Home

ସାତଫେରା ପରେ କ୍ୱାରାଣ୍ଟାଇନ୍‌ରେ କନ୍ୟା-ବର-ବରଯାତ୍ରୀ

ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ସାତଫେରା ପରେ କନ୍ୟା, ବର ଏବଂ ୮୫ ବରଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସ୍ଥାନୀୟ ଛତ୍ରପୁର ଅଞ୍ଚଳରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁଗ୍ରାମ୍‌ରୁ ବରଯାତ୍ରୀ ଘୁବରା ସହରକୁ ଆସିଥିଲେ। ତେବେ ବିବାହରେ ଯୋଗଦେଇଥିବା…

ପୁଅକୁ ଜୀବନର ପ୍ରକୃତ ମୂଲ୍ୟ ଶିଖାଇବା ପାଇଁ ରାସ୍ତାକୁ ଓହ୍ଲାଇଲେ ଶିଖର ଧାଓ୍ବନ

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହୁଛନ୍ତି। ଭାରତୀୟ ଦଳର ଷ୍ଟାର୍‌ ସପନର ଶିଖର ଧାଓ୍ବନ ନିଜ ଫ୍ୟାନଙ୍କ ସହ ଯୋଡି…

ସଙ୍ଗରୋଧରୁ ବାହାରିବାର ୨ ଦିନ ପରେ କରୋନା ପଜିଟିଭ ଚିହ୍ନଟ: ନପଙ୍ଗ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭଣ୍ଡାରିପୋଖରୀ, ୧୬।୬ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସୋମବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। କୋଲକାତାରୁ ଫେରି ଜଣେ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ସେଠାରେ ଅବଧି ଶେଷ ହେବା ପରେ ସେ…

୨୦ ସେକେଣ୍ଡରେ ଚିହ୍ନଟ ହେବେ କରୋନା ପଜିଟିଭ୍‌ !

ପ୍ରୟାଗରାଜ, ୧୬।୬: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପଜିଟିଭ୍‌ଙ୍କୁ କିଭଳି ଶୀଘ୍ର ଚିହ୍ନଟ କରାଯିବ ସେନେଇ ଉଦ୍ୟମ ଜାରି ରହିଛି। ପ୍ରୟାଗରାଜର ମୋତିଲାଲ ନେହେରୁ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ ପକ୍ଷରୁ ଏକ ନୂଆ ପ୍ରଣାଳୀ ଡିପ୍‌-ଏକ୍ସ୍‌ର…

ପ୍ରୟାଗରାଜର ପୂର୍ବତନ ଏସ୍‌ଏସ୍‌ପିଙ୍କୁ କରୋନା

ପ୍ରୟାଗରାଜ,୧୬।୬: ଉତ୍ତରପ୍ରଦେଶ ପ୍ରୟାଗରାଜର ପୂର୍ବତନ ଏସ୍‌ଏସ୍‌ପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ଆସିବା ପରେ ମଙ୍ଗଳବାର ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସତ୍ୟାର୍ଥଙ୍କ ଗନ୍‌ମ୍ୟାନ ପ୍ରଥମେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ…

ରଜ ଖର୍ଚ୍ଚ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଟାଙ୍ଗିଆରେ ହାଣିଲେ ପୁଅ

ରାଇସୁଆଁ,୧୬।୬(ଡି.ଏନ୍‌.ଏ.): ରଜ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଟାଙ୍ଗିଆରେ ହାଣିଲେ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ। ମିଳିଥିବା ସୂଚନାନୁଯାୟୀ, ସୁଜୁନି ବେଣ୍ଟକାର(୫୫)ଙ୍କ ପୁଅ ସୋମବାର ବିଳମ୍ବିତ…

୨୦ ଜୁନରୁ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ହେବ ଆରମ୍ଭ

ମୁମ୍ବାଇ, ୧୬।୬: ଟିଭି ଧାରବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ୨୦ ଜୁନରୁ ଆରମ୍ଭ ହେବ। ଏନେଇ ଏକତା କପୁର ନିର୍ଦ୍ଦେଶ ଦେଇଥିବା ଟିମ୍‌ ପକ୍ଷରୁ କୁହାଯାଇଛି। ଶୁଟିଂ ଆରମ୍ଭ ହୋଇଥିବାରୁ ଏହାର ପରବର୍ତ୍ତୀ ଏପିସୋଡ଼ ଦର୍ଶକ ଜୁଲାଇ ମାସଠାରୁ ଦେଖିପାରିବେ…

ବରଗଡ଼ରେ ୭୬ ବର୍ଷୀୟ ବୃଦ୍ଧଙ୍କୁ କରୋନା: ସ୍ବାସ୍ଥ୍ୟାବସ୍ଥା ଗୁରୁତର; କଟାପାଲି ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା

ବରଗଡ଼ ଅଫିସ, ୧୬।୬: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ଜଣେ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ଏବଂ ତାଙ୍କ ବୟସ ୭୬। ଏ ନେଇ ଜିଲା ସୂଚନା ଓ ଲୋକସମ୍ପର୍କ…

କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନେଇ ପୁଣେରେ ରାଜନୀତି ଆରମ୍ଭ

ପୁଣେ, ୧୬।୬: କରୋନା ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଦେଶରେ ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। କରୋନା ମୃତକଙ୍କୁ ବହୁ କ୍ଷେତ୍ରରେ ପରିବାର ସଦସ୍ୟ ଛାଡ଼ି ଚାଲିଯାଉଥିବାରୁ ପୁଣେ ନଗର ନିଗମ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। କରୋନା ମୃତକଙ୍କ…

ପୁରୀରୁ ୧୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୭୦

ପୁରୀ ଅଫିସ, ୧୬।୬: ପୁରୀ ଜିଲାରୁ ମଙ୍ଗଳବାର ପୁଣି ୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୭୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୦୦ ଜଣ ସୁସ୍ଥ ହୋଇଥିଲା ବେଳେ ୭୦ଜଣ ବିଭିନ୍ନ କୋଭିଡ୍‌…

ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଓ ଜ୍ୱର ଯୋଗୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୈନ ଟୁଇଟ କରି କହିଛନ୍ତି ଶରୀରର…

ପଶ୍ଚିମବଙ୍ଗରୁ ଫେରିଥିବା୧୬ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ’ ମୁକାବିଲା ସାରି ଫେରିଥିବା ୧୬ଜଣ ଅଗ୍ନିଶମ କର୍ମଚାରୀ ରହିଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?