Home

ଅନୁମତି ପରେ ବି ସ୍ବାଭାବିକ ହୋଇପାରିଲାନି ଘରୋଇ ବସ୍‌ ଚଳାଚଳ: ୧୧ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଭୁବନେଶ୍ୱର ଗଲା ବସ୍‌

ବ୍ରହ୍ମପୁର ଅଫିସ, ୨୮ା୫: ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ମଧ୍ୟ ଗୁରୁବାର ବ୍ରହ୍ମପୁରରେ ସ୍ବାଭାବିକ ହୋଇପାରିଲା ନାହିଁ ଘରୋଇ ବସ୍‌ ଚଳଚଳ। ବସ ସେବା ସ୍ବାଭାବିକ କରିବା ନେଇ ସରକାରଙ୍କ ଅନୁମତି…

ବାତ୍ୟା ‘ଅମ୍ଫନ’ ସହାୟତା: ୧୧ଲକ୍ଷ ଦେଲେ ରାଜ୍ୟପାଳ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ବାତ୍ୟା ‘ଅମ୍ଫନ’ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ସେ ଏହି ଟଙ୍କା ଦାନ କରିଛନ୍ତି। ଅନ୍ୟମାନେ ଏଥିପାଇଁ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ବାନ…

ଲକ୍‌ଡାଉନ୍‌ରେ ଗାଡ଼ି ଚଲାଉଛନ୍ତି ରିତେଶ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ବଲିଉଡ୍‌ର ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ପ୍ରଶଂସକଙ୍କ ସହ ଯୋଡି ରହିବା ପାଇଁ ସେମାନେ ନିଜର ଭିନ୍ନ…

ବାଲୁକା କଳା ମାଧ୍ୟମରେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପୀ ଅଶୋକ

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢ଼ାଉଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଯାନବାହାନର ବନ୍ଦୋବ୍ୟସ୍ତ କରି ଅଭିନେତା ସୋନୁ ସୁଦ ଏବେ ଚର୍ଚ୍ଚାରେ। ଏହି ସହାୟତା ପାଇଁ ସାରା ବିଶ୍ୱ ଏବେ ତାଙ୍କର ପ୍ରଶଂସା କରିବାରେ ଲାଗିପଡ଼ିଛି। ସୋସିଆଲ…

ଡଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ଅସନ୍ତାବର୍ଷକୁ ସ୍ଥଗିତ

ଦି ହଗ୍‌,୨୮।୫: କୋଭିଡ-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଡଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରିକୁ ଆସନ୍ତାବର୍ଷକୁ ସ୍ଥଗିତ ରଖାଯାଇଛି। ୧୯୮୫ ପରେ ପ୍ରଥମଥର ପାଇଁ ଏହି ରେସ୍‌ ଆୟୋଜନ ହେବାକୁ ଯାଉଥିଲା। ବିନା ଦର୍ଶକରେ…

ଘରୋଇ ଭେନ୍ୟୁର ଆୟୋଜନ ହେବ ରୋମ ଡାଇମଣ୍ଡ ଲିଗ୍‌

ରୋମ,୨୮।୫(ଏଏଫ୍‌ପି): ନେପେଲ୍ସକୁ ସ୍ଥାନାନ୍ତର ହୋଇଥିବା ରୋମ ଡାଇମଣ୍ଡ ଲିଗ୍‌ ଘରୋଇ ଭେନ୍ୟୁ ଅର୍ଥାତ ରୋମରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଅଲିମ୍ପିକ୍‌ ଷ୍ଟାଡିୟମରେ ୟୁରୋପିଆ ଫୁଟବଲ ଚାମ୍ପିୟନଶିପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ଫଳରେ ଡାଇମଣ୍ଡ ଲିଗ୍‌କୁ ନେପେଲ୍ସକୁ ସ୍ଥାନାନ୍ତର କରାଯାଇଥିଲା।…

ଅଗଷ୍ଟ ପହିଲାରେ ବେଲଜିଆନ୍‌ କପ୍‌ ଫାଇନାଲ

ବ୍ରସେଲ୍ସ,୨୮। ୫(ଏପି): କୋଭିଡ-୧୯ କାରଣରୁ ସ୍ଥଗିତ ରହିଥିବା ବେଲଜିଆନ୍‌ କପ୍‌ ଫାଇନାଲ ଅଗଷଟ ୧ ତାରିଖରେ ଆୟୋଜନ ହେବ। ଲିଗ୍‌ର ନୂଆ ସେସନ ଆରମ୍ଭ ହେବାର ଠିକ୍‌ ଗୋଟିଏ ସପ୍ତାହ ପୂର୍ବରୁ ଏହି ଫାଇନାଲ ଖେଳାଯିବ। ଏହି ନିର୍ଣ୍ଣାୟକ ମୁକାବିଲା ଫାଙ୍କା…

ଆଇପିଏଲ୍‌ ନେଇ କୁମ୍ବଲେ ଆଶାବାଦୀ

ନୂଆଦିଲ୍ଲୀ,୨୮।୫(ପି.ଟି.): ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ ପୂର୍ବତନ ଅଧିନାୟକ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବ ହେଡ କୋଚ୍‌ ଅନିଲ କୁମ୍ବଲେ ବେଶ୍‌ ଆଶାଦାବୀ ଅଛନ୍ତି। ବିନା ଦର୍ଶକଙ୍କ ଉପସ୍ଥିତିରେ ଫାଙ୍କା ଷ୍ଟାଡିୟମରେ ଆଇପିଏଲ୍‌ ଆୟୋଜନକୁ…

ସୁସ୍ଥ ଅଛନ୍ତି କରୋନା ଆକ୍ରାନ୍ତ ଡାକ୍ତର, ଗୁଜବରେ କରନ୍ତୁ ନାହିଁ ବିଶ୍ୱାସ

କଟକ ଅଫିସ,୨୮।୫- ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ବର୍ତ୍ତମାନ ସେ କଟକ ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଣୁ ଗୁଜବରେ ବିଶ୍ୱାସ କରି ଭୟଭୀତ ନ ହେବାକୁ କଟକ ମହାନଗର ନିଗମ ପକ୍ଷରୁ…

୧୨୦୦୦ କିଲୋମିଟର ଉଡ଼ିଲା କୋଇଲି, ଚକିତ ହେଲେ ବୈଜ୍ଞାନିକ

ଓ୍ବାଲର୍‌ଡ ଲାଇଫ୍‌ ସାଇନ୍ସ ଆଣ୍ଡ୍‌ କଞ୍ଜରଭେଶନ ସେଣ୍ଟର ଏବଂ ବ୍ରିଟିଶ ଟ୍ରଷ୍ଟ୍‌ ଅଫ୍‌ ଅର୍ନିଥୋଲୋଜି ମିଳିତ ଭାବେ ମଙ୍ଗୋଲିୟନ ବୈଜ୍ଞାନିକ ୨୦ରୁ ଅଧିକ ପକ୍ଷୀଙ୍କ ଉପରେ ପରୀକ୍ଷା କରିଥିଲେ। ସେମାନଙ୍କ ଗତିବିଧି ଏବଂ ଦିନଚର୍ଯ୍ୟା ସମ୍ପର୍କରେ ଜାଣିବା ପାଇଁ ବୈଜ୍ଞାନିକମାନେ ମଙ୍ଗୋଲିୟନ…

ଶନିବାର ସନ୍ଧ୍ୟା ୫.୩୦ ରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ବର୍ତ୍ତମାନ ପ୍ରବାସରେ ଥିବା ଲକ୍ଷ ଲକ୍ଷ ଓଡିଆ ଭାଇଭଉଣୀ ଘରକୁ ଫେରୁଛନ୍ତି। ତଥାପି କୋଭିଡ ବିରୋଧରେ ଚାଲିଥିବା ସଂଗ୍ରାମରେ ଆମେ ଭଲ ସ୍ଥିତିରେ ଅଛୁ । ଏହା ପଛରେ ରହିଛି କରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ଆମର ଲକ୍ଷ…

ଭିକ ମାଗୁଥିବା ଝିଅ ପ୍ରେମରେ ପଡିଲେ ଖାଦ୍ୟ ବାଣ୍ଟୁଥିବା ଯୁବକ

କରୋନା ଯୋଗୁ ଏବେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି କାରଣରୁ ଅନେକ ବିବାହ କାର୍ଯ୍ୟ ସ୍ଥଗିତ କରିବାକୁ ପଡିଛି। ଅନ୍ୟପକ୍ଷରେ, କାନପୁରର ବାସିନ୍ଦା ଅନିଲ ଏବଂ ନୀଲମଙ୍କ କରୋନା ବେଳେ ସାତ ଜନ୍ମ ପାଇଁ ଏକାଠି ହୋଇପାରିଛନ୍ତି। ବର୍ତ୍ତମାନ କାନପୁରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri