ସ୍କୁଲ, କଲେଜ ଫି’ ଛାଡ଼ ନେଇ ଜିଲାପାଳଙ୍କଠାରେ ଦାବିକଲା ଛାତ୍ର କଂଗ୍ରେସ
ବଲାଙ୍ଗୀର ଅଫିସ,୨୮ା୫: ବଲାଙ୍ଗୀର ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରୀଛାତ୍ରଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଛାତ୍ର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଜିଲା ସଭାପତି ଓ ପ୍ରତିନିଧି ଦଳ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଅନନ୍ତ…
ଲକ୍ଡାଉନ୍ରେ ବି ଜାରି ରହିଛି ଲକ୍ଷ୍ମୀ-ନୃସିଂହ ମନ୍ଦିର ନିର୍ମାଣ କାର୍ଯ୍ୟ: ଖର୍ଚ୍ଚ ହେବ ୧୮୦୦ କୋଟି
ହାଇଦ୍ରାବାଦ,୨୮।୫: କରୋନା ମହାମାରୀରେ ମଧ୍ୟ ତେଲଙ୍ଗାନାରେ ନିର୍ମିତ ହେଉଥିବା ଲକ୍ଷ୍ମୀ-ନୃସିଂହ ମନ୍ଦିର ନିର୍ମାଣ କାର୍ଯ୍ୟ ଅଟକି ଯାଇନାହିଁ। ଏହି ମନ୍ଦିର ସ୍ଥାନୀୟ ୟଦାଦ୍ରୀ ଭୁବନଗିରି ଜିଲାରେ ରହିଛି। ଏହି ଜିଲାରେ କୌଣସି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନ ଥିବାରୁ ଏଠାରେ…
ଲକ୍ଡାଉନ୍ ବିବାହ: ବର ଘରେ ପହଞ୍ଚିଲେ କନ୍ୟା, ଭିଡିଓ କଲ୍ରେ ମାତାପିତା ଦେଲେ ବିଦାୟ
କେରଳରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ବିଗ୍ନେଶ କେ.ଏମ ଏବଂ ଅଞ୍ଜଳି ରଞ୍ଜିଥ ପ୍ରାୟ ବର୍ଷେ ହେବ ବିବାହ ଯୋଜନା କରିଥିଲେ। କିନ୍ତୁ କରୋନା ଯୋଗୁ ତାଙ୍କ ସବୁ ଯୋଜନା ଫେଲ୍ ମାରିଥିଲା। କିନ୍ତୁ ଉଭୟ ନିର୍ଦ୍ଧାରିତ ତାରିଖରେ ବିବାହ…
ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି ଏହି ପରିବା ଦୋକାନ
ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଥିବା ଏକ ପରିବା ଦୋକାନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏଠାରେ ଥିବା ଏକ ପରିବା ଦୋନ ଆଗରେ ଏକ ବୋର୍ଡ ରଖାଯାଇଛି। ଯେଉଁଥିଲେ ଲେଖାଯାଇଛି, ଯଦି ସମ୍ଭବ କିଣନ୍ତୁ, ନଚେତ୍ ମାଗଣାରେ ନେଇଯାନ୍ତୁ। ଏହି ପରିବା…
ମୁଣ୍ଡରେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲରେ ବୁଲିବୁଲି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ବିଧାୟିକା: ସୋସିଆଲ୍ ମିଡ଼ିଆରେ ଭାଇରାଲ
ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ସଙ୍କଟ ସମୟରେ ବହୁ ବ୍ୟକ୍ତିବିଶେଷ, ସଂସ୍ଥା ତଥା ସରକାରଙ୍କ ପକ୍ଷରୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛନ୍ତି। ତେଲଙ୍ଗାନାର ମୁଲୁଗୁ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟିକା ଦାନସରି ଅନୂସୟା…
ଗଞ୍ଜାମକୁ ଟପିଲା ଯାଜପୁର
ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟର ୨୯ଜିଲା ଏବେ କରୋନା କବଳରେ। ଗୁରୁବାର ସକାଳେ ରାଜ୍ୟରେ ଆଉ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଅଭିନୟ ମାୟାରେ ପଡ଼ିଯାଇଛି
ଜଣେ ଚରିତ୍ର ଅଭିନେତା ଭାବରେ ସେ ନିଜର ଦକ୍ଷତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ତା’ ସହ ନିଜର ପ୍ରତିଭାର ଆଉ ଏକ ପରିଚୟ ସେ ଦେଇଛନ୍ତି ଜଣେ ନାଟ୍ୟକାର ଭାବରେ। ସାମ୍ପ୍ରତିକ ଘଟଣାବଳୀକୁ ନେଇ ନାଟକ ରଚନା କରି ସେ ସାଉଁଟିଛନ୍ତି…
ଅନିଦ୍ରା ରହିଥିଲେ ପ୍ରିୟଙ୍କା
ନିକ୍ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରା ପ୍ରାୟ ଅଭିନୟ ନିକଟରୁ ଦୂରେଇ ଯାଇଛନ୍ତି। ଯଦି ସୁଯୋଗ ମିଳେ ତେବେ ଏବେ ମଧ୍ୟ ବଲିଉଡ୍ରେ କମ୍ବ୍ୟାକ୍ କରି ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ତୟାର…
କଂଗ୍ରେସର ‘ସ୍ପିକ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ: ନିରଞ୍ଜନ କହିଲେ ‘ଏବେ ଚାଲିଛି ୩-ପି’ ସରକାର’
ଭୁବନେଶ୍ୱର,୨୮।୫(ବ୍ୟୁରୋ): କଂଗ୍ରେସର ‘ସ୍ପିକ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଛି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମନ୍ତବ୍ୟ ରଖି କହିଛନ୍ତି, ଏବେ କେନ୍ଦ୍ର ଏବଂ ରାଜ୍ୟରେ ‘୩-ପି’ ସରକାର ଚାଲିଛି। ପ୍ରତିଶ୍ରୁତି, ପ୍ରଚାର, ପ୍ରତାରଣାର ସରକାର ଚାଲିଛି।…
ବଜ୍ରପାତରେ ଦୁଇଜଣଙ୍କ ଜୀବନଗଲା
ବାଲେଶ୍ୱର ଅଫିସ,୨୮ା୫: ବାଲେଶ୍ୱର ଜିଲାରେ ବଜ୍ରପାତ ଘଟି ଦୁଇଜଣଙ୍କ ଜୀବନ ଯାଇଛି। ଗୁରୁବାର ପୂର୍ବାହ୍ନରେ ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ଫଳରେ ବାଲିଆପାଳର କେନ୍ଦୁଡିହା ଗ୍ରାମରେ ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ସମୟରେ ଜଣେ…
ଅମାନିଆ ଦିଲ୍
ଦିଲ୍ ବା ହୃଦୟ କେତେବେଳେ କାହା ହୃଦୟରେ ବସା ବାନ୍ଧେ ତାହା ପୂର୍ବାନୁମାନ କରିବା ଏତେ ସହଜ ନୁହେଁ। ପୁଣି ଏ ଦିଲ୍ ବଡ଼ ଅମାନିଆ। ତାକୁ ନିଜ କବ୍ଜାରେ ରଖିବା ଭାରି କଷ୍ଟକର, ନୁହେଁ ? କାହାଣୀ ଅନୁସାରେ ଗୋଟିଏ…
କେବଳ ଆକ୍ଟିଂ
ବରୁଣ ଧାଓ୍ବନ ଏବେ କେବଳ ଗୋଟିଏ କଥାରେ ମନୋନିବେଶ କରିଛନ୍ତି। ତାହା ହେଲା ଆକ୍ଟିଂ। କାରଣ ଆଗକୁ ତାଙ୍କୁ ବହୁତ ବାଟ ଯିବାର ଅଛି। ଏବେ ତ ବଲିଉଡ୍ରେ କ୍ୟାରିୟର ଆରମ୍ଭ ହୋଇଛି। ତେଣୁ ଆରମ୍ଭରୁ ଅଭିନୟ ପ୍ରତି ଠିକ ଧ୍ୟାନ…
Archives


