Home

ଥାନାରେ ହାଜର ହେଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ

ମୁମ୍ବାଇ,୧।୧୦- ମୁମ୍ବାଇ ଭର୍ସୋଭା ପୋଲିସ ନିକଟରେ ଗୁରୁବାର ହାଜର ହୋଇଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ। ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଯୌନ ଶୋଷଣ ଅଭିଯୋଗରେ କଶ୍ୟପ ହାଜର ହୋଇଥିବା ଜଣାପଡିଛି। ଗୁରୁବାର ସକାଳେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହାପରେ ପୋଲିସ…

ଘରେ ପଶି ମହିଳାଙ୍କୁ ବଳାତ୍କାର: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧ା୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଅଙ୍ଗଦ ମଳିକଙ୍କୁ ପୋଲିସ ଗୁରୁବାର ବ୍ରହ୍ମପୁର ଜିଲା ଦୌରା ଜଜ୍‌ କୋର୍ଟକୁ ଚାଲାଣ କରିଛି।…

ପ୍ରେମକୁ ନେଇ ରେଖା କହିଲେ ଏମିତି, ଭିଡିଓ ଭାଇରାଲ

ମୁମ୍ବାଇ,୧ା୧୦: ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ଯାଦୁ ଆଜି ମଧ୍ୟ ପୂର୍ବପରି ରହିଛି। ବଡ଼ ପରଦା ପରେ ରେଖା ଏବେ ଛୋଟ ପରଦାରେ ଲୋକଙ୍କ ହୃଦୟ ଜିତିପାରିଛନ୍ତି। ପ୍ରକୃତ କଥା ହେଲା ଏକ ଟିଭି ସିରିୟଲ ‘ଗୁମ ହୈ କିସି କେ ପ୍ୟାର୍‌…

ନୌଗାମ୍‌ ସେକ୍ଟରରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼: ୨ ଯବାନ ଶହୀଦ୍‌, ୪ ଆହତ

ଶ୍ରୀନଗର, ୧।୧୦: ଜମ୍ମୁ-କଶ୍ମୀରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଉତ୍ତର କଶ୍ମୀରର କୁପଓ୍ବାର ଜିଲାର ନୌଗାମ୍‌ ସେକ୍ଟରରେ ଭାରତୀୟ ପୋଷ୍ଟ ଏବଂ ସୀମାବର୍ତ୍ତୀ ଗାଁଗୁଡ଼ିକ ଉପରେ ପାକିସ୍ତାନ ମୋର୍ଟାର ଶେଲିଂ ମାଡ଼ କରିଛି। ଏଥିରେ ୨ ଜଣ ଭାରତୀୟ ଯବାନ…

ଅକ୍ଟୋବର ୩ରେ ଅଟଳ ଟନେଲର ଲୋକାର୍ପଣ

ରୋହତଙ୍ଗ, ୧।୧୦: ଅକ୍ଟୋବର ୩ ପୂର୍ବାହ୍ନ ୧୦ଟାରେ ହିମାଚଳପ୍ରଦେଶର ରୋହତଙ୍ଗଠାରେ ଥିବା ଅଟଳ ଟନେଲର ଲୋକାର୍ପଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିବେ। ଏହି ଟନେଲ୍‌ ଦ୍ୱାରା ମନାଲିଠାରୁ ଲେହ ମଧ୍ୟରେ ୪୬ କିଲୋମିଟର ଦୂରତା କମିଯିବ ବୋଲି…

ମୃତ୍ୟୁ ପୂର୍ବରୁ ୨୫ ଶହ ପିଲାଙ୍କ ବାପା ହେବାକୁ ଲକ୍ଷ୍ୟ ରଖିଛନ୍ତି ଏହି ବ୍ୟକ୍ତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ଲକ୍ଷ୍ୟ ରହିଥାଏ। ଯେମିତିକି, କିଏ ନିଜ ସ୍ବାସ୍ଥ୍ୟକୁ ନେଇ ଲକ୍ଷ୍ୟ ରଖିଥାଏ ତ ଆଉ କିଏ କ୍ୟାରିୟରକୁ ନେଇ। ସବୁ ଲୋକଙ୍କର ଭିନ୍ନ ପ୍ରକାରର ଲକ୍ଷ୍ୟ ରହିଥାଏ। ଏହି ଲକ୍ଷ୍ୟ ଦ୍ୱାରା ସେ ନିଜର…

