ଜୀବନ ସାଥୀଙ୍କ କଣ୍ଠସ୍ବରରୁ ଜାଣନ୍ତୁ ଧୋକା ଦେଉଛନ୍ତି କି ନାହିଁ

ପ୍ରତ୍ୟେକ ପୁରୁଷ ଜୀବନରେ ଜଣେ ନାରୀ ଆସିଥାଏ। ସେହିପରି ନାରୀ ଜୀବନରେ ମଧ୍ୟ ଜଣେ ପୁରୁଷ ଆସିଥାଏ। ତେବେ ଆଜିକାଲି ଅଧିକାଂଶ ଯୁବପୀଢି ପ୍ରେମରେ ପଡୁଛନ୍ତି। ହେଲେ କିଛି ପ୍ରେମ ସମ୍ପର୍କ ଚିରସ୍ଥାୟୀ ହେଉଥିବାବେଳେ ଆଉ କିଛି ଖୁବକମ ସମୟ ମଧ୍ୟରେ ଭାଙ୍ଗି ଯାଉଥିବା ଦେଖିବାକୁ ମିଳୁଛି। ଆଜିକାଲି ରିଲେସନସିପରେ ମିଛ କହିବା ଓ ଧୋକା ଦେବା ଏକ ସାଧାରଣ କଥା ପାଲଟିଛି। ଯଦି ପ୍ରେମିକପ୍ରେମିକା ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ଦେଖାଯାଏ ତେବେ ଏଭଳି ପରିସ୍ଥିତି ଉପୁଜେ। ଅଧିକାଂଶ ସମୟରେ ଏପରି ଖବର ଗଣମାଧ୍ୟମରେ ପ୍ରସାରିତ ହେଉଥିବାବେଳେ ସାଧାରଣରେ ମଧ୍ୟ ଚର୍ଚ୍ଚା ହେଉଥିବା ନଜିର ରହିଛି। ତେବେ ଏକ ନୂଆ ରିସର୍ଚ୍ଚରେ ଜଣାପଡିଛି ଯେ, ପାର୍ଟନରଙ୍କ କଣ୍ଠସ୍ବରରୁ ବି ଆପଣ ଜାଣିପାରିବେ ସାଥୀ ସତ କହୁଛନ୍ତି ନା ମିଛ।
ଆସନ୍ତୁ ଜାଣିବା କେମିତି…
ସାଧାରଣତଃ ମିଛ କହିବାବେଳେ ଲୋକମାନେ ଭାବିଚିନ୍ତି କଥାବାର୍ତ୍ତା କରିଥାନ୍ତି। ସେହିପରି ଧରାପଡିଯିବା ଭୟରେ ପୁଅମାନେ ବେଳେବେଳେ ଗୁଣୁ ଗୁଣୁ ହୋଇ ଏଣୁ ତେଣୁ କଥା ଗପି ଦିଅନ୍ତି। ଏହା କାରଣରୁ ତାଙ୍କ ମିଛ ଧରାପଡିଯାଏ, ଏହା ମିଛ କହୁ କହୁ କିଛି ପୁଅ ସତ କହି ଦିଅନ୍ତି। ଏଣୁ ଆପଣଙ୍କ ପାର୍ଟନର ଯଦି କଥା ହେବାବେଳେ ଭାବିଚିନ୍ତି କଥା ହେଉଥାନ୍ତି ତେବେ ଜାଣନ୍ତୁ ଯେ ସେ ଆପଣଙ୍କୁ ମିଛ କହିବାକୁ ଚେଷ୍ଟା କରୁଛନ୍ତି। ଯଦି ପାର୍ଟନର ଫୋନରେ କଥା ହେବାବେଳେ ଥଙ୍ଗମଙ୍ଗ ହୋଇ କଥା ହେଉଥାନ୍ତି ତେବେ ଜାଣନ୍ତୁ ଯେ ସେ କିଛି ଭୁଲ କାମ କରୁଛନ୍ତି, ଯାହା ଆପଣଙ୍କୁ ଲୁଚାଉଛନ୍ତି। ଏଣୁ ଭୟରେ ଏଭଳି କଥାବାର୍ତ୍ତା ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?