ଗାଡ଼ି ଷ୍ଟାର୍ଟ କରିବ ଆପ୍
ଜୟପୁର,୨୫।୨: ରାଜସ୍ଥାନର ଜଣେ ଯୁବକ ଏକ ନୂଆ ଆପ୍ ତିଆରି କରିଛନ୍ତି। ଏହି ଆପ୍ ଯେକୌଣସି ଗାଡ଼ି ଷ୍ଟାର୍ଟ ଏବଂ ବନ୍ଦ କରିବାକୁ ସକ୍ଷମ ହୋଇପାରିବ। ଶ୍ରୀଗଙ୍ଗାନଗର ଜିଲାର ସୁରତଗଢ଼ ଅଞ୍ଚଳର ଲାଲଗଢ଼ିଆ ଗାଁରେ ବାସ କରୁଥିବା ଯୁବକ ବିକାଶ ଗୋଦାରା…
କରୋନା ଭାଇରସ କବଳରେ ୩୧ ଦେଶ, ଜାପାନ ଜାହାଜରେ ଆଉ ଜଣଙ୍କର ମୃତ୍ୟୁ
ବେଜିଂ,୨୫।୨: କରୋନା ଭାଇରସର ଭୟାବହତା କମିବାର ନାଁ ନେଉନି। ଚାଇନାରେ ପ୍ରଥମକରି ଦେଖାଯାଇଥିବା ଏହି କରୋନା ଭାଇରସରେ ଏବେ ସେଠାରେ ପ୍ରାୟ ୭୭,୬୫୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ସଂକ୍ରମିତ ଥିବା ୨,୬୬୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଚାଇନାର…
ନିମନ୍ତ୍ରଣ କାର୍ଡ ଛାପୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ କନ୍ୟା-ବରଙ୍କ ବୟସ ପ୍ରମାଣ !
ରାଞ୍ଚି,୨୫।୨: ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ବାଲ୍ୟ ବିବାହ ଘଟଣା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଚାଇଲ୍ଡ ଲାଇନ୍ ପକ୍ଷରୁ ଏଭଳି ବିବାହ ରୋକିବା ଲାଗି ରାଞ୍ଚିରେ ପ୍ରଶାସନ ପକ୍ଷରୁ ଏକ ଯୋଜନା କରାଯାଇଛି। ଯୋଜନା ଅନୁସାରେ ନିମନ୍ତ୍ରଣ କାର୍ଡ ଛାପୁଥିବା…
ରାଜ୍ୟ ସଭାର ୫୫ ଆସନ ପାଇଁ ୨୬ ମାର୍ଚ୍ଚରେ ହେବ ନିର୍ବାଚନ
ନୂଆଦିଲ୍ଲୀ,୨୫।୨: ରାଜ୍ୟ ସଭାର ୫୫ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ବୋଲି ଜଣାପଡିଛି। ମଙ୍ଗଳବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ୧୭ ରାଜ୍ୟର ଏହି ୫୫ ଆସନରେ ଥିବା ପ୍ରାର୍ଥୀଙ୍କ କାର୍ଯ୍ୟକାଳ ପୂରଣ ହେଉଥିବାରୁ…
ରାଷ୍ଟ୍ରପତିଙ୍କ ବଙ୍କେଟ ହଲ୍କୁ ସୋନିଆଙ୍କୁ କରାଗଲାନି ଆମନ୍ତ୍ରଣ
ନୂଆଦିଲ୍ଲୀ,୨୫।୨: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ତାଙ୍କ ଗସ୍ତର ଶେଷ ଦିନ। ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଡିନରର…
ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟ୍ରମ୍ପ୍
ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଟ୍ରମ୍ପ୍ ସ୍ତ୍ରୀ ମେଲାନିଆଙ୍କ ସହିତ ମହାତ୍ମାଙ୍କ ସମାଧିସ୍ଥଳରେ ପହଞ୍ଚି ଏଭଳି କରିଛନ୍ତି। ଟ୍ରମ୍ପ୍ ରାଜଘାଟରେ ଥିବା ଭିଜିଟର୍ସ ବୁକ୍ରେ ଦସ୍ତଖତ…
କରୋନା ଯୋଗୁ ପୁଣି ବଢ଼ିଲା ସୁନା ଦାମ: ଟପିଲା ୪୩ ହଜାର
