ପଶ୍ଚିମବଙ୍ଗରେ ୩୦ ଯାଏ ଲକ୍ଡାଉନ
କୋଲକାତା, ୧।୯(ପି.ଟି.): ପଶ୍ଚିମବଙ୍ଗ ସରକାର କରୋନାଜନିତ ଲକ୍ଡାଉନ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସେପ୍ଟେମ୍ବର ୭, ୧୧ ଏବଂ ୧୨ରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍ଡାଉନ ରହିବ ବୋଲି ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା କହିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଅନ୍ଲକ୍…
ସିଙ୍ଗାପୁରରେ ପ୍ରଥମ ବିରୋଧୀ ଦଳ ନେତା ହେଲେ ଭାରତୀୟ ବଂଶୋଦ୍ଭବ
ସିଙ୍ଗାପୁର, ୧।୯(ପି.ଟି.): ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ରାଜନେତା ପ୍ରୀତମ ସିଂ ଇତିହାସ ରଚିଛନ୍ତି। ସେ ଦେଶର ପ୍ରଥମ ବିରୋଧୀ ଦଳ ନେତା ହୋଇଛନ୍ତି। ସୋମବାର ପାର୍ଲାମେଣ୍ଟ ତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି। ଜୁଲାଇ ୧୦ରେ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରୀତମ୍ଙ୍କ ଓ୍ବାର୍କର୍ସ…
ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ପାଇଁ ଏସ୍ଓପି ଜାରି
ନୂଆଦିଲ୍ଲୀ, ୧।୯(ପି.ଟି.): କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୫ରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ବନ୍ଦ ରହିଥିବାବେଳେ ଭିଡିଓ କନ୍ଫରେନ୍ସ ଜରିଆରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି ହେଉଛି। ବିଭିନ୍ନ ଆଇନଜୀବୀ ସଂଗଠନର ଅନୁରୋଧ କ୍ରମେ ପରୀକ୍ଷାମୂଳକ ଭାବେ ପ୍ରତ୍ୟକ୍ଷ ଶୁଣାଣି ଆରମ୍ଭ…
ନିର୍ବାଚନ ପରିଚାଳକରୁ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୧ା୯: ପାଞ୍ଚ ଦଶନ୍ଧି ଧରି ପ୍ରଣବ ମୁଖାର୍ଜୀ ରାଜନୀତିରେ ସକ୍ରିୟ ରହିବା ସହ ଜଣେ ନିର୍ବାଚନ ପରିଚାଳକଠାରୁ ଆରମ୍ଭ କରି ଦେଶର ୧୩ତମ ରାଷ୍ଟ୍ରପତି ହେବାରେ ସଫଳ ହୋଇଥିଲେ। ପଶ୍ଚିମବଙ୍ଗର ମିରାଟିରେ ୧୯୩୫ରେ ଜନ୍ମଗ୍ରହଣ କରିଥିବା ମୁଖାର୍ଜୀ କାଲ୍କାଟା ବିଶ୍ୱବିଦ୍ୟାଳୟରେ…
ପ୍ରଣବଙ୍କୁ ପ୍ରଣାମ
ଭାରତରତ୍ନ ପ୍ରଣବ ମୁଖାର୍ଜୀ ଥିଲେ ରାଷ୍ଟ୍ରନୀତିଜ୍ଞ। ଭାରତୀୟ ଜାତୀୟ କଂଗ୍ରେସର ତୁଙ୍ଗ ନେତା ଭାବେ ସେ ଥିଲେ ଜଣାଶୁଣା। ବିଭିନ୍ନ ସରକାରରେ ଭିନ୍ନ ଭିନ୍ନ ମନ୍ତ୍ରୀ ହେବା ସହ ଭାରତର ରାଷ୍ଟ୍ରପତି ହେବାର ସୌଭାଗ୍ୟ ସେ ଅର୍ଜନ କରିଥିଲେ। ଜଣେ ଲେଖକ,…
ମଉଳୁଛି କୁମ୍ଭକାରଙ୍କ ଆଶା
ବଅଁରପାଳ,୧ା୯(ଡି.ଏନ.ଏ.) – ଖରା ହେଉ କି ବର୍ଷା, ସର୍ବଦା ଚଳଚଞ୍ଚଳ ଥାଏ କୁମ୍ଭାରଶାଳ। ବର୍ଷକ ବାର ମାସ ମାଟି ସାମଗ୍ରୀ ବିକି ଭଲ ଆୟ କରନ୍ତି କୁମ୍ଭକାରମାନେ। ବିଶେଷକରି ଭାଦ୍ରବ ମାସରୁ ଆରମ୍ଭ ହେଉଥିବା ପୂଜା ଋତୁରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି…
ଆଶାକର୍ମୀଙ୍କ ବେଆଇନ ନିଯୁକ୍ତିକୁ ନେଇ ଦାବିପତ୍ର
ମୁରିବାହାଲ, ୧ା୯(ଡି.ଏନ୍.ଏ.) ବଲାଙ୍ଗୀର ଜିଲା ଜିଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ଶାଖା ଓ ଯୁବ କନ୍ଧ ସମାଜ ପକ୍ଷରୁ ବେଆଇନ ଆଶାକର୍ମୀ ନିଯୁକ୍ତି ପ୍ରସଙ୍ଗରେ ସୋମବାର ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି। ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନଥିଲେ…
କ୍ରିକେଟ୍ ଗ୍ରାଉଣ୍ଡରୁ ମ୍ୟୁଜିକ ଷ୍ଟୁଡିଓ : ଦୁଇ ଓପନର: ଏବେ କମ୍ପୋଜର, ସିଙ୍ଗର୍
ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକରଙ୍କ ‘କ୍ରିକେଟ ୱାଲି ବିଟ୍’ ହେଉ କି ଅଲରାଉଣ୍ଡର ସୁରେଶ ରାଇନାଙ୍କ ‘ବିଟିୟା ରାନୀ କିମ୍ବା ଅଷ୍ଟ୍ରେଲୀୟ ପେସ୍ ତାରକା ବ୍ରେଟ୍ ଲୀଙ୍କ ‘ଉମି’ ଗୀତ, ଏହି କ୍ରିକେଟ ତାରକାମାନେ ଗୀତ ଗାଇ କଳାଜଗତରେ ଏକ ସ୍ବତନ୍ତ୍ର…
ସଙ୍କଟରେ ରାଇନାଙ୍କ ସିଏସ୍କେ କ୍ୟାରିୟର
ଦୁବାଇ, ୧ା୯: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା ପରେ କରୋନା କଟକଣା ଜନିତ କ୍ୱାରାଣ୍ଟାଇନ୍ ଅବଧି ଶେଷ କରି ଅଭ୍ୟାସ ଆରମ୍ଭ କରିଛନ୍ତି।…
୩୦ ତାରିଖ ମଧ୍ୟରେ ୟୁଜି, ପିଜି ଶେଷବର୍ଷ ସେମିଷ୍ଟର ପରୀକ୍ଷା
ଭୁବନେଶ୍ୱର,୩୧।୮(ବ୍ୟୁରୋ) – ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଅନୁସାରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍(ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍(ପିଜି) ଶେଷବର୍ଷ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅକ୍ଟୋବର ୩୧…
ସନ୍ନିଙ୍କ ପରେ କଲେଜ ମେରିଟ ଲିଷ୍ଟରେ ନେହା କକ୍କରଙ୍କ ନାମ
ନୂଆଦିଲ୍ଲୀ, ୩୧।୮-ପଶ୍ଚିମବଙ୍ଗର ଏକ କଲେଜର ମେରିଟ ତାଲିକାରେ ଗତକାଲି ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ ଆସିଥିଲା। ବର୍ତ୍ତମାନ ଏହି ତାଲିକାରେ ବଲିଉଡ ଗାୟିକା ନେହା କକ୍କରଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି। ପଶ୍ଚିମବଙ୍ଗର ମାଲଦା ଜିଲାର ଏକ କଲେଜର ପ୍ରବେଶିକା ପରୀକ୍ଷାର…
ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡ୍ଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ପଡିବ ତାଲା
ଭୁବନେଶ୍ୱର,୩୧।୮(ବ୍ୟୁରୋ)-ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ସେପ୍ଟେମ୍ବର ପାଇଁ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏ ଲକ ଡାଉନ ଜାରି ରହିବ। ତେବେ ରାଜ୍ୟରେ ଲାଗୁ ହେଉଥିବା ରାତ୍ରିକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଶଟଡାଉନ…
Archives


