Home

ଚକୁଳି ପଞ୍ଚାୟତରେ ସାମାଜିକ ଦୂରତ୍ୱ ରକ୍ଷା କରି ପିଡିଏସ୍‌ ସାମଗ୍ରୀ ବଣ୍ଟନ

ସରଣ୍ଡା,୬ା୪(ଡି.ଏନ୍‌.ଏ.): ସମଗ୍ର ବିଶ୍ୱରେ କାରୋନା ସଂକ୍ରମଣକୁ ନେଇ ଆଶଙ୍କା ବଢ଼ିଚାଲିଛି। ଏଥିପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କ ଘରକୁ ପିଡିଏସ ଚାଉଳ ଯୋଗାଣ ପାଇଁ କହିଥିବା ବେଳେ ସ୍ଥାନୀୟ ଚକୁଳି ପଞ୍ଚାୟତରେ ଦିନକୁ ୪୦/୫୦ ଜଣ ହିତାଧିକାରୀଙ୍କୁ ସାମାଜିକ ଦୂରତ୍ୱ ରଖି ପିଡିଏସ…

ଦେଶରେ ୧୨ ଘଣ୍ଟାରେ ଚିହ୍ନଟ ହେଲେ ୪୯୦ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୬ ।୪: ଦେଶରେ ଗତ ୧୨ ଘଣ୍ଟା ମଧ୍ୟରେ ୪୯୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୬୭ ହୋଇଛି ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।…

କ୍ରୋମାଇଟ୍‌ ପରିବହନକୁ ବନ୍ଦ କଲେ ଗ୍ରାମବାସୀ

କାଳିଆପାଣି,୬ା୪(ଡି.ଏନ୍‌.ଏ.) : ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରୁ କ୍ରୋମାଇଟ ପରିବହନକୁ ସ୍ଥାନୀୟ ଗ୍ରାମବାସୀ ସୋମବାର ସକାଳେ ବନ୍ଦ କରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ଓଏମ୍‌ସି ପରିବହନକୁ ଆଜି ସକାଳୁ ସ୍ଥାନୀୟ ଗ୍ରାମବାସୀ…

ବମିଖାଲର ସମସ୍ତ ପଜିଟିଭ୍‌ ଗୋଟିଏ ପରିବାରର

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ସୁଦ୍ଧା ୩୯ରେ ପହଞ୍ଚିଥିବା ବେଳେ ଭୁବନେଶ୍ୱରର ୩୨ ଜଣ ଅଛନ୍ତି। ଏଥିରୁ ୨ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ବାକି ୩୦ କରୋନା ପଜିଟିଭ୍‌ଙ୍କର ଚିକିତ୍ସା ଚାଲିଛି। ସେଥିରୁ ଅଧିକାଂଶ ସୂର୍ଯ୍ୟନଗର…

କରୋନାକୁ ହରାଇ ଘରକୁ ଫେରିଲେ କନିକା କପୁର: କ୍ୱାରାଣ୍ଟାଇନ୍‌ରେ ରହିବେ ୧୪ ଦିନ

ମୁମ୍ବାଇ,୬।୪: କରୋନାକୁ ହରାଇ ଶେଷରେ ଗାୟିକା କନିକା କପୁର ଘରକୁ ଫେରିଛନ୍ତି। ୨୦ ମାର୍ଚ୍ଚଠାରୁ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ ଗ୍ରାଜୁଏଶନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ୍‌ରେ ଚିକିତ୍ସିତ ହେଉଥିଲେ। ଲଗାତାର ତାଙ୍କର ତୃତୀୟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ…

୪୦ ବର୍ଷରେ ଭାଜପା: କରୋନା ଲଢ଼େଇରେ ସାମିଲ୍‌ ହେବାକୁ ଆହ୍ବାନ ଦେଲେ ମୋଦି

ନୂଆଦିଲ୍ଲୀ,୬।୪: ଭାଜପା ସୋମବାର ୪୦ ବର୍ଷରେ ପାଦଦେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ସମସ୍ତ ସଦସ୍ୟଙ୍କୁ କରୋନା ଲଢ଼େଇରେ ସାମିଲ୍‌ ହେବାକୁ ଆହ୍ବାନ ଜଣାଇଛନ୍ତି। ଦେଶରେ କରୋନା ଆତଙ୍କ ସୃଷ୍ଟି କରିଥିବା ଭାଜପାର ସମସ୍ତ ସଦସ୍ୟ ମିଳିତ ଭାବେ…

