ଶୋପିଆନ୍ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀର ଶୋପିଆନ୍ ଜିଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ରେବାନ ଖାଜରପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ…
୩ ଦିନ ପାଇଁ ବନ୍ଦ ହେଲା ସମସ୍ତ ଶିକ୍ଷାନୁଷ୍ଠାନ
ଥିରୁଭାନନ୍ତପୁରମ,୯।୩: କେରଳର ପଥନାମଥିଥ୍ଥ ଜିଲାପାଳ ସୋମବାରଠାରୁ ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଥନାମଥିଥ୍ଥ ଜିଲାରେ ରବିବାର ୫ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଜିଲାପାଳ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ବିଦେଶରୁ…
ନୀଳାଦ୍ରି ନିଳୟ ଯୋଜନା: ଝୁଣ୍ଟିଲା ପ୍ରଶାସନ
ପୁରୀ ଅଫିସ,୯।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ନୀଳାଦ୍ରି ନିଳୟ ଯୋଜନା। ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହାର ଲକ୍ଷ୍ୟ।…
୧୦ ଗ୍ରାମ୍ ବ୍ରାଉନସୁଗାର, ୧୧ହଜାର ଟଙ୍କା ଜବତ, ଅଭିଯୁକ୍ତ ନାଗା ଗିରଫ
ଭୁବନେଶ୍ୱର,୯।୩(ବ୍ୟୁରୋ): ବେଆଇନ ବ୍ରାଉନସୁଗାର କାରବାର ଚଳାଇଥିବା ସହଦେବ ବାରିକ ଓରଫ ନାଗାଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଏଥିସହ ତାଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଓ ୧୧ ହଜାର ଟଙ୍କା ଜବତ କରିଛି। ନାଗା ଅତି ଚତୁରତାର ସହ…
ମହାପ୍ରଭୁଙ୍କ ଜମିର ହିସାବ ନାହିଁ: ଅଧାଗିଳା ଅବସ୍ଥାରେ ଟଙ୍କା
ପୁରୀ ଅଫିସ,୯।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବିଶ୍ୱବାସୀଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ତାଙ୍କ ସାନ୍ନିଧ୍ୟ ପାଇବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଛୁଟି ଆସୁଛନ୍ତି। ଆଉ ମହାପ୍ରଭୁଙ୍କ ସେବା କରିବାର ଯିଏ ସାମାନ୍ୟ ସୁଯୋଗ ପାଇଛି ସେ ନିଜକୁ…
ଅବିରରୁ ହୋଲି ପାର୍ଟି
ଭୁବନେଶ୍ୱର,୯।୩(ବ୍ୟୁରୋ): ନବରାତ୍ର ହେଉ କି ହୋଲି, ଦୀପାବଳି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଉତ୍ସବକୁ ଭିନ୍ନ ଶୈଳୀରେ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ହେଲେ ବର୍ତ୍ତମାନର ଟେକ୍ନୋଲୋଜି ଓ ସୋସିଆଲ ମିଡିଆ ଯୁଗରେ ପର୍ବପର୍ବାଣିର ପାଳନ ଶୈଳୀ ଆଉ ଗୋଟିଏ ସ୍ଥାନରେ…