ନୂଆଦିଲ୍ଲୀ,୨୫।୨: ଚାଇନାରେ ଦେଖାଦେଇଥିବା କରୋନା ଆତଙ୍କ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏବେ ସୁନା ଦାମ ୧୦ ଗ୍ରାମ୍ ପିଛା ୪୩ ହଜାର ୫୯୩ ଟଙ୍କାରେ ପହଞ୍ଚିଛି। ଗତ ସପ୍ତାହରେ ସୁନା ଦାମ ୪୧ ହଜାର ୭୯୮…
ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର
ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କର ଭାରତ ଗସ୍ତର ଦ୍ୱିତୀୟ ଦିନରେ ଅର୍ଥାତ୍ ମଙ୍ଗଳବାର ସକାଳେ ରାଷ୍ଟ୍ରପତି ଭବନ ପହଞ୍ଚିଛନ୍ତି। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ସହଧର୍ମିଣୀ ସବିତା କୋବିନ୍ଦ…
ଉନ୍ନାଓ ବଳାତ୍କାର ମାମଲାର ଦୋଷୀ କୁଲଦୀପଙ୍କ ସରିଲା ବିଧାନସଭା ସଦସ୍ୟତା
ଲକ୍ଷ୍ନୌ,୨୫।୨: ଉତ୍ତରପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଦୋଷୀ ଭାଜପା ବିଧାୟକ କୁଲଦୀପ ସିଂହ ସେନ୍ଗାରଙ୍କ ବିଧାନସଭା ସଦସ୍ୟତା ଶେଷ ହୋଇଛି। ଏହାପରେ ସେ ଆଉ ବିଧାୟକ ହୋଇ ରହିବେ ନାହିଁ। ଏନେଇ ବିଧାନସଭାର ମୁଖ୍ୟ ସଚିବ ପ୍ରଦୀପ କୁମାର ଦୁବେ…
ସୁସ୍ଥ ସନ୍ତାନ ପ୍ରସବ ପରେ ସ୍ବାଇନ୍ ଫ୍ଲୁ ରୋଗୀଙ୍କ ମୃତ୍ୟୁ
ହାଇଦ୍ରାବାଦ,୨୫।୨: ତେଲେଙ୍ଗାନା କରିମନଗର ଜିଲା ଜମିକୁନ୍ତା ମଣ୍ଡଳ ଅଞ୍ଚଳର ଶେହନାଜ ନାମକ ଜଣେ ଗର୍ଭବତୀ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିଲେ। ଚିକିତ୍ସିତ ଅବସ୍ଥାରେ ସୋମବାର ହସ୍ପିଟାଲରେ ଏକ ସୁସ୍ଥ ସନ୍ତାନ ପ୍ରସବ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…
୩୯ ବର୍ଷରେ ପାଦ ଦେଲେ ଶାହିଦ କପୁର: କରିନାଙ୍କ ସହିତ ବ୍ରେକ୍ଅପ୍ ପରେ ୧୪ ବର୍ଷ ସାନ ମୀରାଙ୍କୁ କରିଥିଲେ ବିବାହ
ମୁମ୍ବାଇ: ବଲିଉଡ୍ ଷ୍ଟାର ଶାହିଦ କପୁର ମଙ୍ଗଳବାର ୩୯ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଫେବୃୟାରୀ ୨୫ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ପ୍ରତି ତାଙ୍କର ପିଲାଦିନୁ ଝୁଙ୍କ୍ ଥିଲା। ୨୦୦୩ରେ ସେ ରମେଶ ତୈରାନିଙ୍କ ଫିଲ୍ମ ଇଶ୍କ୍ ବିଶ୍କ୍ରେ…
ଜଳୁଛି ଦିଲ୍ଲୀ: ମେଟ୍ରୋ ଷ୍ଟେଶନ, ସ୍କୁଲ ବନ୍ଦ
ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଜଳୁଛି ଦିଲ୍ଲୀ। ବିଭିନ୍ନ ସ୍ଥାନରେ ଉପୁଜିଥିବା ହିଂସାରେ ଏବେ ପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଶତାଧିକ ଆହତ ମଧ୍ୟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେତେକ ଅଞ୍ଚଳରେ ସ୍କୁଲ ବନ୍ଦ…
Archives


