୩ ଦିନ ଯାଏ ଲାଗି ରହିବ ବର୍ଷା: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ; ଘଡ଼ଘଡ଼ି ସହ ୩୦ କିମି ବେଗରେ ବହିପାରେ ପବନ
ଭୁବନେଶ୍ୱର,୬।୩(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୩ ଦିନ ଯାଏ ବର୍ଷା ଲାଗି ରହିବ। ଶୁକ୍ରବାର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼,…
ଇନ୍ଷ୍ଟାଗ୍ରାମରେ କରୀନାଙ୍କ ନୂଆ ଲୁକ୍, ୨୪ ଘଣ୍ଟାରେ ୪୦ ଲକ୍ଷରୁ ଅଧିକ ଫଲୋଅର୍ସ
ମୁମ୍ବାଇ: ସୋସିଆଲ ପ୍ଲାଟ୍ଫର୍ମରୁ ଦୂରେଇ ରହୁଥିବା କରୀନା କପୁର ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। କରୀନା ତାଙ୍କ ପ୍ରୋଫାଇଲ୍ରେ ପିଲାଦିନର ଏକ ଫଟୋ ରଖିଥିଲେ। ମାତ୍ର ଗୋଟିଏ ଦିନ ପୂର୍ବରୁ ଏହାକୁ…
ବୁଲି ଯାଇଥିଲେ ମାଲେସିଆ, କରୋନା ଭୟରେ ଝାରସୁଗୁଡ଼ା ଚିକିତ୍ସାଳୟ ଆସିଲେ ଯୁବକ
ଝାରସୁଗୁଡା ଅଫିସ,୬।୩- କରୋନା ସଂକ୍ରମଣ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମହାମାରୀ ସାଜିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଏହି କ୍ରମରେ ଶୁକ୍ରବାର ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ଜଣେ ଯୁବକ କରୋନା ସଂକ୍ରମିତ…
ମୋଦିଙ୍କ ଚିନ୍ତାଧାରା ଦେଶର ଅର୍ଥନୀତିକୁ ବିଗାଡି ଦେଇଛି: ରାହୁଲ
ନୂଆଦିଲ୍ଲୀ,୬।୩: ଦେଶରେ ୟେସ୍ ବ୍ୟାଙ୍କରେ ଦେଖାଦେଇଥିବା ସଙ୍କଟକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ଏହି ପ୍ରସଙ୍ଗରେ ରାହୁଲ ଟୁଇଟ୍ କରି କହିଛନ୍ତି ମୋଦିଙ୍କ ଚିନ୍ତାଧାରା ଯୋଗୁ ଆଜି ଦେଶର ଅର୍ଥନୀତି…
କରୋନା ଭୟରେ ଶୁଟିଂ ବନ୍ଦକଲେ ସଲମାନ
ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତାରେ। ବଲିଉଡ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ କଳାକାର ଅନ୍ୟ ସ୍ଥାନକୁ ଯିବା ବନ୍ଦ କରିଦେଇଛନ୍ତି। ସଲମାନ୍ ଖାନ୍ ମଧ୍ୟ କରୋନା ଭୟରେ ନିଜ ଶୁଟିଂ ବନ୍ଦ କରିଛନ୍ତି।…
୨ ବର୍ଷ ଧରି ପ୍ଲାଷ୍ଟିକ୍ ଗଛରେ ଦେଉଥିଲେ ପାଣି
କେତେକ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଗୋର୍ଡେନିଂ କରିବାକୁ ବହୁତ ଭଲ ଲାଗେ। ବିଭିନ୍ନ ପ୍ରକାରର ଗଛ ଲଗାଇବା ସହ ସେମାନଙ୍କର ଉଚିତ ଧ୍ୟାନ ନେବା ଯେପରି ତାଙ୍କର ପ୍ରଥମ କର୍ତ୍ତବ୍ୟ। ଜଳବାୟୁ ପରିବର୍ତ୍ତନ ଯୋଗୁ ବଢ଼ୁଥିବା ପ୍ରଦ୍ୟୁଷଣ ପାଇଁ ବର୍ତ୍ତମାନ ଲୋକେ…
ଅତ୍ୟଧିକ ଆଚାର ଖାଇବା ପୁରୁଷଙ୍କ ପାଇଁ ହାନିକାରକ, ଜାଣନ୍ତୁ କାରଣ