ଚାକିରି ମିଳିଯିବା ପରେ ଖୁସିରେ ଡ୍ୟାନ୍ସ କଲେ ଏହି ଯୁବତୀ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଚାକିରି ମିଳିଯିବା ପରେ ଯୁବତୀ ଜଣକ ଅଫିସ ବାହାରେ ଡ୍ୟାନ୍ସ କରୁଛନ୍ତି। ଯାହାକି ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ…

ଏସ୍‌ଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲା: ଭାଜପା ନେତା ଗିରଫ

ଗୁଆହାଟୀ, ୧।୧୦: ଆସାମରେ ପୋଲିସ ବିଭାଗ ପକ୍ଷରୁ କରାଯାଇଥିବା ଏସ୍‌ଆଇ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଏଥିରେ ଭାଜପା ନେତା ଦିବାନ ଡେକାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ପ୍ରମାଣିତ ହେବାପରେ ତାଙ୍କୁ ଗିରଫ କରାଯାଇଛି। ଦିବାନ ଫେରାର ହୋଇଯାଇଥିଲେ। ତାଙ୍କୁ ଧରାଇଦେଲେ…

ପଥର ଭଳି କଠିନ ହୋଇ ଯାଉଛି କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌

ରାଜକୋଟ, ୧।୧୦: କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌ ପଥର ଭଳି କଠିନ ହୋଇଯାଉଛି। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଆକ୍ରାନ୍ତଙ୍କୁ କଷ୍ଟ ହେବା ସହିତ ଶେଷରେ ମୃତ୍ୟୁ ଘଟୁଛି। ଗୁଜରାଟ ରାଜକୋଟର ସିଭିଲ ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କିତ ସୂଚନା ଦିଆଯାଇଛି। ଇତିମଧ୍ୟରେ ଏଠାରେ…

ବିଧାନସଭା ସମ୍ମୁଖରେ ମା’ଙ୍କ ବେକରେ ଛୁରି ଲଗାଇଲେ ପୁଅ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ବିଧାନସଭାର ସୁରକ୍ଷା ବଳୟ ବାହାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ତାଙ୍କ ମା’ଙ୍କ ବେକରେ ଛୁରୀ ଲାଗାଇ ହତ୍ୟା ଧମକ ଦେଇଥିଲେ। ପୋଲିସ ଯୁବକଙ୍କ କବଳରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ନାକେଦମ ହୋଇଥିଲା। ପରେ…

ଝିଅକୁ କଳା କହିବାକୁ ନେଇ ଭାବପ୍ରବଣ ହେଲେ ଗୌରୀ ଖାନ୍‌

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସୁହାନାଙ୍କୁ କିଛି ବ୍ୟକ୍ତି ସୋସିଆଲ ମିହିଆରେ କଳା କହିବାକୁ ନେଇ ମା’ ଗୌରୀ ଖାନ୍‌ ଭାବପ୍ରବଣ ହୋଇପଡିଛନ୍ତି। ସେ ମହିଳା ସଶକ୍ତିକରଣକୁ ନେଇ ଏକ ପୋଷ୍ଟ ଶେୟାର…

ସୋସିଆଲ ମିଡିଆରେ ଫଟୋ ଶେୟାର କଲେ ଏହି କ୍ରିକେଟରଙ୍କ ସ୍ତ୍ରୀ, ଲୋକେ କହିଲେ…

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ନତାଶା ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ନତାଶା ପୁଅ ଅଗସ୍ତ୍ୟର ଫଟୋ ଏବେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୁଅକୁ ମାତ୍ର ୨ ମାସ ହୋଇଛି। ଏହି ଖୁସିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?