Home

ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ୬୦୦ ଦିନ ବୈଧତା ପ୍ଲାନ୍‌, ମୂଲ୍ୟ କେତେ ଜାଣନ୍ତୁ

ନୂଆଦିଲ୍ଲୀ,୩।୭: ଭାରତ ସଂଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଏକ ନୂଆ ପ୍ଲାନ ଆଣିଛି। ୬୦୦ ଦିନ ଭ୍ୟାଲିଡିଟି(ବୈଧତା) ଥିବା ଏହି ପ୍ଲାନର ମୂଲ୍ୟ ରହିଛି ୨,୩୯୯ ଟଙ୍କା। ଏହାଛଡ଼ା କମ୍ପାନୀ ତାମିଲନାଡ଼ୁ ଏବଂ ଚେନ୍ନାଇରେ ୧୪୯ ଟଙ୍କା ଏବଂ ୭୨୫ ଟଙ୍କାର ପ୍ଲାନକୁ…

କମେଡିଆନ୍‌ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ

ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏ ନେଇ ଗତ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ଏହି ସମୟରେ ଶିକ୍ଷକମାନେ ପିଲାମାନଙ୍କର ଅନ୍‌ଲାଇନ୍‌ କ୍ଲାସ ନେଉଛନ୍ତି। ଏଭଳି ସମୟରେ ପିଲାମାନେ ଶିକ୍ଷକମାନଙ୍କୁ କିପରି ହଇରାଣ…

କରୋନାକୁ ହରାଇ ଘରକୁ ଫେରିଲେ କୋଲକାତାର ଏହି ୯୯ ବୟସ୍କ ବୃଦ୍ଧ

କୋଲକାତା,୩।୭: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାମାରୀରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିଲେ ହେଁ ଶହ ଶହ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ବିଶେଷଭାବେ ବୟସ୍କ ବ୍ୟକ୍ତି ଏହାର ଶିକାର ହେଲେ ମୃତ୍ୟୁ…

ବିବାହ ପରେ ମାତ୍ର ୨୧ ଦିନ ଏକତ୍ର ରହିଥିଲେ ବିରାଟ-ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି କୌଣସି ନା କୌଣସି ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପୂର୍ବରୁ ମଧ୍ୟ ଏହି ଯୋଡି ଏକାଠି ସମୟ ବିତାଉଥିବାକୁ ନେଇ ଚର୍ଚ୍ଚାରେ ରହୁଥିଲେ। ଏବେ…

ସାର୍କକୁ ପଞ୍ଝାରେ ଧରି ସମୁଦ୍ର କୂଳରେ ଉଡିଲା ପକ୍ଷୀ

ପକ୍ଷୀ ଆକାରଠାରୁ ସାର୍କର ଆକାର ବିଶାଳକାୟ। ତେବେ ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ ଶିକାରୀ ପକ୍ଷୀ ସାର୍କ ମାଛକୁ ତାର ପଞ୍ଝାରେ ଧରି ଆମେରିକା ମାୟର୍ଟଲ ସମୁଦ୍ରକୂଳରେ ଉଡୁଥିବା ଦେଖିବାକୁ…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୨୦୩ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫,୭୦୫କୁ ବୃଦ୍ଧି

ଭୁବନେଶ୍ୱର, ୩।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫,୭୦୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୩୮ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧା ୩୭, ଗଜପତି ୧୯,…

କରୋନା ଲକ୍ଷଣ ଲୁଚାଇଲେ ଆପଣ ଲୁଚିଯିବେ: ବାଗ୍‌ଚୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ୪୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରକୁ ଘର ବୁଲି ସର୍ଭେ ହେଉଛି। ଗାଁର ପ୍ରତି ଘର ଏବଂ ସହରର ପ୍ରତି ବସ୍ତି ଅଞ୍ଚଳରେ ସର୍ଭେ ହେବ। ଘର ଘର ବୁଲି ଆଶା, ଏଏନ୍‌ଏମ୍‌ କର୍ମୀ ଲକ୍ଷଣ ନେଇ ସର୍ଭେ…

ହୋମ୍‌ କ୍ୱାରାଣ୍ଟାଇନ୍‌ ପାଳନ ନ କରିି ଯମ କୋଳକୁ ଯାଉଛନ୍ତି: ବାଗ୍‌ଚୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଲୋକମାନଙ୍କ ମଧ୍ୟରେ ଭୟ ଓ ସଚେତନତା କମିଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର କରୋନା ମୁକାବିଲା କମିଟି ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ମୁଖପାତ୍ର…

କୋଭିଡ୍‌-୧୯: ୨୦୨୦ ହିରୋ ଇଣ୍ଡିଆନ ଓପନ୍‌ ଗଲ୍ଫ ଟୁର୍ନାମେଣ୍ଟ ବାତିଲ

ନୂଆଦିଲ୍ଲୀ,୩।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉଏକ ମେଗା ଇଭେଣ୍ଟ ବାତିଲ ହୋଇଛି। ଶୁକ୍ରବାର ହିରୋ ଇଣ୍ଡିଆନ୍‌ ଗଲ୍ଫ ଟୁର୍ନାମେଣ୍ଟର ୨୦୨୦ ସଂସ୍କରଣକୁ ବାତିଲ କରାଯାଇଛି ଭାରତୀୟ ଗଲ୍ଫ ୟୁନିୟନ ଅଧ୍ୟକ୍ଷ ଦେବାଙ୍ଗ ଶାହା କହିଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ…

ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦ ଟଙ୍କା

ଭୁବନେଶ୍ୱର,୩।୭(ବ୍ୟୁରୋ): ଏଣିକି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ କରାଇପାରିବେ। ଏଥିପାଇଁ ୨୨ଶହ ଟଙ୍କା ଫି’ ଦେବାକୁ ପଡ଼ିବ। ରାଜ୍ୟ ସରକାର ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ସର୍ବାଧିକ ଫି’ ଧାର୍ଯ୍ୟ କରିଛନ୍ତି। ଜିଏସ୍‌ଟି ସହ ସର୍ବାଧିକ ଫି’ ୨୨ଶହ ଧାର୍ଯ୍ୟ କରାଯାଇଛି। ଏହି…

ଗଞ୍ଜାମରେ କାୟା ବିସ୍ତାର କଲାଣି କରୋନା: ୪୨ ଅଞ୍ଚଳ ସଂକ୍ରମିତ ଚିହ୍ନଟ ପରେ ୧୨ ରାସ୍ତା ସିଲ୍‌

ବ୍ରହ୍ମପୁର ଅଫିସ ,୩।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଲକ୍‌ଡାଉନ ଓ ଶଟ୍‌ଡାଉନ ପରି ପଦକ୍ଷେପ ନେଇଛନ୍ତି। ଗତ ମାର୍ଚ୍ଚ ମାସରୁ ଏହି ଧାରା ଜାରିରହିଥିବା ବେଳେ ଲୋକମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ…

ସ୍ମିଥ୍‌, ଡିଭିଲର୍ସଙ୍କୁ ବୋଲିଂ କରିବା ବଡ଼ ଚ୍ୟାଲେଞ୍ଜ: କୁଲଦୀପ୍‌

ନୂଆଦିଲ୍ଲୀ,୩।୭(ପି.ଟି): ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଦକ୍ଷିଣ ଆଫ୍ରିକା ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ବୋଲି ଭାରତୀୟ ରିଷ୍ଟ ସ୍ପିନର କୁଲଦୀପ ଯାଦବ କହିଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପାଖରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?