Home

କେନ୍ଦୁଝରରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଲା

କେନ୍ଦୁଝର,୨୫।୬: (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫କୁ ବୃଦ୍ଧି ହୋଇଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଘଷିପୁରା ବ୍ଲକର ୩ଜଣ…

ପ୍ରତି ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ: ମହିଳାଙ୍କ ମୃତ୍ୟୁ ହାର ଅଧିକ

ନୂଆଦିଲ୍ଲୀ, ୨୫।୬: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଦେଶରେ ପ୍ରତି ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ରହିଛନ୍ତି। ଏନେଇ ଗ୍ଲୋବାଲ ହେଲଥ୍‌ ସାଇନ୍ସ୍‌ ପତ୍ରିକା ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ…

ଡରାଇଲାଣି କରୋନା: ଗୋଟିଏ ଦିନରେ ସର୍ବାଧିକ ୧୬,୯୨୨ ସଂକ୍ରମିତ

ନୂଆଦିଲ୍ଲୀ,୨୫।୬: ଦେଶରେ କରୋନା ସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ଯଦିଓ ଲକ୍‌ଡାଉନ ପରେ ଲୋକେ କରୋନା ଭାଇରସକୁ ସାମାନ୍ୟ ହାଲ୍‌କା ଭାବେ ଗ୍ରହଣ କରୁଛନ୍ତି ତଥାପି ଏହା ବେଳକୁ ବେଳ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଆଉ…

ଇଏ ବି ମା’… ଅଳିଆ ଉଠାଇ ପୋଷୁଛନ୍ତି ଦିବ୍ୟାଙ୍ଗ ପୁଅର ପେଟ

ଭାରତର କିମ୍ବଦନ୍ତୀ କ୍ରିକେଟର ଭିଭିଏସ ଲକ୍ଷ୍ମଣ ପ୍ରାୟତଃ ସୋସିଆଲ ମିଡିଆରେ ପ୍ରେରଣାଦାୟୀ କାହାଣୀ ପୋଷ୍ଟ କରି ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏପରି ଜଣେ ମା’ଙ୍କ ଭିଡିଓ ଶେୟାର କରିଛନ୍ତି, ଯାହାଙ୍କୁୁ ଦେଖିରେ ଲୋମ ଟାଙ୍କୁରି ଉଠିବ। ଯେଉଁ ମା’କୁ ଅନ୍ୟର…

ହୀରାକୁଦ ଡ୍ୟାମ୍‌ରୁ ନିଷ୍କାସିତ ହେଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ସକାଳେ ନିଷ୍କାସିତ ହୋଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ପ୍ରଥମେ ହୀରାକୁଦ ଡ୍ୟାମ୍‌ର ୭ ନମ୍ବର ସ୍ଲୁଇସ ଗେଟ୍‌କୁ ଖୋଲାଯାଇଛି। ଏହାପରେ ଆଉ ୪ଟି ଗେଟ୍‌ ଖୋଲାଯାଇଥିଲା। ବର୍ତ୍ତମାନ ୫ଟି ଗେଟ୍‌…

ପୁରୁଷୋତ୍ତମପୁରରେ ବିଭିନ୍ନ ବଜାର, ବସ୍‌ଷ୍ଟାଣ୍ଡକୁ ସିଲ କଲା ଏନ୍‌ଏସି ପ୍ରଶାସନ

ପୁରୁଷୋତ୍ତମପୁର, ୨୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁରୁବାର ବିଭିନ୍ନ ବଜାରକୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ବଡବଜାର, ପରିବା ମାର୍କେଟ ଓ ବସ୍‌ଷ୍ଟାଣ୍ଡରେ ପ୍ରବଳ ଜନଗହଳି ହେଉଥିବା ବେଳେ ଲୋକେ…

ଜୁନ୍‌ ୨୪ ସୁଦ୍ଧା ପରୀକ୍ଷା ହେଲାଣି ୭୫ ଲକ୍ଷ ନମୁନା: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୫।୬: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଥିବା ବେଳେ ଏହାର ନମୁନା ପରୀକ୍ଷା ଯେତେଶୀଘ୍ର ହୋଇ ପାରିବ ସେତେଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଚିକିତ୍ସା ମଧ୍ୟ କରାଯାଇ ପାରିବ ବୋଲି କୁହାଯାଉଛି। ତେଣୁ ଦେଶରେ ଏବେ…

ପତଞ୍ଜଳିର କରୋନିଲକୁ ମହାରାଷ୍ଟ୍ର ଆସିବା ମନା: ନକଲି ଔଷଧ ରାଜ୍ୟରେ ହେବନି ବିକ୍ରି, କହିଲେ ମନ୍ତ୍ରୀ

ମୁମ୍ବାଇ, ୨୫।୬: ପତଞ୍ଜଳି ପକ୍ଷରୁ କରୋନା ପାଇଁ ପ୍ରସ୍ତୁତ କରାଯାଇଥିବା କରୋନିଲକୁ ରାଜ୍ୟରେ ବିକ୍ରି ଲାଗି ମହାରାଷ୍ଟ୍ର ସରକାର ମନା କରିଛନ୍ତି। କୌଣସି ନକଲି ଔଷଧର ବିକ୍ରି ରାଜ୍ୟରେ ହେବନି ବୋଲି ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି। କରୋନିଲର କ୍ଲିନିକାଲ ଟ୍ରାଏଲ୍‌…

ସାହାରପଡା ବ୍ଲକରେ ଆଉ ୨ ନୂଆ ପଜିଟିଭ ଚିହ୍ନଟ: ୫ ଦିନ ଯାଏଁ ମାଛଗଡ଼ ପଞ୍ଚାୟତ ଶଟ୍‌ଡାଉନ

ପାଟଣା,୨୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତରେ ଗୁରୁବାର ଆଉ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସାହାରପଡା ବ୍ଲକରେ ପଜିଟିଭ ସଂଖ୍ୟା ୭ରେ ପହଞ୍ଚିଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରର ବୋଲି…

ସୁଶାନ୍ତଙ୍କ ପାଗଳ ପ୍ରଶଂସକ, ବାଣ୍ଟୁଛନ୍ତି ତାଙ୍କ ଫଟୋ ଥିବା ମାସ୍କ

ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ।…

ଏଏସ୍‌‌ଆଇ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ,୨୫।୬: ଏଏସ୍‌‌ଆଇ ପକ୍ଷରୁ ଗୁରୁବାର ଶ୍ରୀମନ୍ଦିର ଯାଞ୍ଚ କରାଯାଉଛି। ଡାକ୍ତର ଏନ୍‌.ସି. ପାଲଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଯାଞ୍ଚ କରୁଛନ୍ତି। ବିଶେଷକରି ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରାଯାଉଛି। ଗର୍ଭଗୃହର ପ୍ରଥମ ମହଲା ଓ ଦ୍ୱିତୀୟ ମହଲା ସହିତ ଏଠାରେ…

ଅନୁଷ୍କାଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିରାଟ କୋହଲି

ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନେଟ୍‌ଫ୍ଲିକ୍ସରେ ଅନୁଷ୍କାଙ୍କ ଫିଲ୍ମ ‘ବୁଲ୍‌ବୁଲ୍‌’ ରିଲିଜ୍‌ ହୋଇଛି। କୋହଲି ଟୁଇଟ୍‌ ଯୋଗେ ଅନୁଷ୍କା ଏବଂ ଭାଇ କର୍ନେଶ ଶର୍ମାଙ୍କୁ ପ୍ରଶଂସା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri