ନିରାଡ଼ମ୍ବରରେ ଜନ୍ମଦିନ ପାଳିବେ ପ୍ରଭୁ ଶ୍ରୀରାମ
ଭୁବନେଶ୍ୱର,୨।୪(ବ୍ୟୁରୋ): ଲକ୍ଡାଉନ୍ ଯୋଗୁ ବନ୍ଦ ରହିଛି ରାଜ୍ୟର ସମସ୍ତ ମଠ, ମନ୍ଦିର ଓ ମସ୍ଜିଦ। ଏଭଳିସ୍ଥଳେ ଗୁରୁବାର ହେଉଛି ପବିତ୍ର ରାମନବମୀ। ସର୍ବସାଧାରଣଙ୍କ ପାଇଁ ସମସ୍ତ ମନ୍ଦିର ଦ୍ୱାର ବନ୍ଦ ରହିଥିବାବେଳେ ଠାକୁରଙ୍କର କେବଳ ନୀତିକାନ୍ତି କରାଯାଉଛି। ତେଣୁ ପ୍ରତିବର୍ଷ ଧୂମ୍ଧାମ୍ରେ…
ସାନିଟାଇଜ ସହ ଭୂତାଣୁନାଶକ ଧୂଆଁ ସ୍ପ୍ରେ
ଭୁବନେଶ୍ୱର, ୨।୪ (ବ୍ୟୁରୋ)/ କଟକରୋଡ, (ଡି.ଏନ.ଏ.): କରୋନା ଭୂତାଣୁ ସଂକ୍ରମଣରୁ ଭୁବନେଶ୍ୱରକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ବିଶୋଧନ କାର୍ଯ୍ୟକ୍ରମ। ବୁଧବାର ଦ୍ୱିତୀୟ ଦିନରେ ହାଇପୋକ୍ଲୋରାଇଡ୍ ମିଶା ପାଣିରେ ରାସ୍ତାଘାଟ ବଜାର, କଲୋନୀ ଆଦିକୁ ସାନିଟାଇଜ୍ କରାଯାଇଥିବାବେଳେ ଭୂତାଣୁନାଶକ ଧୂଆଁ…
ଅଟୋ, ଟ୍ରକ୍ ଚାଳକଙ୍କ ପରିବାରରେ ଭାଳେଣି
ଭୁବନେଶ୍ୱର,୨।୪ (ବ୍ୟୁରୋ): କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ୨୧ ଦିନିଆ ଲକ୍ଡାଉନ୍ ବିଶେଷକରି ନିମ୍ନ ଓ ମଧ୍ୟବିତ୍ତଙ୍କ ପାଇଁ କାଳ ହୋଇଛି। ଗାଡିମୋଟର ଚଳାଚଳ ବନ୍ଦ ଯୋଗୁ ଅଟୋ ଚାଳକମାନେ ଘରେ ହାତବାନ୍ଧି ବସିଛନ୍ତି। ପ୍ରତିଦିନ ଅଟୋରୁ ହେଉଥିବା ରୋଜଗାରରେ…
ମାଲ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ
ଭୁବନେଶ୍ୱର,୨।୪(ବ୍ୟୁରୋ): ପୂର୍ବତଟ ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦.୮୫ ମିଲିଅନ୍ ଟନ୍ ମାଲ୍ ପରିବହନ କରି ରେକର୍ଡ଼ କରିଛି। ପୂର୍ବ ଆର୍ଥିକବର୍ଷ ଅର୍ଥାତ୍ ୨୦୧୮-୧୯ରେ ପରିହବନ ହୋଇଥିବା ୧୯୧.୭୬ ମିଲିୟନ ଟନ୍ଠାରୁ ଏହା ୪.୭୩ ପ୍ରତିଶତ ଅଧିକ ରହିଛି। ସେହିଭଳି ୨୦୧୯-୨୦ବର୍ଷରେ…
ଓଡ଼ିଶା ଦିବସ: ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୨।୪(ବ୍ୟୁରୋ): ଭାଷା ଭିତ୍ତିରେ ୧୯୩୬ ମସିହା ଏପ୍ରିଲ ପହିଲାରେ ସ୍ବତନ୍ତ୍ର ଓଡ଼ିଶା ଗଠନ ହୋଇଥିଲା। ଅତୀତର ଏହି ଗୌରବର ସ୍ମୃତି ଚାରଣ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୧ରେ ଉତ୍କଳ ତଥା ଓଡ଼ିଶା ଦିବସ ପାଳନ ହୋଇ ଆସୁଛି। ହେଲେ ସାରା…
ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର,୨।୪(ବ୍ୟୁରୋ): ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାରୀ ଏବଂ ଅନ୍ୟାନ୍ୟ ସଂସ୍ଥା ମିଳିତ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୧୭ ଗୋଷ୍ଠୀ ବେତାର କେନ୍ଦ୍ର ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ହେଲେ ଭଦ୍ରକ ଜିଲା…
କରୋନା ପରୀକ୍ଷା ଲାଗି କିଟ୍ ଦିଅ
ଭୁବନେଶ୍ୱର, ୨।୪(ବ୍ୟୁରୋ): ସରକାର ରାଜ୍ୟରେ କୋଭିଡ୍-୧୯ ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ନିୟମିତ ବ୍ୟବଧାନରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଆବଶ୍ୟକ ପରାମର୍ଶ ଦେଉଛନ୍ତି…
୪୦ ଡିଗ୍ରୀ ଟପିଲା ୨ ସହର
ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କରୋନା ମହାମାରୀ ପାଇଁ ସମଗ୍ର ଦେଶ ଲକ୍ଡାଉନ ଥିବାରୁ ଲୋକମାନେ ଏହି ଗରମରୁ ତ୍ରାହି ପାଇଯାଇଛନ୍ତି। ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ପ୍ରଚଣ୍ଡ ଗ୍ରୀଷ୍ମ…
‘ଖାଉଟି ସାମଗ୍ରୀର ଅଭାବ ନାହିଁ’
ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକ୍ଡାଉନ ସତ୍ତ୍ୱେ ରାଜ୍ୟରେ ଖାଉଟି ସାମଗ୍ରୀର ଅଭାବ ନାହିଁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ମାତ୍ର ବଜାରରେ ଏବେଠାରୁ କଳାବଜାର…
ରାଉରକେଲା ହାଇଟେକ ମେଡିକାଲ କଲେଜ ହେବ କରୋନା ହସ୍ପିଟାଲ
କଟକ ଅଫିସ, ୧।୪: କୋଭିଡ-୧୯ ଭୂତାଣୁ ଏବେ ଷ୍ଟେଜ-୨ରେ ଥିବାବେଳେ କାଳେ ଗୋଷ୍ଠୀ ସଂକ୍ରମଣ ହେବ ଆଶଙ୍କା କରି ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ପରେ ଗୋଟିଏ ସ୍ବତନ୍ତ୍ର କରୋନା ହସ୍ପିଟାଲ ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ (ପିପିପି) ମୋଡ୍ରେ କାର୍ଯ୍ୟକ୍ଷମ କରାଯାଉଛି।…
ଏସ୍ସିବିରେ ଚତୁର୍ଥ କରୋନା ପଜିଟିଭ୍
କଟକ ଅଫିସ, ୨।୪: ଭଦ୍ରକର ଜଣେ ୨୯ ବର୍ଷୀୟ ଯୁବକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ରାତିରେ ଜଣାପଡ଼ିଥିଲା। ଭୁବନେଶ୍ୱର ଏମ୍ସରେ ତାଙ୍କ ନମୁନା ପରୀକ୍ଷା ବେଳେ କରୋନା ପଜିଟିଭ୍ ମିଳିଥିଲା। ବୁଧବାର ଭୋରୁ ତାଙ୍କୁ କଟକ ଏସ୍ସିବି ମେଡ଼ିକାଲ୍…
ଭାରତୀୟ ଖେଳାଳିଙ୍କୁ ନେଇ ହେଉ ଆଇପିଏଲ୍
ନୂଆଦିଲ୍ଲୀ, ୨ା୪ (ପି.ଟି.) କୋଭିଡ୍-୧୯ ମହାମାରୀ ଯୋଗୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ବ୍ୟୟବହୁଳ ଇଭେଣ୍ଟ କେବେ ହେବ ଅବା ସମ୍ପୂର୍ଣ୍ଣ ବାତିଲ କରିଦିଆଯିବ ତାହା ଏପ୍ରିଲ ୧୪ରେ ସ୍ପଷ୍ଟ ହେବ। ଆଗରୁ…
Archives


