କରୋନା ମୁକାବିଲା: ବମିଖାଲରେ ବଢ଼ିଲା ସାନିଟାଇଜ୍ ବ୍ୟବସ୍ଥା
କଟକରୋଡ, ୬।୪ (ଡି.ଏନ୍.ଏ.): ରାଜଧାନୀ ଭୁବନେଶ୍ୱରର କେତେକ ଅଞ୍ଚଳରେ କରୋନା ଭୂତାଣୁ ବ୍ୟାପିବା ନେଇ ସାନିଟାଇଜ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ରବିବାର ବମିଖାଲ ଅଞ୍ଚଳରେ ଗୋଟିଏ ଦିନରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଗ୍ନିଶମ ବିଭାଗ ଓ…
୭ ବଖରା ଜଳିଗଲା
ବନ୍ତ,୬ା୪(ଡି.ଏନ୍.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ରାମପୁର ପଞ୍ଚାୟତ ଅଳଉତି ହରିଜନ ସାହିରେ ରବିବାର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୭ ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି। ଖବରପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିରେ ଧାନ, ଚାଉଳ,…
ସାନିଟାଇଜ ହେଲା ପରିବା ବଜାର
ସମ୍ବଲପୁର,୬।୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସହରରେ ଅସ୍ଥାୟୀ ଭାବେ ପରିବା ବଜାର ବସୁଛି । ଏହାକୁ ପର୍ଯ୍ୟାୟକ୍ରମେ ମହାନଗର ନିଗମ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଉଛି । ସୋମବାର ବଜାର ବନ୍ଦ ହେବା ୧୧ଟା ପରେ ଏହି କାର୍ଯ୍ୟ…
ବଢ଼ିଲା ଥାଲାସେମିଆ, କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ଚିନ୍ତା
ଭୁବନେଶ୍ୱର, ୬।୪ (ବ୍ୟୁରୋ): କରୋନା ପାଇଁ ସମଗ୍ର ରାଜ୍ୟରେ ଲକ୍ଡାଉନ ଜାରି ହୋଇଥିବା ବେଳେ ଥାଲାସେମିଆ ଓ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ଯୋଗାଇବା ଏବେ କଷ୍ଟକର ହୋଇପଡୁଛି । ଥାଲାସେମିଆ ରୋଗୀଙ୍କୁ ସରକାର ମାଗଣାରେ ରକ୍ତ ଦେଉଥିଲେ କିନ୍ତୁ ବର୍ତ୍ତମାନ ରକ୍ତ…
ସମ୍ରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ: ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୬।୪(ବ୍ୟୁରୋ): ଭିଡିଓ କନ୍ଫରେନ୍ସିଂ ଜରିଆରେ ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ସମ୍ରେ କୋଭିଡ-୧୯ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ…
ଅମାନିଆଙ୍କୁ ସାବାଡ଼ କଲା ପୋଲିସ: ଅପରାହ୍ନ ୧ଟା ସୁଦ୍ଧା ୮୪୭ ବାଇକ୍ ଜବତ
ଭୁବନେଶ୍ୱର,୬।୪(ବ୍ୟୁରୋ): କରୋନା (କୋଭିଡ୍-୧୯)ର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହାକୁ ଆହୁରି କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ୪୮ ଘଣ୍ଟିଆ ସଡ୍ଡାଉନ୍ କରିଥିଲେ। ସଟ୍ଡାଉନ ଶେଷ ହେବା ପରେ ଅର୍ଥାତ୍ ସୋମବାର ସକାଳେ ରାଜଧାନୀରେ…
