Home

ବର୍ଷର ଅନ୍ତର୍ଜାତୀୟ ଇଭେଣ୍ଟ ବାତିଲ କଲା ଚାଇନା

ବେଜିଂ, ୧୦ା୭ (ଏପି)-ବର୍ଷର ଅବଶିଷ୍ଟ ସମୟରେ ଦେଶରେ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ନ କରିବା ଲାଗି ଚାଇନା ନିଷ୍ପତ୍ତି ନେଇଛି। ତେବେ ୨୦୨୨ରେ ବେଜିଂ ଓ ପଡୋଶୀ ସହର ଝାଙ୍ଗ୍‌ଜିଆକୋ ସହରରେ ହେବାକୁଥିବା ଓ୍ବିଣ୍ଟର ଅଲିମ୍ପିକ୍ସ ପାଇଁ ଟ୍ରାଏଲ୍‌କୁ ଏଥିରୁ…

ଖଣି ପାଇଁ ବଳି ପଡ଼ିବ ୯ ଲକ୍ଷ ଗଛ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)-ନୂଆ ଖଣି ଖନନ ପାଇଁ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଗୁଆଲି ପଞ୍ଚାୟତ ଅଧୀନ ଗନ୍ଧଲପଡା ଗ୍ରାମ ନିକଟ ଶାଳ ଜଙ୍ଗଲ ପରିପୂର୍ଣ୍ଣ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ପ୍ରାୟ ୧୮୧.୪୬୧ ହେକ୍ଟର ଅଞ୍ଚଳରେ ପାଖାପାଖି ୯ଲକ୍ଷ ଶାଳଗଛ…

ଆଇପିଏଲ୍‌ ପାଇଁ ଆଗ୍ରହ ଦେଖାଇ ନାହିଁ ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୦ା୭ (ପି.ଟି.)-ଚଳିତବର୍ଷ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ପାଇଁ ନ୍ୟୁଜିଲାଣ୍ଡ ଆଗ୍ରହ ପ୍ରକାଶ କରିଥିବା ଯାହା ଶୁଣାଯାଉଛି ତାହା ଠିକ୍‌ ନୁହେଁ। ତାହା ଏକ ଗୁଜବ ମାତ୍ର। କିନ୍ତୁ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌ ପାଇଁ ନ୍ୟୁଜିଲାଣ୍ଡ…

୩ ପିଲାର ବାପା ସହିତ ୨ ପିଲାର ମା’ ଫେରାର

ବାହାନଗା, ୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳର ଜଣେ ୨ ସନ୍ତାନର ମା’ ଜଣେ ୩ ସନ୍ତାନଙ୍କ ବାପା ସହ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଉଭୟେ ଫେରାର ହୋଇଯାଉଥିବା ବେଳେ…

ଆସନ୍ତା କାଲିଠାରୁ ଉତ୍ତର ପ୍ରଦେଶରେ ଲକଡାଉନ

ଲକ୍ଷ୍ନୌ,୯ା୭-ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉତ୍ତର ପ୍ରଦେଶ ସରକାର ଶୁକ୍ରବାର ରାତି ୧୦ରୁ ଜୁଲାଇ ୧୩ ସକାଳ ୫ଟା ଯାଏ ଲକଡାଉନ ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିୱାରୀ ଗୁରୁବାର ସୂଚନା ଦେଇଛନ୍ତି।…

ଇଞ୍ଜିନିୟରିଂ କଲେଜରେ ଚାକିରି ଦେବାକୁ କହି ମହିଳାଙ୍କୁ ବଳାତ୍କାର

ବାରଙ୍ଗ,୯ା୭(ଡି.ଏନ.ଏ)-ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ମେଣ୍ଡାଶାଳ ଫାଣ୍ଡିରେ ଗୁରୁବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଚନ୍ଦକା ଥାନାରେ ନଂ.୧୨୦/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଫାଣ୍ଡି ଅଧୀନରେ ଜଣେ ମହିଳା…

ପୁଅରୁ ହେଲେ ଝିଅ

ମାନବ ଶରୀର ଅନେକ ପ୍ରକାରର ହରମୋନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ହରମୋନ୍‌ରେ ପରିବର୍ତ୍ତନ ହେଲେ ମଣିଷ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ବ୍ରିଟିସରେ ରହୁଥିବା ୧୧ ବର୍ଷର ବାଳକ ରିସ୍‌ କ୍ଷେତ୍ରରେ ଏମିତି କିଛି ଘଟିଛି। ୧୧ ବର୍ଷ ପର୍ଯ୍ୟନ୍ତ…

କୋଭିଡ୍‌ ଯୋଦ୍ଧା ଘୋଷଣା ଦାବି: ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମୃତଦେହ ରଖି ରାସ୍ତାରୋକୋ

କଣାସ,୯।୭(ସ୍ବ.ପ୍ର.)- କଣାସ ବ୍ଲକ ଅନ୍ତର୍ଗତ ଦେଇପୁର ପଞ୍ଚାୟତର କାଙ୍କପୁର ଗ୍ରାମର ୧ନଂ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ବାସନ୍ତୀ ସାମଲଙ୍କ ସୋମବାର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଗୁରୁବାର ମୃତଦେହ ଗ୍ରାମକୁ ଆସିଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଅଙ୍ଗନଓ୍ବାଡି କର୍ମୀ ବାସନ୍ତୀଙ୍କୁ କୋଭିଡ୍‌ ଯୋଦ୍ଧା…

ମାର୍କେଟକୁ ଆସିଲା ଟଙ୍କା, ମୋବାଇଲ ସାନିଟାଇଜର

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ଧୋଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ତେବେ କାଗଜ ନୋଟରେ କରୋନା ଭାଇରସ…

କାଲି ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର, ୯।୭(ବ୍ୟୁରୋ): ଆସନ୍ତା ଶୁକ୍ରବାର ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆଇସିଏସ୍‌ଇ ଏବଂ ଆଇଏସ୍‌ସି ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ମୋବାଇଲରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ…

୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୯ା୭(ବ୍ୟୁରୋ)- ଦକ୍ଷିଣ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଏବଂ ରାୟଗଡା ଜିଲାର କେତେକ ସ୍ଥାନରେ ପ୍ରବଳ…

ଶାଶୁଙ୍କ ବେକରେ ଫୁଲ ହାର ପକାଇଲେ ଜ୍ୱାଇଁ

ଭାରତରେ ବିବାହ ଉତ୍ସବରେ ବହୁତ ମଉଜ ମସ୍ତି ହୋଇଥାଏ। ବେଳେବେଳେ ଏହି ସମୟରେ ଏମିତି କିଛି ଘଟଣା ଘଟେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଥାଏ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?