ବରଦାନ ସାବ୍ୟସ୍ତ ହୋଇପାରେ ଆଣ୍ଟିବଡିଜ୍
ନ୍ୟୁୟର୍କ: କରୋନା ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କ ବ୍ଲଡ୍ ପ୍ଲାଜ୍ମା କ’ଣ ଏହି ମହାମାରୀ ସହ ଲଢ଼ିବାରେ ସହାୟକ ହେବ? କରୋନାର ଭୟାବହତା ଆଗରେ ବିଶ୍ୱବାସୀ ଅସହାୟ ହୋଇପଡ଼ିଥିବାବେଳେ ଏପରି ଏକ ପ୍ରଶ୍ନ ଏବେ ଦେଖାଇଛି ଆଶାର କିରଣ। ନ୍ୟୁୟର୍କର…
ଗୃହପାଳିତ, ବୁଲା ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ସମ୍ବଲପୁର, ୨୮।୩ (ବ୍ୟୁରୋ)-ଗୃହପାଳିତ ପଶୁପକ୍ଷୀ ଯଥା ଗାଈ, ଗୋରୁ, କୁକୁର, ପାରା, ବିଲେଇ, ଶୁଆଙ୍କ ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । ଜିଲା ପ୍ରାଣୀଧନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଏକ ହ୍ବାଟ୍ଅପ୍ ନମ୍ବର ରହିଛି । ଗୃହପାଳିତ ପଶୁ…
‘ଏବେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା’
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରେ ତୃତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଗୋଷ୍ଠୀ ବା ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଆଗରୁ କେବଳ ବିଦେଶରୁ ଆସୁଥିବା ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହେଉଥିଲେ। କିନ୍ତୁ ଏବେ ଦିଲ୍ଲୀ, ହରିୟାଣାରୁ ଫେରୁଥିବା ବ୍ୟକ୍ତି…
ଦୈନିକ ୪ ଘଣ୍ଟା ଖୋଲିବ ସବୁ ଆର୍ଟିଓ
ଭୁବନେଶ୍ୱର, ୨୮ା୩(ବ୍ୟୁରୋ): ଲକ୍ଡାଉନ ସମୟରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ) ଦୈନିକ ୪ ଘଣ୍ଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜ୍ୟରେ ୩ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମଧ୍ୟ ଖୋଲାଯିବ। ଖୋର୍ଦ୍ଧା, ବଡ଼ବିଲ ଏବଂ ରାଇରଙ୍ଗପୁରର…
ଲୋକଙ୍କ ଘରେ ଜିନିଷ ପହଞ୍ଚାଇବ ହୋମ୍ଭେରି ପୋର୍ଟାଲ
ସମ୍ବଲପୁର,୨୮।୩(ବ୍ୟୁରୋ)-ଲକ୍ଡାଉନ ଘୋଷଣା ହେବା ପରେ ସମ୍ବଲପୁର ଜିଲାରେ ଦୋକାନ ବଜାରଗୁଡିକ ବନ୍ଦ ରହିଛି। ମହାନଗର ନିଗମ ପକ୍ଷରୁ ଶୁକ୍ରବାରଠାରୁ କିରାନା ସାମଗ୍ରୀ ଏବଂ ଔଷଧ ହୋମ ଡେଲିଭରି ଆରମ୍ଭ ହୋଇଛି । ହୋମଭେରି ନାମରେ ଏକ ପୋର୍ଟାଲ ପ୍ରଶାସନ ପକ୍ଷରୁ ଆରମ୍ଭ…
ଜୟଦେବ ଦାସଙ୍କ ଦେହାନ୍ତ
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ପ୍ରତିଷ୍ଠିତ ଓଡ଼ିଆ ଫିଲ୍ମ, ଟେଲିଭିଜନ, ରେଡିଓ ଓ ମଞ୍ଚ କଳାକାର ଜୟଦେବ ଦାସ ଆଉ ନାହାନ୍ତି। ଶୁକ୍ରବାର ଭୋର୍ ୪ଟାରେ କଟକସ୍ଥିତ ଏସ୍ସିବି ମେଡିକାଲରେ ସେ ଚିରଦିନ ପାଇଁ ଆଖି ବୁଜିଛନ୍ତି। ତାଙ୍କୁ ୬୦ବର୍ଷ ହୋଇଥିଲା। ସେ ଅସୁସ୍ଥ ହୋଇ…
୩ୟ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ଚିନ୍ତା
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଓଡ଼ିଶାରେ ୩ୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱରର ହୋଇଥିବାବେଳେ ସେ ସର୍ବାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ସେମାନେ ହେଲେ ପରିବାର ସଦସ୍ୟ, ସମ୍ପର୍କୀୟ, ବିମାନ…
କୋଟିଏ ଲୋକଙ୍କ ପିଛା ଉତ୍ତରାଖଣ୍ଡରେ ୩୦୮ ଭେଣ୍ଟିଲେଟର
ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ ସଂକ୍ରମଣ ଦ୍ୱିତୀୟ ଷ୍ଟେଜ୍ରେ ରହିଥିବାବେଳେ ତୃତୀୟ ଷ୍ଟେଜ୍କୁ ଯିବାର ଆଶଙ୍କା ଦେଖାଦେଇଛି। ତେବେ ସଂକ୍ରମିତଙ୍କୁ…
ଲକ୍ଡାଉନ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡନୀୟ ଦଫା
ଭୁବନେଶ୍ୱର, ୨୮ା୩: ସମ୍ପ୍ରତି ସାରା ଦେଶରେ ୨୧ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଯଦି କୌଣସି ଜରୁରୀ କାମ ନ ପଡ଼େ ତେବେ ବାହାରକୁ ନ ଆସି ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶକୁ ଖାମଖିଆଲି ଭାବେ…
ତାମିଲନାଡୁରେ ଫସି ରହିଛନ୍ତି ୨୫ରୁ ଅଧିକ ଯୁବତୀ
ସମ୍ବଲପୁର, ୨୮।୩ (ବ୍ୟୁରୋ):ସମ୍ବଲପୁରର ଜିଲାର କୁଚିଣ୍ଡା, ଜମନକିରା, ଯୁଯୁମୁରା ଓ ବଲାଙ୍ଗୀର ଜିଲାର ପ୍ରାୟ ୨୫ଜଣ ଯୁବତୀ ତାମିଲନାଡୁରେ ଫସି ରହିଛନ୍ତି । ଲକ୍ ଡାଉନ ଯୋଗୁ ସେମାନେ ଘରକୁ ଫେରି ପାରୁନାହାନ୍ତି । ଅନ୍ୟପଟେ ସେଠାରେ କାମ ବନ୍ଦ ହୋଇଯିବାରୁ…
କରୋନା ସଂକ୍ରମଣରେ ୨୭ ହଜାର ୩୬୫ ମୃତ: ଇଟାଲି-ସ୍ପେନ୍-ଫ୍ରାନ୍ସ୍ରେ ଗଡ଼ିଲାଣି ୧୬,୨୬୭ ମୁଣ୍ଡ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ ସୃଷ୍ଟି କରିଛି କୋକୁଆ ଭୟ । ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୭ ହଜାର ୩୬୫ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଇଟାଲି-ସ୍ପେନ୍-ଫ୍ରାନ୍ସ୍ରେ ୧୬,୨୬୭ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର…
ଜୀବନ ଯୁଦ୍ଧରେ ହାରିଗଲେ କରୋନା ସହ ଲଢୁଥିବା ୪୫ ଡାକ୍ତର
ରୋମ,୨୮।୩: କରୋନା ମହାମାରୀ ଏବେ ଇଟାଲୀରେ କାୟା ବିସ୍ତାର କରିଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ଇଟାଲୀରେ ଏବେ ମୃତକଙ୍କ ସଂଖ୍ୟା ୯ ହଜାର ଅତିକ୍ରମ କରିଥିବା ବେଳେ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର…
Archives