ଲକ୍ଡାଉନ୍ରେ ରହି ଦୀପିକା ରଣବୀରଙ୍କୁ କହିଲେ ଏମିତି
ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ସାରା ଦେଶରେ ଲକ୍ଡାଉନ୍ ଜାରିରହିଛି। ଏହି ପରିସ୍ଥିତିରେ ବଲିଉଡ୍ କଳାକାରମାନେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି। ଘରେ ରହି ଯାହା କରୁଛନ୍ତି ଫ୍ୟାନ୍ମାନଙ୍କୁ ସୋସିଆଲ ମିଡିଆରେ ଶେୟାର କରି ଜଣାଉଛନ୍ତି। ଅଭିନେତ୍ରୀ ଦୀପିକା…
ଧରା ପଡ଼ିଲା ନକଲି ବିଦେଶୀ ମଦ କାରବାର: ୨୮ଲକ୍ଷ ଟଙ୍କା ଜବତ
ବରଗଡ଼ ଅଫିସ, ୬।୫- ବରଗଡ଼ ଟାଉନ ଥାନା ପୋଲିସ ଏକ ବଡ ଧରଣର ନକଲି ବିଦେଶୀ ମଦ କାରବାର ଠାବ କରିଛି। ଏହି କାରବାରରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଭଟଲି ରୋଡ ମାତୃହାର ନିବାସୀ…
ଲକ୍ଡାଉନ୍ ମାନୁନାହାନ୍ତି ଲୋକେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ
ମୁନିଗୁଡ଼ା,୬ା୪(ଡି.ଏନ୍.ଏ.): କରୋନା ଭୂତାଣୁ ଲାଗି ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ସୋମବାର ଏହା ୧୩ ଦିନରେ ପହଞ୍ଚିଛି। ବହୁ ଲୋକ ଏହାକୁ ସମ୍ପୂର୍ଣ୍ଣ ଭାବେ ମାନୁଥିବା ବେଳେ ଆଉ କେତେକ ଅମାନିଆ ହୋଇ ରାସ୍ତାରେ ବୁଲୁଛନ୍ତି। ତେବେ ଏହାକୁ…
ଚାଇନାର ବନ୍ଧୁ ପଣିଆ: ସହାୟତା ପାଇଁ ଇଟାଲି ଦାନ କରିଥିବା ଚିକିତ୍ସା ଉପକରଣ ବିକ୍ରି କରିବାକୁ ଚାହୁଁଛି
ବେଜିଂ,୬।୪: ଚାଇନାର ବନ୍ଧୁ ପଣିଆର ମୁଖା ଏବେ ଖୋଲି ଯାଇଛି। ଉହାନରେ ଗତ ମାସରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇ ଉଠିଥିଲା। ଏପରିସ୍ଥଳେ ଇଟାଲି ସହାୟତାର ହାତ ବଢ଼ାଇଥିଲା। ଇଟାଲି ପକ୍ଷରୁ ଚାଇନାକୁ ବହୁ ଚିକିତ୍ସା ଉପକରଣ ଦାନ…
କୋଭିଡ-୧୯ ମହାମାରୀ ମୁକାବିଲା: ଡାକ୍ତର, ସ୍ବାସ୍ଥ୍ୟକର୍ମାଙ୍କ ସେବାକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୬।୪(ବ୍ୟୁରୋ): କରୋନା (କୋଭିଡ-୧୯)ର ପ୍ରକୋପ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଡାଉନ୍ ଠାରୁ ଆରମ୍ଭ କର ସଟ୍ଡାଉନ୍ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଏହି…
ହିଣ୍ଡାଲକୋ ପକ୍ଷରୁ କରୋନା ପ୍ରତିଷେଧକ ପାଇଁ ସାନିଟାଇଜ
ସମ୍ବଲପୁର, ୬।୪ (ବ୍ୟୁରୋ)- ହୀରାକୁଦ ହିଣ୍ଡାଲକୋ ପକ୍ଷରୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ହୀରାକୁଦସ୍ଥିତ କମ୍ପାନୀ ଭିତର ବାହାର, ଥାନା ପରିସର ପ୍ରଭୃତି ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । ହିଣ୍ଡାଲକୋ କ୍ଲଷ୍ଟର…
Archives


