Home

ରାଜଧାନୀରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୨୨୦, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଦିନକୁ ଦିନ ରାଜଧାନୀରେ କରୋନା ସ୍ଥିତି ଜଟିଳ ହୋଇ ପଡ଼ୁଛି। ମଙ୍ଗଳବାର ଭୁବନେଶ୍ୱରରୁ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୬ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୮୪ ଲୋକାଲ କେସ୍‌ ରହିଛି। ସେହିଭଳି ୧୨୩ଜଣ ସୁସ୍ଥ ହୋଇ…

ଓକିଲଙ୍କ ବଡ଼ ବୟାନ: ଏଥିପାଇଁ ଜୁନ୍‌ ୮ରେ ସୁଶାନ୍ତଙ୍କ ଘର ଛାଡ଼ିଥିଲେ ରିୟା

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ନାମରେ ରୁଜୁ ହୋଇଛି ମାମଲା। ସୁଶାନ୍ତଙ୍କ ବାପା କେ.କେ. ସିଂ ପାଟଣା ଥାନାରେ ଅଭିଯୋଗ କରିବା ପରେ ଦିନକୁ ଦିନ ଏହି ଘଟଣା ନୂଆ ମୋଡ଼ ନେଉଛି।…

ଜର୍ମାନୀରେ ଭାରତ-ମୋଦି ବିରୋଧୀ ରାଲି କରୁଥିଲେ ପାକିସ୍ତାନୀ: ହାତରେ ତ୍ରିରଙ୍ଗା ଧରି ଏକା ଲଢ଼ିଲେ ଜଣେ ଭାରତୀୟ, ଆଉ ତା ପରେ…

ଫ୍ରାଙ୍କଫର୍ଟ,୧୮।୮: ପାକିସ୍ତାନ ବିଦେଶରେ ଭାରତ ବିରୋଧୀ ପ୍ରଚାର ପାଇଁ ଲଗାତାର ଭାବେ ଅର୍ଥ ପ୍ରଦାନ କରୁଛି। କଶ୍ମୀର ପ୍ରସଙ୍ଗରେ ହାର୍‌ ମିଳିବା ପରେ ପାକିସ୍ତାନ ଏବେ ଖଲିସ୍ତାନ ସମର୍ଥକଙ୍କ ସହ ମିଶି ବିଶ୍ୱର ବିଭିନ୍ନ ଦେଶରେ ଭାରତ ବିରୋଧରେ ରାଲି କରୁଛିି।…

ଇନ୍‌ଷ୍ଟାଗ୍ରାମରେ ଦୁହେଁ ଦୁହିଁଙ୍କୁ କଲେ ଅନ୍‌ଫଲୋ ସାରା-କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ନବାଗତା ସାରା ଅଲୀ ଖାଁ ଓ ଅଭିନେତା କାର୍ତ୍ତିକ ଆର୍ୟନ ଗତ ବର୍ଷ ଫିଲ୍ମ ‘ଲଭ ଆଜ କଲ’ରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ସେହିଦିନଠାରୁ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହାକୁ…

ଗଛ ଉପରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି ପିଲା: ଭିଡିଓ ଭାଇରାଲ

ମୁମ୍ବାଇ,୧୮।୮: କରୋନା ଲକ୍‌ଡାଉନ ଯୋଗୁ ଦେଶରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପିଲାଙ୍କ ଭବିଷତ୍ୟକୁ ନଜରରେ ରଖି ଅନ୍‌ଲାଇନରେ ପାଠ ପଢ଼ାଇବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଅନ୍‌ଲାଇନରେ ପାଠପଢ଼ାକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା…

କରୋନା ଯୋଗୁ ପିଲାଙ୍କୁ ଡାଇବେଟିସ୍‌ର ଆଶଙ୍କା ଅଧିକ: ବିଶେଷଜ୍ଞ

ଲଣ୍ଡନ,୧୮।୮: ସାରା ବିଶ୍ୱରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ, ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ। ଏଥିରେ ଶିଶୁ ଓ ବୃଦ୍ଧମାନେ ବେଶି ମାତ୍ରାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି।…

କଟକ ସହରରୁ ଆଉ ୭୯ କରୋନା ପଜିଟିଭ ଚିହ୍ନଟ: ସ୍ଥାନୀୟ ସଂକ୍ରମିତ ୨୩

କଟକ ଅଫିସ, ୧୮।୮(ବ୍ୟୁରୋ): କଟକ ସରରରୁ ମଙ୍ଗଳବାର ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୨ ସରକାରୀ କ୍ୱାରାଣ୍ଟାଇନ, ୧୩ ହୋମ୍‌ କ୍ୱାରାଣ୍ଟାଇନ୍‌ ଓ ୨୩ ଲୋକାଲ କେସ୍‌ ରହିଛି।…

ଖୋର୍ଦ୍ଧାରେ ହେବ ନାହିଁ ଗଣେଶ ପୂଜା

ଖୋର୍ଦ୍ଧା ଅଫିସ,୧୮।୮: ଖୋର୍ଦ୍ଧା ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କୋଭିଡ୍‌ ପରିଚାଳନା ନେଇ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କରୋନା…

କୋଭିଡ୍‌-୧୯ ପ୍ରଭାବ: ବକ୍ସିଂ ଏସିଆନ ଚାମ୍ପିୟନଶିପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ ପ୍ରଭାବ କାରଣରୁ ଆଉ ଏକା ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆଗାମୀ ନଭେମ୍ବର- ଡିସେମ୍ବରରେ ଭାରତରେ ଆୟୋଜନ ହେବାକୁ ଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ ଆସନ୍ତାବର୍ଷକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ…

ବେରୋଜଗାର ଖେଳାଳିଙ୍କୁ ହକି ଇଣ୍ଡିଆ ଆର୍ଥିକ ସହାୟତା ପ୍ରଦାନ କରିବ

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ କାରଣରୁ ସମସ୍ୟାରେ ପଡିଥିବା ୬୧ଜଣ ବେରୋଜଗାର ଖେଳାଳିଙ୍କୁ ହକି ଇଣ୍ଡିଆ (ଏଚ୍‌ଆଇ) ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ୩୪ଜଣ ମହିଳା ଖେଳାଳି ସାମିଲ ରହିଛନ୍ତି। ମହାମାରୀ କାରଣରୁ ଏମାନେ ଖେଳଠାରୁ ଦୂରେଇ…

ହେଲମେଟ୍‌ର ଓଜନ ଦେଢ଼ କିଲୋରୁ ଊର୍ଦ୍ଧ୍ୱ ହେଲେ ଲାଗିପାରେ ଜରିମାନା!

ଭୋପାଳ,୧୮।୮: ମଧ୍ୟପ୍ରଦେଶରେ ଟ୍ରାଫିକ୍‌ ନିୟମ ଏବେ କଡ଼ାକଡ଼ି ହେବାକୁ ଯାଉଛି। ପରିବହନ ବିଭାଗ, ନାପଟୋଲ ଓ ଟ୍ରାଫିକ୍‌ ପୋଲିସ ମିଳିତ ଭାବେ ଏବେ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ସମୟରେ ହେଲମେଟ୍‌ର ଓଜନ ମଧ୍ୟ ଯାଞ୍ଚ କରିବେ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ…

ଗ୍ୟାଙ୍ଗ୍‌ଷ୍ଟାର୍‌ ବିକାଶ ଦୁବେଙ୍କ ଅସ୍ଥି ନେବା ପାଇଁ ପହଞ୍ଚିଲେ ସ୍ତ୍ରୀ

କାନପୁର,୧୮।୮:ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଅସ୍ଥି ନେବା ପାଇଁ ନେବା ସ୍ତ୍ରୀ ରିଚା ଦୁବେ ମଙ୍ଗଳବାର କାନପୁରରେ ପହଞ୍ଚିଛନ୍ତି। ବିକାଶଙ୍କ ଅସ୍ଥିକୁ କାନପୁରର ଏକ ଅସ୍‌ଇ କଳସ ବ୍ୟାଙ୍କରେ ରଖାଯାଇଥିଲା। ରିଚା ତାଙ୍କ ଓକିଲମାନଙ୍କ ସହିତ ଭୈରୋଘାଟରେ ପହଞ୍ଚିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri