ଚିନ୍ତା ବଢାଉଛି କରୋନା: ପ୍ରତି ଶହେ ଜଣରେ ୧୩ଜଣ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ,୬।୭: ଚିନ୍ତା ବଢାଇ ଚାଲିଛି କରୋନା। କିଛିଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଦେଶରେ ୭ ଲକ୍ଷ ଛୁଇଁବାକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଅନ୍ୟପଟେ ମୃତ୍ୟୁସଂଖ୍ୟା ବଢି ଚାଲିଥିବାରୁ ଏବେ ୧୯…
ସ୍ବାବ୍ ନମୁନା ସଂଗ୍ରହକୁ ବିରୋଧ: ୩ ଜଣଙ୍କ ନାମରେ ମାମଲା
ବରଗଡ଼ ଅଫିସ,୬ା୭: ପରୀକ୍ଷା ପାଇଁ ସ୍ବାବ୍ ନମୁନା ସଂଗ୍ରହକୁ ବିରୋଧ କରିବା ମହଙ୍ଗା ପଡ଼ିଛି। ବରଗଡ଼ ଜିଲା ଅମ୍ବାଭୋନା ଥାନା ଭୁକ୍ତା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ସୋମବାର ଏ ନେଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ…
ରାୟଗଡ଼ାରେ ୧୩ କରୋନା ପଜିଟିଭ ଚିହ୍ନଟ: ଅଛନ୍ତି ୩ ମହିଳା, ୧୦ ପୁରୁଷ
ରାୟଗଡ଼ା ଅଫିସ,୬।୭: ରାୟଗଡ଼ା ଜିଲାରୁ ସୋମବାର ପୁଣି ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୧୦ ପୁରୁଷ ରହିଛନ୍ତି। ୫ଜଣ ଗୁଣୁପୁର ବ୍ଲକ ଶିରିଝୋଲା ପଞ୍ଚାୟତ ବିଜୟପୁର ଗ୍ରାମର ହୋଇଥିବା ବେଳେ ରାୟଗଡ଼ା…
ଗଞ୍ଜାମର ମୃତ ୪ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ସମବେଦନା ଜଣାଇଲେ ଜିଲାପାଳ
ଛତ୍ରପୁର,୬ା୭(ଡି.ଏନ୍.ଏ.): କୋଭିଡ-୧୯ ଯୁଦ୍ଧରେ ମାନବ ଜାତି ପାଇଁ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଗଞ୍ଜାମ ଜିଲାର ୪ କୋଭିଡ୍ ଯୋଦ୍ଧାଙ୍କ ଜୀବନ ଯାଇଛି। ଏମାନେ ହେଲେ ଧରାକୋଟ ବ୍ଲକର ଜେଇ ପି ସୁରେଶ କୁମାର, ଆସିକା ବ୍ଲକ କେ ରାଇସିଙ୍ଗି ଉଚ୍ଚ…
କରୋନା ପ୍ରତିଷେଧକ ଟୀକା ବାହାରିଲେ ସ୍କୁଲ ଯିବେ ପିଲା
ନୂଆଦିଲ୍ଲୀ,୬।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଜାରି ରହିଛି। ଫଳରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ଏପରି ସ୍ଥଳେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ୬୦ ପ୍ରତିଶତ ଅଭିଭାବକ କରୋନା ପ୍ରତିଷେଧକ…
ସୋମବାର ଦିବା ୧ଟାରୁ ଗୁରୁବାର ରାତ୍ର ୧୦ଟା ପର୍ଯ୍ୟନ୍ତ ନଖରା ପଞ୍ଚାୟତ ଶଟ୍ଡାଉନ
ଚୌଦର,୬।୭(ଡି.ଏନ୍.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଞ୍ଚାୟତରୁ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏ ନେଇ ସରପଞ୍ଚ ପବିତ୍ର ଉପାଧ୍ୟାୟ ଉକ୍ତ ପଞ୍ଚାୟତକୁ ସୋମବାର ଦିବା ୧ଟାରୁ ଗୁରୁବାର ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଶର୍ଟଡାଉନ…
ରାତି ଅଧିଆ ମାର୍କେଟ କମ୍ପ୍ଲେକ୍ସ ସିଲ୍: ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ
ଗଞ୍ଜାମ,୬ା୭(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅଞ୍ଚଳରେ କରୋନା ପଜିଟିଭ୍ ଚି଼ହ୍ନଟ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବଡ଼ ବଜାର ମାର୍କେଟ କମ୍ପ୍ଲେକ୍ସକୁ ରବିବାର ରାତିରେ ସିଲ୍ କରାଯାଇଛି l ଯାହାକୁ ନେଇ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାିଛି। ବିନା ନୋଟିସ…
୫ ବର୍ଷର ଦିବ୍ୟାଙ୍ଗ ୧୦ କିମି ଚାଲି କରୋନା ପାଇଁ ଯୋଗାଡ କଲେ ୯ କୋଟି
କରୋନା ସହାୟତା ପାଇଁ ଲୋକେ ଟଙ୍କା ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ କିଏ ଛାତ ଉପରେ ମାରାଥନ୍ କରୁଛନ୍ତି ତ କିଏ ସାଇକେଲିଂ ଆଉ କିଏ ଅନ୍ଲାଇନ୍ ମାଧ୍ୟମରେ ଟଙ୍କା ଯୋଗାଡ଼ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର…
ଭାରତର ଲକ୍ଷେ ୨୧ ହଜାର ୧୮୦ ବର୍ଗ କିମି ଜମି ମାଡ଼ି ବସିଛନ୍ତି ଚାଇନା-ପାକିସ୍ତାନ
ନୂଆଦିଲ୍ଲୀ,୬।୭: ଭାରତର ୭ ପଡ଼ୋଶୀଙ୍କ ମଧ୍ୟରୁ ୩ ଦେଶ ସହିତ ସୀମା ବିବାଦ ଲାଗି ରହିଛି। ଭାରତର ୧୫ ହଜାର୧୦୬ କିମି ଦୀର୍ଘ ସୀମା ପାକିସ୍ତାନ, ଚାଇନା, ନେପାଳ, ବାଂଲାଦେଶ, ମ୍ୟାନ୍ମାର, ଭୁଟାନ ଏବଂ ଆଫଗାନୀସ୍ତାନ ସହିତ ରହିଛି। ସେଥିମଧ୍ୟରେ ପାକିସ୍ତାନ…
ଗୋଟିଏ ଗାଁରୁ ୩୩ କରୋନା ପଜିଟିଭ୍ ଚିହ୍ନଟ: ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଲା
ବରଗଡ଼ ଅଫିସ,୬ା୭: ବରଗଡ଼ ଜିଲାରେ ସୋମବାର ପୁଣି ୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏହାପରେ ୫୨୦୫…
ମା’ଙ୍କୁ ଏହି ଫିଲ୍ମ ଆଦୌ ଦେଖାଇବାକୁ ଚାହୁଁନାହାନ୍ତି ରଣବୀର
ବଲିଉଡ୍ ଅଭିନେତା ରଣବୀର ସିଂ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। ବଲିଉଡ୍ର ଆଗଧାଡିର ନାୟକ ରଣବୀର ଫିଲ୍ମ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ…
କରୋନା ନେଲା ଆଉ ଦୁଇ ଜୀବନ, ରାଜ୍ୟରେ ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି
ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗଞ୍ଜାମ ଏବଂ ଯାଜପୁର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଗଞ୍ଜାମ କରୋନା ଆକ୍ରାନ୍ତଙ୍କ…
Archives


