍ରଫିରେ ବିପର୍ଯ୍ୟୟ ସୃଷ୍ଟି କରୁଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୨: ଗୋଟିଏ ପଟେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ଏବଂ ପାକିସ୍ତାନ ଭଳି ବଡ଼ ଦଳ ପ୍ରଥମ ରାଉଣ୍ଡରେ ହିଁ ବାଦ ପଡ଼ିଥିବା ବେଳେ ବାଂଲାଦେଶ ମଧ୍ୟ ପୁଣି ଥରେ ପ୍ରଭାବିତ କରିବାରେ ବିଫଳ ହୋଇଛି। ହେଲେ ସେମାନଙ୍କ ତୁଳନାରେ ଅନଭିଜ୍ଞ ଆଫଗାନିସ୍ତାନ…

ଶେଷ ହୋଇଗଲାକି କଂଗ୍ରେସ ସହ ମତଭେଦ?ଖାର୍ଗେ-ରାହୁଲଙ୍କ ସହ ଫଟୋରେ ନଜର ଆସିଲେ ଶଶି ଥରୁର

ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନ ଧରି ବରିଷ୍ଠ କଂଗ୍ରେସ ନେତା ତଥା ତିରୁବନନ୍ତପୁରମ୍‌ ଏମ୍‌ପି ଶଶି ଥରୁର୍‌ ଦଳ ଉପରେ କ୍ଷୁବ୍ଧ ନଜର ଆସୁଥିଲେ। ଦଳରେ ତାଙ୍କୁ ଅଣଦେଖା କରୁଥିବା ସେ ଅନୁଭବ କରୁଥିବା କହିଥିଲେ। ହେଲେ ଏବେ ଏଭଳି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri