ଠେଙ୍ଗା ଧରି ଗାଁ ମୁଣ୍ଡରେ ପହରା
କେନ୍ଦ୍ରାପଡା ଅଫିସ, ୨୮ା୩: କେନ୍ଦ୍ରାପଡା ଜିଲାର ବହୁ ପାଣି ପାଇପ୍ ମିସ୍ତ୍ରି ଦେଶବିଦେଶରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଦେଶରୁ ୫୦୮ ଓ ରାଜ୍ୟ ବାହାରୁ ୫୭୪୯ ଜଣ ଘରକୁ ଫେରିଛନ୍ତି। ବିଦେଶାଗତ ଏହି ଲୋକମାନେ ଗ୍ରାମରେ ବୁଲାବୁଲି…
ଦଶପଲ୍ଲାରୁ ଗଲା ରଥକାଠ
ଦଶପଲ୍ଲା,୨୮ା୩(ଡି.ଏନ.ଏ.): ପୁରୀରେ ବିଶ୍ୱପ୍ରସିଦ୍ଧ ରଥ ନିର୍ମାଣ ନିମନ୍ତେ ଶୁକ୍ରବାର ଦଶପଲ୍ଲା ବନାଞ୍ଚଳରୁ ୨୩ଖଣ୍ଡ କାଠ ଟ୍ରକ୍ ଯୋଗେ କଟକ ଖପୁରିଆସ୍ଥିତ ସ’ମିଲ୍କୁ ପଠାଯାଇଛି। ଏହି କାଠ ମଧ୍ୟରେ ୨୦ଫୁଟିଆ ଅସନ ୧୧, ୧୨ଫୁଟିଆ ଅସନ ୭, ଧଉରା ୧୨ଫୁଟିଆ ୩, ୧୪ଫୁଟିଆ…
ବାପାଙ୍କୁ ଘରେ ଲୁଚାଇଥିବା ନେଇ ପୁଅଙ୍କୁ ମାଡ଼
ନୟାଗଡ଼ ଅଫିସ/ ରଣପୁର,୨୮ା୩(ସ୍ବ.ପ୍ର.): ବାପା କେରଳରେ ଫସିଛନ୍ତି। ଏପରିସ୍ଥଳେ ଘରେ ଲୁଚାଇଥିବା ନେଇ ଗଁ।ର କିଛି ଲୋକଙ୍କ ଅକ୍ରୋଶର ଶିକାର ହୋଇ ମାଡ ଖାଇଛନ୍ତି ପୁଅ, ମା’ଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ। ଏଭଳି ଘଟଣା ଶୁକ୍ରବାର ନୟାଗଡ ଜିଲା ରଣପୁର…
ଲକ୍ଡାଉନ୍ରେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ହାତ ଯୋଡ଼ିଲେ ଟ୍ରାଫିକ୍ ପୋଲିସ
ବିଜୟଓ୍ବାଡ଼ା,୨୮।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରସ୍ଥଳେ ଲୋକେ ସରକାରଙ୍କ ନିର୍ଦ୍ଦେଶ ବେ ଖାତିର କରି ଘରେ ନ ରହି ବାହାରକୁ ବାହାରୁଛନ୍ତି। ଏନେଇ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାରେ ଟ୍ରାଫିକ…
କରୋନା ପଜିଟିଭ ଗୁଜବ କରି ୪ ଗିରଫ
ଜଗତ୍ସିଂହପୁର ଅଫିସ/ଏରସମା,୨୮ା୩(ସ୍ବ.ପ୍ର.): କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ହ୍ବାଟ୍ସଆପ୍ରେ ଗୁଜବ କରି ଗିରଫ ହୋଇଛନ୍ତି ଜଗତ୍ସିଂହପୁର ଜିଲା ଏରସମା ବ୍ଲକ ଅଞ୍ଚଳର ୪ଜଣ। ସେମାନେ ହେଲେ ଏରସମା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପଏଦା ଗ୍ରାମର ମାନସ ରଞ୍ଜନ ସେଠୀ,…
ସପ୍ତାହକୁ ଥରେ ବସିବ ହାଟ
ରଘୁନାଥପୁର,୨୮ା୩(ଡି.ଏନ.ଏ.): ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଲକ୍ଡାଉନକୁ ଅନେକେ ମାନୁ ନ ଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ କଠୋର ହୋଇଛି। ବ୍ଲକ ଅଧୀନ ରଘୁନାଥପୁର, ରେଢୁଆ ଓ ଜଇପୁର ହାଟରେ ଲୋକଙ୍କ ଗହଳି ହେଉଥିବାରୁ ଏହାକୁ ସପ୍ତାହରେ ୨…
ଆଜିଠୁ ଉଡ଼ିବ କାର୍ଗୋ ବିମାନ
ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶନିବାରଠାରୁ ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏକ ସ୍ବତନ୍ତ୍ର ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଏବଂ…
୪୫ ବର୍ଷରେ ଅକ୍ଷୟ ଖାନ୍ନା: ଚାହୁଁଥିଲେ କରିଶ୍ମା କପୁରଙ୍କୁ ବିବାହ କରିବାକୁ;ବାଧା ଦେଇଥିଲେ ବବିତା
ମୁମ୍ବାଇ: ବଲିଉଡ୍ର ରୋମାଣ୍ଟିକ୍ ଅଭିନେତା ଅକ୍ଷୟ ଖାନ୍ନା ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ବିନୋଦ ଖାନ୍ନା ବଲିଉଡ୍ରେ ଥିବାରୁ ଅକ୍ଷୟଙ୍କର ମଧ୍ୟ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହଥିଲା। ୧୯୯୭ରେ…
ଦୁଇ ହୋଲ୍ସେଲରଙ୍କ ନାମରେ ମାମଲା
ଯାଜପୁର ଅଫିସ,୨୮ା୩: ଯାଜପୁର ସହରର ବିରଜାହାଟ ନିକଟରେ ଥିବା ଦୁଇ ହୋଲ୍ସେଲରଙ୍କ ନାମରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲାପାଳଙ୍କ କୋର୍ଟରେ ମାମଲା ରୁଜୁ ହୋଇଛି। ହୋଲ୍ସେଲର ଦୁଇଜଣ ହେଲେ ସଞ୍ଜୟ ସାହୁ ଓ ଧନେଶ୍ୱର ସାହୁ। ଏସମ୍ପର୍କରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ…
ନହକା ଛକକୁ ପରିବା ବଜାର ସ୍ଥାନାନ୍ତର
ଯାଜପୁର ଅଫିସ,୨୮ା୩: ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ଗ୍ରୀନ୍ ମାର୍କେଟସ୍ଥିତ ପରିବା ବଜାରରେ ଆବଶ୍ୟକ ସ୍ଥାନ ଅଭାବରୁ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହି ପାରୁ ନ ଥିଲା। ଫଳରେ ଏଠାରେ କରୋନା ସଂକ୍ରମଣର ଆଶଙ୍କା କରି ସହରର…
ଶ୍ରୀମନ୍ଦିରରେ ଦେଖିବାକୁ ମିଳୁନାହାନ୍ତି ମାଙ୍କଡ଼
ପୁରୀ ଅଫିସ,୨୮ା୩: ଶ୍ରୀମନ୍ଦିର ଯଦି ଆସିଛନ୍ତି ନିଶ୍ଚିତ ବହୁ ସଂଖ୍ୟାରେ ମାଙ୍କଡ଼ ଦେଖିଥିବେ। ବେଢା ପରିସରସ୍ଥ ବିଭିନ୍ନ ମନ୍ଦିର ଉପରେ ହେଉ ଅବା ଗଛରୁ ଗଛ ଏମାନେ ଡିଅଁ। ମାରୁଥାନ୍ତି। କେତେବେଳେ ଭକ୍ତଙ୍କ ହାତରୁ ଭୋଗ ପୁଡ଼ିଆ ଝାମ୍ପି ନିଅନ୍ତି ତ…
ବିଧାନସଭା ଡିସ୍ପେନ୍ସାରି ମେଡିକାଲ ଅଫିସର ନିଲମ୍ବିତ
ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ତୃତୀୟ କରୋନା ଭୂତାଣୁ (କୋଭିଡ-୧୯) ରୋଗୀ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ବିଧାନସଭା ଜୋନାଲ ଡିସପେନ୍ସାରି ମେଡିକାଲ ଅଫିସର ଲଳିତ ବେହେରାଙ୍କୁ ଶୁକ୍ରବାର ଚାକିରିରୁ ନିଲମ୍ବିତ କରିଛନ୍ତି। ତେବେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ହେଡ୍ କ୍ୱାର୍ଟର…
Archives


