Home

ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଚାଷୀଙ୍କ ସହାୟତା

ନୂଆଗାଁ, ୨୨।୪ (ଡି.ଏନ.ଏ.)-ବୁଧବାର ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା ଗ୍ରାମର ଚାଷୀ ବାସୁଦେବ ସାହୁ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୫ ହଜାର ୫୫୫ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ରାଉରକେଲା ଅତିରିକ୍ତ ଜିଲାପାଳ…

କରୋନା ସର୍ଭେବେଳେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ

ଅମରପାଲି, ୨୨ା୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରାମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀଙ୍କର କରୋନା ସର୍ଭେ ବେଳେ ବୁଧବାର ମୃତ୍ୟୁ ଘଟିଛି। ମୃତ ଅଙ୍ଗନଓ୍ବାଡି କର୍ମୀ ହେଲେ ଖଣ୍ଡହତା ଗଁାର କିଶୋରୀ ଥାଟି (୫୬)। ସୂଚନା ଅନୁସାରେ…

ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସରପଞ୍ଚ

ଲାଠୋର, ୨୨।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସ୍ବର୍ଗତ ଦୁର୍ଯ୍ୟୋଧନ ମେହେରଙ୍କ ପରିବାରକୁ ସ୍ଥାନୀୟ ସରପଞ୍ଚ ପ୍ରବୀଣ ଅଗ୍ରଓ୍ବାଲ ସହଯୋଗର ହାତ ବଢାଇଛନ୍ତି। ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ପାଟଣାଗଡ ହସ୍‌ପିଟାଲରେ…

ସେଲ୍ଫ ଆଇସୋଲେଶନ୍‌ରେ ଇମ୍ରାନ

ଇସ୍‌ଲାମାବାଦ୍‌,୨୨।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ଭାଇରସ୍‌ ଯାଞ୍ଚ କରାଇବା ପରେ ସେଲ୍ଫ ଆଇସୋଲେଶନ୍‌ରେ ଯାଇଥିବା ଜଣାପଡ଼ିଛି। କିଛି ଦିନ ତଳେ ସେ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ପରେ ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ…

କୋଭିଡ୍‌-୧୯: ବିଶ୍ୱକପ୍‌ ବ୍ୟାଟ୍‌ ନିଲାମ କରିବେ ଶକିବ

ଢାକା,୨୨।୪(ପି.ଟି.): କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ବାଂଲାଦେଶ ତାରକା ଅଲରାଉଣ୍ଡର ଶକିବ୍‌ ଅଲ ହାସନ ଆଗକୁ ବାହାରିଛନ୍ତି। ଅର୍ଥ ସଂଗ୍ରହ ପାଇଁ ସେ ୨୦୧୯ ବିଶ୍ୱକପ୍‌ରେ ବ୍ୟବହାର ବ୍ୟାଟ୍‌ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଲାମରୁ ସଂଗ୍ରହ କରାଯାଇଥିବା ପାଣ୍ଠି…

କୋଚ୍‌ ଏଲ୍‌କୋଙ୍କଠାରୁ ଅଲଗା ହେଲା କେରଳ ବ୍ଲାଷ୍ଟର

ନୂଆଦିଲ୍ଲୀ,୨୨।୪ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ କେରଳ ବ୍ଲାଷ୍ଟର୍ସ ହେଡ୍‌ କୋଚ୍‌ ଏଲ୍‌କୋ ସ୍କାଟୋରୀଙ୍କଠାରୁ ଅଲଗା ହୋଇଛି। ଏ ସଂକ୍ରାନ୍ତରେ କେରଳ ବୁଧବାର ଘୋଷଣା କରିଛି। ନେଦରଲାଣ୍ଡ୍ସର ସ୍କାଟୋରୀ କେରଳର କୋଚି ସହର ପର୍ଯ୍ୟବସିତ ଆଇଏସ୍‌ଏଲ୍‌ ଦଳ କେରଳର…

ସିନ୍ଧୁ ‘ଆଇ ଆମ୍‌ ବ୍ୟାଡମିଣ୍ଟନ’ ଅଭିଯାନର ଆମ୍ବାସାଡର

ନୂଆଦିଲ୍ଲୀ,୨୨।୪ (ପି.ଟି.): ବିଶ୍ୱ ବ୍ୟାଡ୍‌ମିଣ୍ଟନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ‘ଆଇ ଆମ ବ୍ୟାଡମିଣ୍ଟନ’ ସଚେତନତା ଅଭିଯାନ ଆରମ୍ଭ କରିଛି। ବିଡବ୍ଳ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁଙ୍କୁ ଏହି ଅଭିଯାନର ଅନ୍ୟତମ ଆମ୍ପାସାଡର ନିଯୁକ୍ତ କରିଛି। ଏହି…

କ୍ରିକେଟରୁ ଦୂରେଇ ରହିବା କଷ୍ଟକର: ପୃଥ୍ବୀ ଶ

ନୂଆଦିଲ୍ଲୀ,୨୨।୪ (ପି.ଟି.): କ୍ରିକେଟରୁ ଦୂରେଇ ରହିବା ଅତ୍ୟାଚାର ସଦୃଶ ବୋଲି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ କହିଛନ୍ତି। ଡୋପିଂ ବ୍ୟାନ୍‌ ଓ ଇଞ୍ଜୁରି କାରଣରୁ ସେ ବହୁଦିନ ଖେଳରୁ ଦୂରେଇ ରହିଥିଲେ। ଏହା ନିଶ୍ଚିତ ଭାବେ କଷ୍ଟକର। ତେବେ ଏହା…

ମଦ ଦୋକାନ ସିଲ୍‌ କେବଳ ଲୋକ ଦେଖାଣିଆ

ସମ୍ବଲପୁର,୨୨ା୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ ତାରିଖଠାରୁ ଦୋକାନ ବଜାର ବନ୍ଦ ରହିଛି । ବିଦେଶୀ ମଦ ଦୋକାନ ଓ ବାର, ଦେଶୀ ମଦଭାଟି ଗୁଡିକ ମଧ୍ୟ ସିଲ୍‌ କରାଯାଇଛି ।…

ଅଲିମ୍ପିକ୍‌ ଷ୍ଟାଫ୍‌ ମେମ୍ବର କରୋନା ଭାଇରସ ପଜିଟିଭ

ଟୋକିଓ,୨୨।୪ (ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ଜଣେ ଷ୍ଟାଫ୍‌ ସଦସ୍ୟ କରୋନା ଭାଇରସ ପଜିଟିଭ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଟୋକିଓ ଆୟୋଜକଙ୍କ ତରଫରୁ ବୁଧବାର ଏକ ବିବୃତିରେ କୁହାଯାଇଛି। ପାଖାପାଖି ୩୦ ବର୍ଷ ବୟସ୍କ ଜଣେ ପୁରୁଷ ସଦସ୍ୟ…

ଲକ୍‌ଡାଉନ୍‌ ପରେ ବିନା ରେଜିଷ୍ଟ୍ରେଶନରେ ଓଡ଼ିଶା ମନା: ଫେରିବା ପାଇଁ ୨୪ରୁ କରିପାରିବେ ରେଜିଷ୍ଟ୍ରେଶନ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ଖୋଲିବା ପରେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ରାଜ୍ୟକୁ ଫେରିବେ। ଆକଳନ ଅନୁଯାୟୀ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ ଆସିବାର ସମ୍ଭାବନା ରହିଛି। ତେବେ ସେମାନେ କିଭଳି ଆସିପାରିବେ ସେନେଇ ପଞ୍ଚାୟତିରାଜ ସଚିବ ବିସ୍ତୁତ…

ରାମାୟଣରେ ଦଶରଥ, କୌଶଲ୍ୟାଙ୍କ ଭୂମିକାରେ ଅଭିନୟ କରିଥିଲେ ଏହି ଯୋଡ଼ି, ବାସ୍ତବ ଜୀବନରେ ସ୍ବାମୀ-ସ୍ତ୍ରୀ

ମୁମ୍ବାଇ: ୩୩ ବର୍ଷ ପରେ ପୁଣି ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପ୍ରସାରିତ ହେଉଛି। ଏଥିରେ ଅଭିନୟ କରିଥିବା ଏକ ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଦଶରଥ ଏବଂ କୌଶଲ୍ୟାଙ୍କ କଥା କହୁଛୁ। ରାମାୟଣରେ ଦଶରଥ ଭୂମିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?