ସଂକ୍ରମଣ ଭୟ ନାହିଁ, କାମରେ ବ୍ୟସ୍ତ ପୌର କର୍ମଚାରୀ

ଖୋର୍ଦ୍ଧା ଅଫିସ,୬ା୪: ସାରା ବିଶ୍ୱ ଏବେ କରୋନା ଆତଙ୍କରେ କବଳିତ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକଡାଉନ ବଳବତ୍ତର ରହିଛି। ରାଜ୍ୟରେ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ଦେଖି ସରକାରଙ୍କ ପକ୍ଷରୁ ସତର୍କତମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀକୁ…

୨୦ଦିନ ପାଇଁ ମହଜୁଦ ରହିଛି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ହୁହୁ ହୋଇ ବଢ଼ି ଚାଲିଥିବାବେଳେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣା ଲୋକଙ୍କ ମନରେ ଖାଦ୍ୟ ଚିନ୍ତାକୁ ବଢ଼ାଇ ଦେଇଛି। ଏପଟେ ଧୀରେ ଧୀରେ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ ସରିଆସିଲାଣି। ଆଗକୁ ରାଜଧାନୀରେ ଖାଦ୍ୟ ସମସ୍ୟା ଦେଖାଦେବ ବୋଲି…

ଇଟାଲିରେ କରୋନା ମୃତ୍ୟୁ ସଂଖ୍ୟା ୧୫,୦୦୦ ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷେରୁ ଅଧିକ

ରୋମ୍‌,୬।୪: ଇଟାଲିରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଇତିମଧ୍ୟରେ ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୫,୮୮୭ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୧,୨୮, ୯୪୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫୨୫ ଲୋକଙ୍କ…

ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଜିଲା ଆଦିବାସୀ ସଂଘ

ଲୋଇସିଂହା,୬ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଦିବାସୀ ସଂଘ ଓ ଗୋଣ୍ଡଓନା ଛାତ୍ର ସଂଘ ମିଳିତ ଆନୁକୂଲ୍ୟରେ ଲୋଇସିଂହା ଓ ହୀରାପୁର ପଞ୍ଚାୟତର ୩୦ ଗରିବ ତଥା ଅସହାୟ ପରିବାର ଲକ୍‌ଡାଉନ୍‌ ଯୋଗୁ ରୋଜଗାର ହରାଇଛନ୍ତି। ସେହି ପରିବାରକୁ ଚିହ୍ନଟ କରି ପନିପରିବା ଓ…

କରୋନା ସଂକ୍ରମଣ ପ୍ରତିହତ ଲାଗି ବିଶୋଧକ ସିଞ୍ଚନ

ଡାବୁଗାଁ,୬ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କରୋନା ସଂକ୍ରମଣ ପ୍ରତିହତ ଲାଗି ଡାବୁଗାଁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ରବିବାର ଅପରାହ୍ନରେ ବିଶୋଧକ ସିଞ୍ଚନ କରାଯାଇଛି। ଡାବୁଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗ ପକ୍ଷରୁ ଡାବୁଗାଁ ମୁଖ୍ୟ ରାସ୍ତା, ରାସ୍ତା ପାର୍ଶ୍ୱରେ…

ଦୁଃଖକୁ ଦ୍ୱିଗୁଣିତ କରିଛି ତବ୍‌ଲିଘି ଜମାତ୍‌

ନୂଆଦିଲ୍ଲୀ, ୬ା୪: ଦେଶରେ କରୋନା ଦୁଃଖକୁ ଦ୍ୱିଗୁଣିତ କରିଛି ତବଲିଘି ଜମାତ୍‌। ନୂଆଦିଲ୍ଲୀର ନିଜାମୁଦ୍ଦିନ ସେଣ୍ଟରେ ଆୟୋଜିତ ଏହି ଧର୍ମସଭାରେ ଯୋଗଦେଇଥିବା ଜମାତ୍‌ ସଦସ୍ୟଙ୍କ ଯୋଗୁ ଭାରତରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri