Home

ଶାବର ଶ୍ରୀକ୍ଷେତ୍ରରେ ହୋଲି, ରଙ୍ଗରେ ରଙ୍ଗେଇ ହେଲେ ଜିଲାପାଳ

କୋରାପୁଟ,୧୫ା୩(ଅମିତାଭ ବେହେରା): କୋରାପୁଟରେ ଶନିବାର ରଙ୍ଗର ପର୍ବ ହୋଲି ଧୂମ୍‌ଧାମରେ ପାଳିତ ହୋଇଯାଇଛି। କୋରାପୁଟ ଜିଲାପାଳଙ୍କ ବାସଭବନଠାରେ ହୋଲି ଉତ୍ସବ ପାଳନ କରାଯାଇଥିଲା। ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ବାସଭବନକୁ ଯାଇ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ସହ…

ହୋଲିର ନିଆରା ଅନୁଭବ, SpiceJetରେ ‘ବଲମ ପିଚକାରୀ’ ଗୀତରେ ଖୁବ୍‌ ନାଚିଲେ ଯାତ୍ରୀଙ୍କଠାରୁ କ୍ରୁ ମେମ୍ବର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୫।୩: ସ୍ପାଇସଜେଟ ଇନଷ୍ଟା ଏବଂ ଏକ୍ସରେ ଏକ ଭିଡିଓ ଜାରି କରିଛି ଯେଉଁଥିରେ ହୋଲି ଅବସରରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଛି। ଯାତ୍ରୀମାନଙ୍କୁ ଚନ୍ଦନ ତିଳକ ଲଗାଇ ବିମାନ ଭିତରେ ସ୍ବାଗତ କରାଯାଇଥିଲା ଏବଂ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ…

ହରି ହରାନନ୍ଦ ଅରଣ୍ୟା ଆଶ୍ରମ ପ୍ରତିଷ୍ଠା ନେଇ ବ୍ୟାପକ ପ୍ରସ୍ତୁତି

ପାଟଣା,୧୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସାରସକେଲା ପଞ୍ଚାୟତ ତୁଳସୀପୁରଠାରେ ପାଟଣା ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଏକ ସୁରମ୍ୟ ଜଙ୍ଗଲ ପରି ବେଷ୍ଟିତ ଅଞ୍ଚଳରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍‌ବ ପରିମିତ ଜମିରେ ହରିହରାନନ୍ଦ ଅରଣ୍ୟା…

ବାହାର ଦେଶକୁ ଓ୍ବାଶିଂଟନର ଅଳିଆ ଦେଖାଇବାକୁ ଚାହୁଁ ନାହାଁନ୍ତି ଟ୍ରମ୍ପ, ନେଲେ ଏମିତି ପଦକ୍ଷେପ

ଓ୍ବାଶିଂଟନ,୧୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ୱାଶିଂଟନ ଡିସିର ସଫାସୁତୁରା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ସେ ଡେମୋକ୍ରାଟିକ ମେୟର ମୁରିଏଲ ବାଉଜରଙ୍କୁ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଲୋକଙ୍କ ତମ୍ବୁ ହଟାଇବାକୁ କହିଥିଲେ। ସେ ଏହା ମଧ୍ୟ କହିଥିଲେ…

ଦୁଇଦିନ ପରେ ଚୈତ୍ର ମଙ୍ଗଳବାର, ଚଳଚଞ୍ଚଳ ମା’ ତାରାତାରିଣୀଙ୍କ ପୀଠ

ପୁରୁଷୋତ୍ତମପୁର,୧୫ା୩(ସୀମାଞ୍ଚଳ ମିଶ୍ର): ପାଖେଇ ଆସିଲାଣି ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ରତ୍ନଗିରି ପାହାଡ଼ ପାରିପାଶର୍‌ବ। ମା’ଙ୍କ ପ୍ରସିଦ୍ଧ ମଙ୍ଗଳବାର ଯାତ୍ରାକୁ ଆଉମାତ୍ର ଦୁଇଦିନ ବାକି ରହିଥିବା ବେଳେ ଜିଲା ପ୍ରଶାସନ ଓ ମନ୍ଦିର…

ପାକିସ୍ତାନ ଆକାଶରେ ହେଲା ଚୋରି! ହଜିଗଲା ବିମାନର ଚକ

ଇସଲାମାବାଦ,୧୫।୩: ପାକିସ୍ତାନରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଘଟଣା ହେଲା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନର ଚକ ନିଖୋଜ ହୋଇଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଯେତେବେଳେ ବିମାନଟି…

ବିହାର ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ, ୨୦୦ରୁ ଅଧିକ ଆସନରେ ଜିତିବ ଏନଡିଏ

ପାଟନା,୧୫।୩: ଚଳିତ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଏବେ ଦୃଶ୍ୟମାନ ହେବା ଆରମ୍ଭ ହୋଇଗଲାଣି। ସାଧାରଣ ବଜେଟରେ ବିହାର ପାଇଁ ସ୍ବତନ୍ତ୍ର ଘୋଷଣା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମରିସସ ଗସ୍ତ ଉପରେ ବିହାର…

ଆଜି ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

ଭୁବନେଶ୍ୱର,୧୫।୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ଭୁବନେଶ୍ୱର,…

କାନାଡାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ମାତ୍ରେ ଟ୍ରମ୍ପଙ୍କ ଉପରେ ଗର୍ଜିଲେ ମାର୍କ କାର୍ନି, ଧମକ ଦେଇ କହିଲେ…

ଓଟାଓ୍ବା,୧୫।୩: ଶୁକ୍ରବାର କାନାଡାର ପ୍ରଧାନମନ୍ତ୍ରୀ ଭାବରେ ମାର୍କ କାର୍ନି ଶପଥ ନେବା ମାତ୍ରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଏବଂ ବିବୃତ୍ତିକୁ ସମାଲୋଚନା କରିଛନ୍ତି, ଯାହା କାରଣରୁ ଦୁଇ ଦେଶ ମଧ୍ୟରେ ମତଭେଦ ଦେଖାଦେଇଛି। କାନାଡାକୁ ଆମେରିକାର ୫୧ତମ…

ହୋଲି ଖେଳିବା ପରେ କେଶରୁ ରଙ୍ଗ ଛାଡୁ ନ ଥିଲେ ଆପଣାନ୍ତୁ ଏହି ଟିପ୍ସ

ହୋଲି ଖୁସି, ରଙ୍ଗ ଏବଂ ମଜାର ପର୍ବ। ଏହି ବିଶେଷ ଦିନରେ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପର ଉପରେ ରଙ୍ଗ ଲଗାଇ ହୋଲି ପାଳନ କରନ୍ତି। କିନ୍ତୁ ଏହି ସମୟରେ ବ୍ୟବହୃତ ରଙ୍ଗ, ଅବିର ଏବଂ ପାଣି ଆପଣଙ୍କ କେଶକୁ…

ଯେଉଁ ବ୍ୟକ୍ତି ଡିଜାଇନ କରିଥିଲେ ଟଙ୍କାର ପ୍ରତୀକ ‘‘₹’’, ଷ୍ଟାଲିନଙ୍କ ନିଷ୍ପତ୍ତି ଉପରେ ଦେଲେ ବଡ଼ ବୟାନ…

ଚେନ୍ନାଇ, ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ବ୍ୟବହାରୀକ ପ୍ରତୀକ ‘₹’ ହଟାଇ ଦେଇଛନ୍ତି। ତାମିଲନାଡୁ ବଜେଟରୁ ଟଙ୍କା ଲୋଗୋ ହଟାଇବା ପରେ, ଭାଷା ବିବାଦ ଜୋର ଧରିବାରେ…

ନିଆରା ପରମ୍ପରା: ତପୋବନରେ ଫୁଲର ହୋଲି

ବରଗଡ଼,୧୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ରୋଡ୍‌ସ୍ଥିତ ତପୋବନ ଆଶ୍ରମରେ ଷଷ୍ଠ ବର୍ଷ ସାମୂହିକ ଭାବେ ଫୁଲରେ ହୋଲି ପାଳନ କରାଯାଇଥିଲା। ବିନା ରାସାୟନିକ ରଙ୍ଗ ବ୍ୟବହାର କରି ଫୁଲରେ ହୋଲି ଏକ ନିଆରା କାର୍ଯ୍ୟକ୍ରମ ଥିଲା। ହୋଲି ପାଳନ କରିବାର ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri