Home

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ପୋଲିସର ସହାୟତା 

ରତ୍ନଗିରି,୮।୪(ଡି.ଏନ.ଏ): ଯାଜପୁର ଜିଲା ବରୀ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବରୀ ପୋଲିସ ସହଯୋଗର ହାତ ବଢାଇଛି। ବରୀ ଥାନାଧିକାରୀ ମାର୍କଣ୍ଡ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ହୋମଗାର୍ଡ ଦମୟନ୍ତୀ ସେଠୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଖାଦ୍ୟ ଦେବା ସହ ତାଙ୍କ ସେବା…

ବ୍ରହ୍ମବରଦାରେ ୧୨କୁ ବଢ଼ିଲା ଶଟ୍‌ଡାଉନ ଅବଧି

ରସୁଲପୁର,୮।୪(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ଜଣେ ମୌଲବୀ କରୋନା ଆକ୍ରାନ୍ତଭାବେ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଗତ ଶନିବାରଠାରୁ ସୋମବାର ରାତି ୮ଟା ଯାଏଁ ୪୮ ଘଣ୍ଟା ଶଟଡାଉନ କରାଯାଇଥିଲେ ହେଁ ପରେ ଏହି…

୨୫ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ

ରସୁଲପୁର,୮।୪(ଡିଏନଏ): ରସୁଲପୁର ବ୍ଲକ ବ୍ରହ୍ମବରଦାକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଏପ୍ରିଲ ୧୨ ପର୍ଯ୍ୟନ୍ତ ଶଟଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ବ୍ରହ୍ମବରଦା ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି ଅଞ୍ଚଳକୁ ସିଲ କରାଯାଇ…

କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଟିଟିଲାଗଡ଼, ୮।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡସ୍ଥିତ ରାଏମନ ଫାଉଣ୍ଡେସନ ପକ୍ଷରୁ ଟିଟିଲାଗଡ ବ୍ଲକ ଶଗଡଘାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗର କୁଷ୍ଠାଶ୍ରମର ୧୩୦ ଜଣ ଅନ୍ତେବାସୀଙ୍କୁ ବୁଧବାର ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ବିଦେଶୀ ସଂସ୍ଥା ଦ୍ୱାରା ପରିଚାଳିତ ଏହି କୁଷ୍ଠାଶ୍ରମ…

ଗାଁରେ ବୁଲିଲା ଭ୍ରାମ୍ୟମାଣ ପରିବା ଗାଡି

ଟିଟିଲାଗଡ଼, ୮।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ଡୁଙ୍ଗରୁିଗୁଡା ଅନ୍ତର୍ଗତ ସମ୍ବଳ ଶକ୍ତି କୃଷକ ଉପତ୍ାଦକ କମ୍ପାନୀ ଆନୁକୂଲ୍ୟ ତଥା ଆଶା ଅନୁଷ୍ଠାନ କୁରସୁଡଙ୍କ ସହଯୋଗରେ କରୋନା କଟକଣା ସମୟରେ ଲୋକଙ୍କ ପାଇଁ ଭ୍ରାମ୍ୟମାଣ ପନିପରିବା ବିକ୍ରୟ ଆରମ୍ଭ ହୋଇଛି।…

ବଢ଼ିପାରେ ଲକ୍‌ଡାଉନ୍‌ ଅବଧି: ମୋଦି ଦେଲେ ସଙ୍କେତ

ନୂଆଦିଲ୍ଲୀ,୮।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ୨୧ ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାର ଅବଧି ଏପ୍ରିଲ ୧୪କୁ ଶେଷ ହେଉଥିବା…

କାର୍‌ରେ ଜୀବନ ବିତାଉଛନ୍ତି ଏହି ଡାକ୍ତର

ଭୋପାଳ,୮।୪: ସାରା ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ ଓ ସଫେଇ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଏମାନଙ୍କୁ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି। କାରଣ…

ଉତ୍ତରପ୍ରଦେଶରେ ୧୫ଟି ଜିଲାର ହଟ୍‌ସ୍ପଟ୍‌ ହେବ ସିଲ୍‌

ଲକ୍ଷ୍ନୌ,୮।୪: ମହାମାରୀ କରୋନା ସାରା ଦେଶରେ ସଙ୍କଟ ସୃଷ୍ଟି କରିଛି। ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ୫୧୯୪ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୧୪୯ଜଣଙ୍କର ମୃତ୍ୟୁ…

ସଙ୍ଗରୋଧ ଗୃହକୁ ଗଲେ ୧୦ ଟ୍ରକ୍‌ ଚାଳକ

କୁଆଁରମୁଣ୍ଡା,୮।୪ (ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଯମୁନାନାକି ଛକରେ ୨ ଦିନ ଧରି ଅଟକି ରହିଥିବା ଟ୍ରକ୍‌ ଚାଳକମାନଙ୍କୁ ସଙ୍ଗରୋଧ ଗୃହକୁ ପଠା ଯାଇଛି। ସ୍ଥାନୀୟ ପଦ୍ମପୁର ପଞ୍ଚାୟତ ସରପଞ୍ଚ ବିଜୟଲକ୍ଷ୍ମୀ କାଲୋ ଏମାନଙ୍କୁ…

ଅମାନିଆଙ୍କ ପାଇଁ କଠୋର

ସମ୍ବଲପୁର,(ବ୍ୟୁରୋ)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଦେଶକୁ ଲକଡାଉନ କରି କେତେକ କଟକଣା ଘୋଷଣା କରାଯାଇଛି । ହେଲେ କେତେକ ଏହାକୁ ମାନୁ ନାହାନ୍ତି। ଏଣୁ ଜିଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସ ଓ ଜିଲା ପ୍ରଶାସନ କଠୋର ଅଭିମୁଖ୍ୟ…

୨ ଝିଅଙ୍କ ପରେ ପ୍ରଯୋଜକ କରୀମ କରୋନାରେ ଆକ୍ରାନ୍ତ

ମୁମ୍ବାଇ,୮।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ଖେଳାଇଛି। କରୋନା କବଳରୁ ସାଧାରଣଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି ପର୍ଯ୍ୟନ୍ତ କେହି ଏଥିରୁ ବର୍ତ୍ତି ପାରୁନାହାନ୍ତି। ପୂର୍ବରୁ ବଲିଉଡ୍‌ ଗାୟିକା କନିକା କପୁର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ…

ଲକ୍‌ଡାଉନ୍‌ ବେଳେ ମାଲ୍‌ ପରିବହନରେ ବାଧା ନାହିଁ, ବ୍ୟବସାୟୀ ୧୦୦ ଡାଏଲ୍‌ କରିପାରିବେ: ସିପି

ଭୁବନେଶ୍ୱର,୮।୪(ବ୍ୟୁରୋ): ଛୋଟ ବ୍ୟବସାୟୀଙ୍କ ଗାଡ଼ିକୁ ତଳିଆ ପୋଲିସ କର୍ମଚାରୀ ଛାଡ଼ୁ ନ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏ ନେଇ ଏକ ଟୁଇଟ୍‌ କରି ସେ କହିଛନ୍ତି, ଲକ୍‌ଡାଉନ୍‌ ବେଳେ ମାଲ୍‌ ପରିବହନ ପ୍ରସଙ୍ଗରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?