ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି ଏମିତି କହିଲେ ପୂର୍ବତନ ପ୍ରେମିକା
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କ ଚକିତ କରିଛି। ପ୍ରତିଭାସମ୍ପନ୍ନ କଳାକାର ସୁଶାନ୍ତଙ୍କ ମୃତ୍ୟୁରେ ବଲିଉଡ୍ ସ୍ତବ୍ଧ ହୋଇଯାଇଛି। ଟେଲି ସିରିଏଲ୍ରୁ ବଲିଉଡ୍କୁ ଆସି ବେଶ ସଫଳ ହୋଇଥିବା ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା। ଅଭନେତ୍ରୀ ଅଙ୍କିତା…
ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ: ୧୯ ମୃତ
ବେଜିଂ,୧୪।୬: ଚାଇନାର ଜେଜିଆଙ୍ଗ ସହରରେ ଏକ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭୨ରୁ ଅଧିକ ଆହତ ହୋଇଛନ୍ତି। ରାସ୍ତା କଡରେ ଗ୍ୟାସ ଭର୍ତ୍ତି ଟ୍ୟାଙ୍କରଟି ଅଟକି ଥିବାବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହା…
ସାତ ବର୍ଷ ପରେ ନ୍ୟୁ ସାଉଥ ଓ୍ବେଲ୍ସକୁ ଫେରିଲେ ଜାମ୍ପା
ମେଲବୋର୍ନ, ୧୪ା୬ (ପି.ଟି.)-ଆସନ୍ତା ସିଜନ ପାଇଁ ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପା ନ୍ୟୁ ସାଉଥ୍ ଓ୍ବେଲ୍ସ ସହ ଏକ ଚୁକ୍ତି କରିଛନ୍ତି। ଫଳରେ ଦୀର୍ଘ ୭ ବର୍ଷ ବ୍ୟବଧାନରେ ସେ ନିଜର ପୂର୍ବତନ କ୍ଲବକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏପର୍ଯ୍ୟନ୍ତ ସେ ସାଉଥ…
ମହଙ୍ଗା ପଡ଼ିଲା ରଜ ଭୋଜି: କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷ ଗିରଫ
ଆନନ୍ଦପୁର,୧୪। ୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନିକଟସ୍ଥ ପଡିଆରେ ସଙ୍ଗବଦ୍ଧ ଭାବେ ରଜ ଉପଲକ୍ଷେ ଭୋଜିର ଆସର ଚାଲିଥିବାବେଳେ ପୋଲିସ ଚଢାଉ କରି କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏ ନେଇ କେସ୍ ନଂ. ୭୯/୨୦ରେ…
ସୁଇମିଂ ପୁଲ୍ ନ ଖୋଲିଲେ ଅବସର ନେଇପାରନ୍ତି ବିର୍ଦ୍ଧଓ୍ବାଲ
ନୂଆଦିଲ୍ଲୀ, ୧୪ା୬ (ପି.ଟି.)-ସୁଇମିଂ ଟ୍ରେନିଂ ଆରମ୍ଭ ହୋଇ ପାରି ନ ଥିବାରୁ ହତୋତ୍ସାହିତ ହୋଇ ପଡ଼ିଛନ୍ତି ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ବିର୍ଦ୍ଧଓ୍ବାଲ୍ ଖାଡ଼େ। କୋଭିଡ୍-୧୯ ଯୋଗୁ ସୁଇମିଂ ପୁଲ୍ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏହା ଦ୍ୱାରା…
ନାପୋଲି ଇଟାଲିଆନ କପ୍ ଫାଇନାଲରେ
ନାପଲ୍ସ, ୧୪ା୬ (ଏପି)-ଶନିବାର ଇଣ୍ଟର ମିଲାନ ବିପକ୍ଷ ମ୍ୟାଚ ୧-୧ରେ ଅମୀମାସିଂତ ଭାବେ ଶେଷ କରିବା ପରେ ନାପୋଲି ଇଟାଲିଆନ୍ କପ୍ ଫୁଟ୍ବଲ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ପକ୍ଷରୁ ଡ୍ରାଇଜ୍ ମର୍ଟେନ୍ସ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଏଥିସହିତ…
ସୁଶାନ୍ତଙ୍କ ଆତ୍ମାର ସଦ୍ଗତି ପାଇଁ ଉପବାସ ରଖିବେ ବିହାର ଡିଜିପି
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। ରାଜନେତାଠାରୁ ଆରମ୍ଭ କରି କ୍ରୀଡା ଜଗତ ତାଙ୍କ ଆକସ୍ମିକ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସୁଶାନ୍ତ ସିଂଙ୍କ ଦୁଃଖଦ ମୃତ୍ୟୁ ବିହାର ଡିଜିପି ଗୁପ୍ତଚର…
ଆରପାରିରେ ଅଭିନେତା ରତନ ଚୋପ୍ରା
ପୁଣି ଜଣେ ବଲିଉଡ୍ କଳାକାରଙ୍କ ପରଲୋକ ଘଟିଛି। ବଲିଉଡର ବରିଷ୍ଠ ଅଭିନେତା ରତନ ଚୋପ୍ରା ୭୦ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କହିଛନ୍ତି। ରତନ ବହୁଦିନ ଧରି କ୍ୟାନସରରେ ପୀଡିତ ଥିଲେ। କିନ୍ତୁ ଚିକିତ୍ସା ପାଇଁ ଅର୍ଥ ନ ଥିବାରୁ ସେ…
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୧୪ା୬(ବ୍ୟୁରୋ) : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରବିବାର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ଏକପ୍ରକାର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି…
ୟୁଏଇରୁ ଫେରିଲେ ୨୧୫ ପ୍ରବାସୀ ଓଡିଆ
ଭୁବନେଶ୍ୱର,୧୪।୬(ବ୍ୟୁରୋ)-ୟୁଏଇର ସାରଜାହା ବିମାନ ବନ୍ଦରରୁ ୨୧୫ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ରବିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ। ମହାମାରୀ କରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ…
ସୁନ୍ଦରଗଡ଼ରେ ପହଞ୍ଚିଲା ମୌସୁମୀ: ଜାରିରହିଛି ବର୍ଷା
ସୁନ୍ଦରଗଡ଼,୧୪ା୬(ଡି.ଏନ୍.ଏ.): ସୁନ୍ଦରଗଡ଼ରେ ମୌସୁମୀ ପହଞ୍ଚିଛି। ଫଳରେ ଶନିବାର ରାତିରୁ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି। ଜିଲାରେ ହାରାହାରି ୬୨.୫୯ ମିମି ବର୍ଷା ହୋଇଥିବା ଜିଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ୧୭ଟି ବ୍ଲକରେ ୧୦୬୪.୧ମିମି ବର୍ଷା ହୋଇଛି।…
ସୁଶାନ୍ତଙ୍କ ମୃତ୍ୟୁରେ କ୍ରିକେଟ ଜଗତ ସ୍ତବ୍ଧ
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବିରାଟ କୋହଲି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ସଚିନ ଟୁଇଟ୍ କରି କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଖବର…
Archives