ଆଚାର ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି। କାରଣ ଖାଇବା ସମୟରେ ଆଚାର ଟିକେ ଥିଲେ ଖାଦ୍ୟର ସ୍ବାଦ ଯେପରି ଦୁଇଗୁଣ ବଢ଼ିଯାଇଥାଏ। ଆଚାର ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ। ତେଣଉ ଅତ୍ୟଧିକ ଆଚାର ଖାଇବା…
ମହାରାଷ୍ଟ୍ରର ସବୁ ଜିଲାରେ ହେବ ମହିଳା ପୋଲିସ ଷ୍ଟେଶନ: ଅଜିତ ପାଓ୍ବାର
ମୁମ୍ବାଇ,୬।୩: ମହାରାଷ୍ଟ୍ରର ଶିବସେନା ମେଣ୍ଟ ସରକାର ଏବେ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବା ଆରମ୍ଭ କରିଥିବା ଆଲୋଚନା ହେଉଛି। ଶୁକ୍ରବାର ବିଧାନସଭାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଗୋଟିଏ ବଡ କଥା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି ଏବେ ମହାରାଷ୍ଟ୍ରର ସମସ୍ତ…
କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ
ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ(ଆଇଫା) ଆଓ୍ବାର୍ଡକୁ ସ୍ଥଗିତ ରଖାଯାଇଛି। ଦେଶରେ କରୋନା ଭାଇରସକୁ ଦେଖି ମହାରାଷ୍ଟ୍ର ସରକାରଙ୍କ ସହ…
ମହାରାଷ୍ଟ୍ରରେ ଚାଷୀଙ୍କ ପାଇଁ ଖୁସି ଖବର: ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଛାଡ କଲେ ସରକାର
ମୁମ୍ବାଇ,୬।୩: ମହାରାଷ୍ଟ୍ର ବିଧାନସଭାରେ ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ଶାସନ କ୍ଷମତା ହାତେଇଥିବା ଶିବସେନାର ଏହା ପ୍ରଥମ ବଜେଟ। ଗୃହରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଅଜିତ ପାଓ୍ବାର ଚଳିତ ବର୍ଷର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଉକ୍ତ…
ରିଲିଜ୍ ହେଲା ‘ଅଂଗ୍ରେଜୀ ମିଡିୟମ୍’ର ଗୀତ ‘କୁଡି ନୁ ନଚାନେ ଦେ’: ଏଥିରେ ସମସ୍ତ ଅଭିନେତ୍ରୀଙ୍କୁ ପ୍ରଶଂସା କଲେ ଅମିତାଭ୍
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍। ଏହା ମାଧ୍ୟମରେ ସେ ବଲିଉଡ୍ ଫିଲ୍ମ, ଗୀତ ଏବଂ କଳାକାରଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି। ଏବେ ସେ ଅଭିନେତ୍ରୀଙ୍କ ପ୍ରଶଂସା କରିଛନ୍ତି। ନିକଟରେ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍’ର ଏକ ଗୀତ…
କରୋନା ଭାଇରସ: ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୧
ନୂଆଦିଲ୍ଲୀ,୬।୩: କରୋନା ଭାଇରସ ଏବେ ଦେଶରେ କୋକୁଆ ଭୟ ସୃଷ୍ଟି କରିଛି। ଦିଲ୍ଲୀରେ ଶୁକ୍ରବାର ଆଉ ଜଣେ ପଜିଟିଭ ମିଳିବା ପରେ ଏବେ ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୧ରେ। ଏଥିରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ…
Archives


