ଗର୍ଭବତୀଙ୍କ ଚିକିତ୍ସା କରିବାକୁ ମନାକଲେ ୮ ହସ୍ପିଟାଲ: ୧୩ ଘଣ୍ଟାପରେ ଆମ୍ବୁଲାନ୍ସ୍ରେ ଘଟିଲା ମୃତ୍ୟୁ
ନୋଏଡ଼ା, ୭।୬: ଦେଶରେ କରୋନା ସଂକ୍ରମଣ ନେଇ ଲୋକେ ଏଭଳି ଆତଙ୍କିତ ହୋଇ ପଡ଼ିଛନ୍ତି ଯେ, ସେମାନଙ୍କ ମଧ୍ୟରେ ଥିବା ସାଧାରଣ ମାନବିକତା ମଧ୍ୟ ଏବେ ହଜି ଯାଇଛି। ଏହାର ସଦ୍ୟତମ ଉଦାହରଣ ଦିଲ୍ଲୀର ନୋଏଡ଼ାରେ ଘଟିଛି। ଏଠାରେ କରୋନା ଲକ୍ଷଣ…
ରଙ୍ଗ ବଦଳାଉଥିବା ମାଛ
ସାଧାରଣତଃ ବହୁରୂପୀ ରଙ୍ଗ ବଦଳାଇଥାଏ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଏମିତି ଏକ ମାଛ ଅଛି, ଯାହା ରଙ୍ଗ ବଦଳାଇଥାଏ। ଏହି ମାଛ ବିରଳ। ନିକଟରେ ଏହା ଭାରତରେ ଦେଖିବାକୁ ମିଳିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମାଛ ପ୍ରଥମ ଥର…
ଥମୁନି ପ୍ରାଣୀ ହିଂସା: କୁକୁରକୁ ଘୋଷାଡ଼ି ନେଲେ
ଔରଙ୍ଗାବାଦ, ୭।୬: ଦେଶରେ ପ୍ରାଣୀ ହିଂସା ଥମିବାର ନାଁ ଧରୁନି। କିଛି ଦିନ ତଳେ କେରଳରେ ଗୋଟିଏ ଗର୍ଭିଣୀ ହାତୀକୁ କିଛି ଦୁର୍ବୃତ୍ତ ସପୁରି ଭିତରେ ବିସ୍ଫୋରକ ରଖି ଖାଇବାକୁ ଦେଇଥିଲେ। ପରେ ହାତୀଟିର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ…
ବିପଜ୍ଜନକ କାର୍ଯ୍ୟରେ ନାହିଁ ଲଗାମ: ବିଦ୍ୟୁତ୍ କରେଣ୍ଟ ଦେଇ ମାଛଧରା, କମ୍ ଖର୍ଚ୍ଚରେ ମିଳୁଛି ବେଶି ଲାଭ
ନୟାଗଡ଼ ଅଫିସ/ଓଡଗାଁ,୭।୬(ସ୍ବ.ପ୍ର.): ମାଛ ମାରିବାକୁ ନୂଆ କୌଶଳ ଆପଣେଇଛନ୍ତି କେତେଜଣ ଯୁବକ। ଜାଲ ବଦଳରେ ବିଦ୍ୟୁତ୍ କରେଣ୍ଟ ଦେଇ ବିନା ପରିଶ୍ରମ ଓ କମ୍ ଖର୍ଚ୍ଚରେ ମାଛ ମାରୁଛନ୍ତି। ଏଭଳି ଦୃଶ୍ୟ ନୟାଗଡ ଜିଲା ଓଡଗାଁ ବ୍ଲକ ଶରଧାପୁର ପଞ୍ଚାୟତ ଆମ୍ବରାପୁର…
୧୦ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୫ ପ୍ରତିଶତ
ନୂଆଦିଲ୍ଲୀ, ୭।୬: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୪୬ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୭ ହଜାର ୪୦ ରହିଛି। ସେଥିମଧ୍ୟରୁ ୧୦ଟି ରାଜ୍ୟରେ ମୃତକଙ୍କ ସଂଖ୍ୟା ମୋଟ ମୃତ୍ୟୁ ସଂଖ୍ୟାର ୯୫ ପ୍ରତିଶତ ରହିଛି।…
ଏନ୍କ୍ଲୋଜରରେ ରହିଲା ମଣିଷଖିଆ ବାଘ
ଭୋପାଳ, ୭।୬: ମଧ୍ୟପ୍ରଦେଶରେ ଏକ ମଣିଷଖିଆ ବାଘକୁ ଏନ୍କ୍ଲୋଜରରେ ରଖାଯାଇଛି। କାହ୍ନା ଜାତୀୟ ଅଭୟାରଣ୍ୟରେ ଥିବା ଏହି ବାଘକୁ ଟ୍ରାଙ୍କ୍ବ୍ୟୁଲାଇଜ୍ କରାଯାଇ ଭୋପାଳ ବନ ବିହାରକୁ ପଠାଇ ଦିଆଯାଇଛି। ୫ ବର୍ଷ ବୟସ୍କ ୧୮୦ କିଲୋଗ୍ରାମ୍ ବିଶିଷ୍ଟ ଏହି ବାଘ ୩…
କରୋନା ମୃତ୍ୟୁ ଛୁଇଁଲା ୪ ଲକ୍ଷ: ୬୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬୯ ଲକ୍ଷ ୮୧ ହଜାର ୪୩୫ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨ ହଜାର…
CORONAVIRUS UPDATE: ଆଖି ବୁଜିଲେ ଆଉ ଜଣେ କରୋନା ଆକ୍ରାନ୍ତ; ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି
ଭୁବନେଶ୍ୱର,୭।୬(ବ୍ୟୁରୋ): କରୋନା ସଂକ୍ରମିତ ହୋଇ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ମୃତକଜଣଙ୍କ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍ସାଇଟ୍ରେ ରବିବାର…
CORONAVIRUS UPDATE: ରାଜ୍ୟରେ ଆଉ ୭୫ ପଜିଟିଭ୍ ଚିହ୍ନଟ; ୨,୮୫୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ପୁଣି ୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨ଜଣ କ୍ୱାରାଣ୍ଟାଇନ୍ ସେଣ୍ଟରର ଥିବା ବେଳେ ଲୋକାଲ୍ କେସ୍ ୩ ରହିଛି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୫୬ରେ ପହଞ୍ଚିଛି। ଏ ନେଇ ରବିବାର…
ହରିଣର ଜୀବନ ରକ୍ଷା ପାଇଁ ନଦୀକୁ ଡେଇଁଲେ ଯବାନ
ନୂଆଦିଲ୍ଲୀ,୭ା୬: ନଦୀକୁ ଡେଇଁ ଏକ ଗର୍ଭବତୀ ହରିଣର ଜୀବନ ରକ୍ଷା କରିଛନ୍ତି ଭାରତୀୟ ଯବାନ। ଘଟଣା ଘଟିଛି ଅରୁଣାଚଳ ପ୍ରଦେଶରେ। ଇଷ୍ଟର୍ନ କମାଣ୍ଡ ପକ୍ଷରୁ ନିଜ ଟୁଇଟର ପେଜ୍ରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଜୁନ୍…
ଚାଇନା ହାତରେ ଖେଳୁଛି ଆମେରିକା
ନୂଆଦିଲ୍ଲୀ, ୭ା୬: ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ। ଚାଇନାର ଉହାନ୍ ସହରରୁ ବ୍ୟାପି ସାରା ବିଶ୍ୱକୁ ଏହି ଭୂତାଣୁ ଥରହର କରିପକାଇଛି। ଆମେରିକା ସମେତ ୟୁରୋପର କେତେକ ଦେଶ ଏଥିଲାଗି ଚାଇନାକୁ ଦୋଷ ଦେଉଛନ୍ତି। ସେପଟେ କିନ୍ତୁ ଅନ୍ତର୍ଜାତୀୟ…
ବନ୍ଦେ ଭାରତ ମିଶନ-୩ ପାଇଁ ୨୨ହଜାର ଟିକେଟ ବିକ୍ରି
ନୂଆଦିଲ୍ଲୀ,୭।୬: କରୋନ ସଂକ୍ରମଣ ଜନିତ ସମସ୍ୟା ଓ କଟକଣା କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଯୋଜନା ‘ବନ୍ଦେ ଭାରତ ମିଶନ’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ତୃତୀୟ ପର୍ଯ୍ୟାୟ…
Archives


