Home

ଭାରତ-ଚାଇନା ମଧ୍ୟରେ କଥାବାର୍ତ୍ତା ବିଫଳ: ସୀମାରେ ଉତ୍ତେଜନା ଜାରି

ନୂଆଦିଲ୍ଲୀ,୧୭।୬: ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ନିକଟସ୍ଥ ଗଲଓ୍ବାନ ଉପତ୍ୟକା ନିକଟରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ଦୁଇ ଦେଶ ମଧ୍ୟ ଚାଲିଥିବା ଆଲୋଚନା ବିଫଳ ରହିଛି। ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚାଇନ…

ଆକସ୍ମିକ ଭାବେ ଅପସରି ଗଲେ

କଟକ ଅଫିସ,୧୭ା୬: ନିଜ ଅଭିନୟର ଯାଦୁରେ ଲୋକଙ୍କ ଭିତରେ ତାରକା ଭାବେ ପରିଚିତ ହୋଇ ଆସିଲାବେଳକୁ ହଠାତ୍‌ ସେମାନଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ହତଚକିତ କରିଦିଏ। ପ୍ରତିଷ୍ଠା ସେମାନଙ୍କ ପାଦ ଚୁମିଲା ବେଳକୁ ସେମାନେ କିନ୍ତୁ ପରଲୋକରେ ପାଦ ଦେଇସାରିଥାନ୍ତି। ସେମାନଙ୍କ…

ଦେଶରେ କରୋନା ସଙ୍କଟ ଜାରି: ୨୪ ଘଣ୍ଟାରେ ୨୦୦୩ ମୃତ, ୧୦,୯୭୪ ଆକ୍ରାନ୍ତ

ନୂଆଦିଲ୍ଲୀ,୧୭।୬ : ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୯୭୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫ ହୋଇଛି…

ପୁଣି ମାତିଲେ ସାଇବର ଠକ: ସେକେଣ୍ଡରେ ଆକାଉଣ୍ଟରୁ କଟିଗଲା ୮ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ପୋଲିସ ଏବଂ କ୍ରାଇମ୍‌ବ୍ରାଞ୍ଚର ବିଫଳତା ଫଳରେ ଦିନକୁ ଦିନ ସାଇବର ଅପରାଧୀମାନେ ମାତିଲେଣି। ସେମାନେ ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଏକାଧିକ ଲୋକଙ୍କୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି। ଦୁଇଦିନ ତଳେ ପୁରୁଣା ଭୁବନେଶ୍ୱରର ଜଣେ ପୋଲିସ…

ଶିଳ୍ପ ବର୍ଜ୍ୟରେ କଂକ୍ରିଟ୍‌ ରାସ୍ତା

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ବିନା ସିମେଣ୍ଟରେ ସମ୍ଭବ ହୋଇଛି କଂକ୍ରିଟ୍‌ ରାସ୍ତା। କେବଳ ଶିଳ୍ପ ବର୍ଜ୍ୟ ବ୍ୟବହାର କରି ଏହି ପ୍ରଦୂଷଣମୁକ୍ତ ରାସ୍ତା ନିର୍ମାଣ କରାଯାଇଛି। କଟକ ଜିଲା ଅମନପଡ଼ା ଗ୍ରାମ୍ୟରେ ପାଇଲଟ ପ୍ରଳକ୍ପ ଭାବେ ତିଆରି ହୋଇଥିବା ଏହି ରାସ୍ତାକୁ ଓଡ଼ିଶା…

ଆଜିଠୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବୁଧବାରଠାରୁ ଖୋଲିବ। ଅଧ୍ୟାପକ ଓ କର୍ମଚାରୀମାନେ ଅଫିସ ଆସିବେ। କିନ୍ତୁ ପାଠପଢ଼ା ହେବ ନାହିଁ। ଏନେଇ ଗତ ୧୨ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ସରକାରଙ୍କ…

ଆଜି ଦଶମୂଳ ଲାଗି ହେବେ ଦାରୁଦିଅଁ

ପୁରୀ ଅଫିସ,୧୭ା୬: ଅଣସରରେ ଥିବା ମହାପ୍ରଭୁ ବୁଧବାର ଦଶମୂଳ ଲାଗି ହେବେ। ଜ୍ୱରରେ ପୀଡ଼ିତ ଦାରୁଦିଅଁ ଦଶମୂଳ ଲାଗି ହେଲେ ସୁସ୍ଥ ହୁଅନ୍ତି। ଏଥିଲାଗି ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ଦଶମୂଳ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିଛନ୍ତି।…

ଭର୍ଚୁଆଲ ରାଲିକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ମୋଦିଙ୍କ ଉପରେ ଦେଶର ଜନତାଙ୍କ ବିଶ୍ୱାସ ବଢ଼ିଛି। ଅନ୍ୟ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଅପେକ୍ଷା ୮୫ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱାସ କରିଛନ୍ତି। ଓଡ଼ିଶାରେ ୧୦୦ରୁ ୯୬ଜଣ ଲୋକଙ୍କର ମୋଦିଜୀଙ୍କ ଉପରେ ଭରସା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ରାଜ୍ୟରେ ୩୫୭୬ ପୁରୁଷ, ୫୮୭ ମହିଳା ଆକ୍ରାନ୍ତ

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ରାଜ୍ୟରେ ଆଉ ୧୦୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚତ୍ଥିବାବେଳେ ୫୮୭ଜଣ ମହିଳା ଓ ୩୫୭୬ଜଣ ପୁରୁଷ ରହିଛନ୍ତି। ସେପଟେ ଦିନକୁ ଦିନ ଛୋଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ…

ସିଏମ୍‌ସି ମନା କଲା ‘ଶବ ଛୁଇଁବୁନି’: ମୃତ୍ୟୁ ପରେ ଲାଗିଲା ହୋମ୍‌ କ୍ବାରାଣ୍ଟାଇନ ଷ୍ଟିକର

କଟକ ଅଫିସ,୧୭ା୬: ମହାନଦୀ ବିହାରରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବୃଦ୍ଧଙ୍କ ମୃତଦେହ ୮ ଘଣ୍ଟା ପଡ଼ି ରହିବା ପରେ ଆମ୍ବୁଲାନ୍ସ ପହଞ୍ଚତ୍ଥିଲା। ବୃଦ୍ଧ ଜଣଙ୍କ ଗତ ୧୦ ତାରିଖରୁ ହୋମ କ୍ବାରାଣ୍ଟାଇନରେ ଥିଲେ। ସିଏମ୍‌ସି ପକ୍ଷରୁ…

ରାଜ୍ୟରେ ୨୮% ଅଧିକ ବର୍ଷା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଗତ ୧୬ ଦିନ ମଧ୍ୟରେ ରାଜ୍ୟକୁ ଭଲ ବର୍ଷା ହୋଇଛି। ଏହି ସମୟରେ ସ୍ବାଭାବିକଠାରୁ ୨୮ ପ୍ରତିଶତ ଅଧିକ ହୋଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଜୁନ ପହିଲାରୁ ୧୬ ତାରିଖ ମଧ୍ୟରେ ୮୬.୪ ପ୍ରତିଶତ…

ସମୁଦ୍ରକୁ ବୋହିଯାଉଛି ଅଧା ପାଣି: ୨୦୫୧ ବେଳକୁ ରାଜ୍ୟରେ ଉତ୍କଟ ଜଳ ସଙ୍କଟ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟରେ ବୋହିଯାଉଥିବା ନଦୀଜଳକୁ ରୋକାଯାଇ ପାରୁନାହିଁ। ଅଧାରୁ ଅଧିକ ପାଣି ସମୁଦ୍ରକୁ ଚାଲିଯାଉଛି। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ଅଧିକାଂଶ ନଦୀରେ ଜଳପ୍ରବାହ ହ୍ରାସ ପାଇଲାଣି। ଏପରି କି ଅନେକ ନଦୀ ବର୍ଷାଦିନେ ମଧ୍ୟ ଶୁଖିଲା ପଡୁଛି। ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?