Home

ତୃତୀୟ ଟେଷ୍ଟ: ଲାବୁସେନଙ୍କ ଦ୍ୱିଶତକ ପରେ ନ୍ୟୁଜିଲାଣ୍ଡର ଭଲ ଆରମ୍ଭ

ସିଡନୀ,୪।୧(ଏଏଫ୍‌ପି):  ସ୍ଥାନୀୟ ସିଡନୀ କ୍ରକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ଦ୍ୱିଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବିଶାଳ ସ୍କୋର ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଚାଉଳ ବୋଝେଇ ୨ ଟ୍ରକ୍‌ ଅଟକ

ତିହିଡ଼ି, ୪।୧(ଡି.ଏନ.ଏ.)- ଭଦ୍ରକରୁ ଚାଉଳ ବୋଝେଇ ହୋଇ ତିହିଡ଼ିକୁ ଆସିଥିବା ୨ଟି ଟ୍ରକ୍‌କୁ ସ୍ଥାନୀୟ ତହସିଲଦାର ଶନିବାର ଅପରାହ୍ନରେ ଅଟକ ରଖିଛନ୍ତି। ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ମହାପାତ୍ର ଓ କେଦାରନାଥ ନାୟକ, ବ୍ଲକ…

ସ୍ବାସ୍ଥ୍ୟପକ୍ଷେ ବହୁ ଉପକାରୀ କଞ୍ଚାକଦଳୀ

କଞ୍ଚାକଦଳୀର ବହୁ ଉପକାରୀ ଗୁଣ ରହିଛି। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାବ୍ୟତୀତ ଏଥିରେ ଭିଟାମିନ ବି-୬, ଭିଟାମିନ୍‌ ସି ଭରପୂର ମାତ୍ରାରେ ରହିଛି। ତେବେ ପ୍ରତିଦିନ ରୋଷେଇରେ କଞ୍ଚାକଦଳୀ ବ୍ୟବହାର…

ଭାରତ ଛାଡିବେ ରୋହିଙ୍ଗ୍ୟା ଶରଣାର୍ଥୀ

ଜମ୍ମୁ,୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଲାଗୁ ହେବା ପରେ ରୋହିଙ୍ଗ୍ୟା ଶରଣାର୍ଥୀ ଭାରତ ଛାଡିବେ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଜମ୍ମୁରେ ଅନୁଷ୍ଠିତ ଏକ କର୍ମଶାଳାରେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି। ସିଏଏ ଦ୍ୱାରା ରୋହିଙ୍ଗ୍ୟାମାନେ ଭାରତର…

ନୂଆବର୍ଷରେ ପଠାଯାଇଛି ଶହେ ଅରବ ହ୍ବାଟସ୍‌ ଆପ୍‌ ମେସେଜ୍‌: ୨୦ ଅରବ ଭାରତୀୟଙ୍କର

ଓ୍ବାଶିଂଟନ,୪।୧: ନୂଆବର୍ଷ ଅବସରରେ ଭିନ୍ନ ଭିନ୍ନ ଢଙ୍ଗରେ ଲୋକେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି। ଏବେ କମ୍ପାନୀ ଦାବି କରିଛି ଯେ, ଚଳିତ ବର୍ଷ ହ୍ବାଟସ୍‌ ଆପ୍‌ ମାଧ୍ୟମରେ ପ୍ରାୟ ଶହେ ଅରବ ମେସେଜ୍‌ ଆଦାନ ପ୍ରଦାନ କରାଯାଇଛି, ଯାହା ଏକ ରେକର୍ଡ।…

ପୁଣି ଲଜ୍ଜା: ବଳାତ୍କାର ପାଇଁ ନେଉଥିବା ବେଳେ ଗାଡ଼ି ଦୁର୍ଘଟଣା, ଲୋକଲୋଚନକୁ ଆସିଲା ଘଟଣା

କେନ୍ଦୁଝର,୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅଞ୍ଚଳରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଶୁକ୍ରବାର ଗଣବଳାତ୍କାର ପାଇଁ ହାଟରୁ ନିଆଯାଉଥିବା ବେଳେ ବାଟରେ ଗାଡ଼ି ଦୁର୍ଘଟଣା ଘଟିବା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ଉକ୍ତ ନାବାଳିକାଙ୍କୁ ଦୁଇଥର ବଳାତ୍କାର କରାଯାଇଥିବା…

ଦିନକ ପରେ ଖୋଲିବ ଜାମିଆ ମିଲିଆ ଇସଲାମିଆ

ନୂଆଦିଲ୍ଲୀ,୪।୧: ଆସନ୍ତା ସେମାବାର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି। ଗତ ଡିସେମ୍ବର ୧୬ରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ସେବେଠାରୁ ବିଶ୍ୱବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ ସମସ୍ତ…

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ମଥୁରାକୁ ଦହି ବିକିଗଲେ ଗୋପାଙ୍ଗନା

ବରଗଡ଼ ଅଫିସ,୪।୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା ଦୃଶ୍ୟାଭିନୟ। ଚନ୍ଦ୍ରସେଣାଙ୍କ ସମେତ ଗୋପୀ,ଗୋପାଙ୍ଗନାମାନେ ଯମୁନା(ଜୀରାନଦୀ) ପାରି ହୋଇ ଗୋପପୁର(ଅମ୍ବାପାଲି)ରୁ ମଥୁରାନଗରୀ(ବରଗଡ଼)କୁ ପ୍ରବେଶ କରି…

ଓଜନ କମାଉଛନ୍ତି ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ପାଇଁ ନିଜର ଓଜନ ପ୍ରାୟ ୨୦ କିଲୋ ବୃଦ୍ଧି କରିଥିଲେ। ଏବେ କିନ୍ତୁ ଆଉ କିଛି ସିନ୍‌ର ଶୁଟିଂ ପାଇଁ ତାଙ୍କୁ ଓଜନ…

ଟ୍ରେନ୍‌ରୁ ଖସି ଦାଦନ ଶ୍ରମିକ ମୃତ: ଆର୍ଥତ୍କ ସହାୟତା ଦେବାକୁ ଦାବି

ଭବାନୀପାଟଣା,୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ଯୁଧିଷ୍ଠିର ଗଉଡ (୪୦)ଙ୍କ ଟ୍ରେନ୍‌ରୁ ଖସି ମୃତ୍ୟୁ ଘଟିଛି। ଯୁଧିଷ୍ଠିର ୫ ମାସ ତଳେ କେରଳକୁ କାମ କରିବାକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ତିରଶୁଲ ଓ ପାଲକାଡି ରେଳ ଷ୍ଟେଶନ…

୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ

ଜୟପୁର,୪।୧(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଶ୍ମଶାନରେ ପୋତି ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର…

୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଗୁଡ୍‌ ନ୍ୟୁଜ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର, କରିନା କପୁର ଖାଁ, କିଆରା ଆଡଭାନୀ ଓ ଦିଲ୍‌ଜିତ ଦୋସାଞ୍ଜଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ ଏବେ ୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏବେ ପର୍ଯ୍ୟନ୍ତ ଫିଲ୍ମ ବକ୍ସ ଅଫିସରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri