ଏମ୍ସରେ ଆରମ୍ଭ ହେଲା କରୋନା ପରୀକ୍ଷା: ଆର୍ଏମ୍ଆର୍ସି ପରେ ଓଡ଼ିଶାର ଦ୍ୱିତୀୟ ନମୁନା ପରୀକ୍ଷା କେନ୍ଦ୍ର
ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଭୁବନେଶ୍ବର ଏମ୍ସରେ ରାଜ୍ୟର ଦ୍ୱିତୀୟ କରୋନା ଭୂତାଣୁ (କୋଭିଡ-୧୯) ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ବୁଧବାରଠାରୁ ଏଠାରେ ନମୁନା ପରୀକ୍ଷା ହୋଇଛି। ପ୍ରଥମ ଦିନରେ ୩ ନମୁନା ପରୀକ୍ଷା କରାଯାଇଥିଲା। ସମସ୍ତ ରିପୋର୍ଟ…
ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା
ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡ଼ିପି)କୁ ପ୍ରାୟ ୪% ବା ୧୨୦ ବିଲିୟନ ଡଲାର(୯ ଲକ୍ଷ କୋଟି)ର ଝଟକା ଲାଗିବା ନେଇ ଆଶଙ୍କା କରାଯାଉଛି। ଏ…
ନାସିକରେ ଫଶିିଛନ୍ତି ୨୮ ଓଡ଼ିଆ ତୀର୍ଥଯାତ୍ରୀ
ଜଳେଶ୍ୱର,୨୬।୩(ସ୍ବ.ପ୍ର)- ତୀର୍ଥଯାତ୍ରା କରିବାକୁ ଯାଇଥିବା ବାଲେଶ୍ୱର ଜିଲାର ୨୮ଜଣ ଯାତ୍ରୀ ୪ ଦିନ ଧରି ମହାରାଷ୍ଟ୍ରର ନାସିକ ସହରରେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ପରିବାରବର୍ଗ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ବାଲେଶ୍ୱର ଜିଲାପାଳଙ୍କ ଦୃଷ୍ଟି…
୫୦ ଲକ୍ଷ ଟଙ୍କାର ଚାଉଳ ଦାନ କଲେ ଗାଙ୍ଗୁଲି
କୋଲକାତା, ୨୬।୩ (ପି.ଟି.)- ମହାମାରୀ ରୂପ ନେଇ ସାରିଥିବା ପ୍ରାଣଘାତୀ କରୋନା ଭାଇରସ୍ର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ପୁରା ଭାରତକୁ ୨୧ ଦିନ ପାଇଁ ଲକ୍ ଡାଉନ୍ କରିଦେଇଛନ୍ତି। ଏଭଳି ଏକ ଘଡ଼ସନ୍ଧି ମୁହୂର୍ତ୍ତରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହାୟତା ପାଇଁ…
ସବ୍ସିଡିରେ ମିଳିବ ଅତିରିକ୍ତ ୨ କେଜି ଖାଦ୍ୟଶସ୍ୟ
ମୁମ୍ବାଇ,୨୬। ୩: ତାଲାବନ୍ଦ ସମୟରେ ଲୋକଙ୍କୁ ଯେଭଳି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲବ୍ଧ ହୁଏ ସେ ପ୍ରସଙ୍ଗକୁ କେନ୍ଦ୍ର ସରକାର ଧ୍ୟାନରେ ରଖିଛନ୍ତି। ରାଶନ ଦୋକାନଗୁଡିକରେ ଲୋକଙ୍କୁ ୨ କିଲୋ ଅଧିକ ସବ୍ସିଡି ଖାଦ୍ୟଶସ୍ୟ ପ୍ରଦାନ ରହିଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ…
ଖୋଲା ରହିବ ଖାଦ୍ୟଶସ୍ୟ, ଔଷଧ ଦୋକାନ
ମୁମ୍ବାଇ,୨୬। ୩: ଲୋକମାନେ ଭୟଭୀତ ନ ହୋଇ ସାମଗ୍ରୀ କିଣିବାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ନିବେଦନ କରିଛନ୍ତି। ଲକ୍ଡାଉନ ସମୟରେ ଖାଦ୍ୟଶସ୍ୟ, ଔଷଧ ସମେତ ଅତି ଦରକାରୀ ସାମଗ୍ରୀଗୁଡିକର ଦୋକାନ ଖୋଲା ରହିବ ବୋଲି ସେ ସୂଚନା ଦେଇଛନ୍ତି। କଳାବଜାରୀ ଏବଂ…