କରୋନା ଭାଇରସ କବଳରେ ୩ ବର୍ଷର ଭାରତୀୟ ଶିଶୁ
ଥିରୁଭାନନ୍ତପୁରମ,୯।୩: ଡରାଇଲାଣି କରୋନା ଭାଇରସ। ଆମେରିକା, ଇଟାଲି ଭଳି ଦେଶ ଏହି କରୋନା ଭାଇରସ କବଳରେ ଆସିଥିବା ବେଳେ ଏବେ ଏହା ଭାରତରେ କାୟା ବିସ୍ତାର କରି ଚାଲିଛି। କେରଳରେ ରବିବାର ଗୋଟିଏ ପରିବାରର ୫ ଜଣ କରୋନା ଭାଇରସରେ ପୀଡିତଥିବା…
ମଙ୍ଗଳ ଗ୍ରହର ପରୀକ୍ଷା ପାଇଁ ମାତା-ନା-ମଢ଼ରେ ଆମେରିକା ମହାକାଶ ବିଜ୍ଞାନୀ ଟିମ୍
ଭୁଜ,୯।୩: ଗୁଜରାଟ ଭୁଜ ଅଞ୍ଚଳରେ ଥିବା ମାତା-ନା-ମଢ଼ରେ ଆମେରିକା ମହାକାଶ ବିଜ୍ଞାନୀ ଟିମ୍ ପହଞ୍ଚି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। ଏହି ଅଞ୍ଚଳର ମୃତ୍ତିକା ମଙ୍ଗଳ ଗ୍ରହର ପୃଷ୍ଠତଳ ସହିତ ମେଳ ଖାଉଛି। ତେଣୁ ମହାକାଶ ବିଜ୍ଞାନୀ ଏଠାରେ ପରୀକ୍ଷା ଜାରି…
ଏସ୍ସିବିରେ କରୋନା ସନ୍ଦିଗ୍ଧ, ୩ ସ୍ବାଇନ୍ ଫ୍ଲ୍ୟୁ ରୋଗୀ
କଟକ ଅଫିସ,୯।୩: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇ ରବିବାର ଜଣଙ୍କୁ ଏସ୍ସିବି ମେଡିକାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ସେ ଜଣେ ଇଞ୍ଜିନିୟର ହୋଇଥିବାବେଳେ ଚାଇନାରେ ଚାକିରୀ କରୁଥିଲେ। ସେଠାରେ କରୋନା ଭୁତାଣୁ ବ୍ୟାପିଥିବାବେଳେ ସେ ଓଡ଼ିଶା ଫେରିଥିଲେ।…
ପୌର ନିର୍ବାଚନକୁ ଓହ୍ଲାଇବ ଏଏପି
ଭୁବନେଶ୍ୱର,୯।୩(ବ୍ୟୁରୋ): ରାଜ୍ୟରେ ଚଳିତବର୍ଷ ଶେଷ ଆଡକୁ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି(ଏଏପି) ଅଂଶଗ୍ରହଣ କରିବ। ଓଡ଼ିଶା ଗସ୍ତରେ ଥିବା ଦଳୀୟ ପ୍ରଭାରୀ ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ରବିବାର ଏହା…
ରାଜ୍ୟ ସଭା ନିର୍ବାଚନ: ଚତୁର୍ଥ ଆସନ ପାଇଁ ବାଟ ଫିଟୁଛି
ଭୁବନେଶ୍ୱର,୯।୩(ବ୍ୟୁରୋ): ଓଡିଶାରେ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ବେଳେ ଆସନ୍ତା ୨୬ରେ ନିର୍ବାଚନ ହେବ। ଇତି ମଧ୍ୟରେ ବିଜେଡି ଏହି ସମସ୍ତ ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରି…
ବନ୍ୟା ପାଣିରେ ନିଆଁ
ବଲାଙ୍ଗୀର ସହର ନିକଟରେ କୌଣସି ନଦୀ ପ୍ରବାହିତ ହୋଇନାହିଁ। ସହର ମଧ୍ୟଦେଇ ଅଙ୍କାବଙ୍କା ହୋଇ ଲକ୍ଷ୍ମୀଯୋର ପ୍ରବାହିତ ହେଉଛି। ସାଧାରଣତଃ ସହରରେ ବନ୍ୟା ପ୍ରଭାବ ଦେଖାଯାଏ ନାହିଁ। ମାତ୍ର ୨୦୧୯ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ମୂଷଳ ଧାରାରେ ବର୍ଷା ଫଳରେ ବଲାଙ୍ଗୀର…
Archives