ଘରେ କ୍ୟାଶ ପହଞ୍ଚାଇବେ ବ୍ୟାଙ୍କ
ମୁମ୍ବାଇ,୨୬। ୩: ଏବେ ବାହାରକୁ ଯିବା ଲାଗି କଟକଣା ଲାଗୁ କରାଯାଇଛି। ଲକ୍ଡାଉନ ଯୋଗୁ ବାହାରକୁ ବାହାରିବାକୁ ଅସୁବିଧା ହେଉ ଥିବାରୁ ନଗଦ ଲାଗି ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଏଟିଏମ୍କୁ କ୍ୟାଶ ଆଣିବା ଲାଗି କୌଣସି କଟକଣା ନ ଥିବା…
କରୋନା ମୁକାବିଲା: ଏମଏଲଏ ଲ୍ୟାଡ ଜିଲାପାଳଙ୍କୁ ଦେଲେ ବିଧାୟକ
ଦାରିଙ୍ଗବାଡି,୨୫ା୩(ଡି.ଏନ୍.ଏ.)-କରୋନା ମୁକାବିଲା ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବୁଧବାର ୨୦୨୦-୨୧ ଆର୍ଥିକ ବର୍ଷର ଏମଏଲଏ ଲ୍ୟାଡ ଜିଲା ପ୍ରଶାସନକୁ ଦେଇଛନ୍ତି। ଜିଲା ପ୍ରଶାସନ ନିଜ କ୍ଷମତାରେ ଏହାକୁ ଖର୍ଚ୍ଚ କରିବାକୁ ଜିଲାପାଳ ଡ.ବୃନ୍ଦା ଡି.ଙ୍କୁ ବିଧାୟକ ଚିଠି ମାଧ୍ୟମରେ…
ଲକ୍ଡାଉନ୍କୁ ସମସ୍ତେ ମାନିଲେ
ଫୁଲବାଣୀ ଅଫିସ, ୨୫ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍ଡାଉନ୍ କରାଯାଇଛି। କନ୍ଧମାଳ ଜିଲାରେ ଲକ୍ଡାଉନ୍ର ପ୍ରଭାବ ଦେଖିବାକୁ ମିଳିଛି ଧାର୍ଯ୍ୟ ହୋଇଥିବା…
ଭିଡିଓ କଲ୍ରେ ବାହାଘର
ପାଟନା, ୨୫।୩: କୋଭିଡ୍-୧୯ ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୫ଶହ ଟପିଥିବା ବେଳେ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସକୁ ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ବିହାରରେ ଏକ ମୁସଲମାନ ଦମ୍ପତିଙ୍କ ବାହାଘର (ନିକାହ) ବେଳର ଭିଡିଓ…
ପୁଅ ବିଦେଶରୁ ଫେରିଥିବା ସୂଚନା ଦେଇ ନ ଥିବାରୁ ଡିଏସ୍ପିଙ୍କ ନାଁରେ ଏତଲା
ହାଇଦ୍ରାବାଦ,୨୫।୩: ସାରା ବିଶ୍ୱରେ କରୋନା ଭାଇରସ୍ର ପ୍ରକୋପ ଜାରି ରହିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। କିନ୍ତୁ…
ମାନୁ ନାହାନ୍ତି କଟକଣା: ପେଟ୍ରୋଲ ଟାଙ୍କିରେ ଭତ୍ତା ବଣ୍ଟନ
ପୁରୀ ଅଫିସ,୨୫ା୩: ମହାମାରୀ କରୋନାକୁ ନେଇ ଏବେ ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ପ୍ରାଣଘାତୀ ଭୂତାଣୁ ବିଭିନ୍ନ ଦେଶକୁ ଡେଇଁ ଚାଲିଥିବାବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିିଛି। ଏହି ଭୂତାଣୁର କୌଣସି ଔଷଧ ବାହାରି ନ ଥିବାରୁ ଏହା କବଳରୁ…
Archives


