ନନ୍‌ଭେଜ୍‌ ଖାଇବା, କଫି ପିଇବା ଛାଡିଦେଲେ ରିତେଶ: କାରଣ ଜାଣିଲେ ପ୍ରଶଂସାରେ ପୋତି ପକାଇବେ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ନନ୍‌ଭେଜ ଖାଇବା ଏବଂ କଫି ପିଇବା ସମ୍ପୂର୍ଣ୍ଣ ଛାଡି ଦେଇଛନ୍ତି। କାରଣ ସେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ‘କୌନ୍‌ ବନେଗା କରୋଡପତି’ ରେ ଆସିଥିବା ବେଳେ ରିତେଶ ଏହା କହିଛନ୍ତି। ତେବେ ସେ କାହିଁକି ଫିଟ୍‌୍‌ ରହିବାକୁ ଚାହୁଁଛନ୍ତି, ତାହା ଜାଣିଲେ ଯେକେହିବି ତାଙ୍କୁ ପ୍ରଶଂସାରେ ପୋତି ପକାଇବେ।
ପ୍ରକୃତ କଥା ହେଲା, ମୋହନ ଫାଉଣ୍ଡେଶନ ମାଧ୍ୟମରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରୁଥିବା ସୁନୀଲ ଶ୍ରଫ୍‌ଙ୍କ ସହ କେବିସିର କରମଭୀର ସ୍ପେସିଆଲରେ ରିତେଶ ଉପସ୍ଥିତ ହୋଇଥିଲେ। ଏହି ଅବସରରେ ଅଙ୍ଗଦାନ ବିଷୟରେ କ’ଣ ଭାବନ୍ତି ବୋଲି ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ରିତେଶ କହିଥିଲେ, ବାପା ବିଲାସରାଓ ଦେଶମୁଖଙ୍କ ଅର୍ଗାନ ଫେଲିଓର ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ଅନ୍ୟ କାହାର ସେପରି ମୃତ୍ୟୁ ନ ଘଟୁ ବୋଲି ରିତେଶ ଅଙ୍ଗଦାନ କରିବାକୁ ସ୍ଥିର କରିଛନ୍ତି। ଏଥିପାଇଁ ଶରୀରକୁ ଫିଟ୍‌ ରଖିବାକୁ ପଡ଼ିବ। ତେଣୁ ସେ ନନ୍‌ଭେଜ୍‌ ଖାଇବା ଏବଂ କଫି ପିଇବା ଛାଡି ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟାଲଳିଥା ଜଣେ ଗ୍ଲାମରସ୍‌ ଷ୍ଟାର ଥିଲେ: କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଖୁବ୍‌ଶୀଘ୍ର ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟାଲଳିଥାଙ୍କ ବାୟୋପିକରେ ନଜର ଆସିବେ। ‘ଥଲାଇବି’ ନାମକ ଏହି ବାୟୋପିକରେ ଜୟାଲଳିତାଙ୍କ ଜୀବନିକୁ...

ଶୁଟିଂ ସେଟ୍‌ରେ ମାଗାଜିନ୍‌ ପଢ଼ୁପଢ଼ୁ ହିରୋଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଅଭିନେତ୍ରୀ ନୂତନ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ପାଗଳ କରି ଦେଉଥିଲେ। ସେ ୪ ଜୁନ୍‌ ୧୯୩୬ ରେ ଜନ୍ମଗ୍ରହଣ କରିଥିଲେ। ନୂତନ ସର୍ବଦା...

ରମେଶଙ୍କ ନୂଆ ଯୋଜନା

ପ୍ରଯୋଜକ ରମେଶ ବାରିକ ଏକାଥରେ ହ୍ୟାଟ୍ରିକ୍‌ ମାରିବାକୁ ଯାଉଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ରିଲିଜ ଅପେକ୍ଷାରେ ଥିବା ବେଳେ ଆଉ ଦୁଇଟି ସିନେମା-‘ବ୍ରେକ୍‌ଅପ୍‌ ଲଭ୍‌’...

ଚଳିତମାସରେ ପରିଣୀତି-ରାଘବଙ୍କ ପଡ଼ିବ ହାତଗଣ୍ଠି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି। ଖବ୍ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ। ସେପ୍ଟେମ୍ବର ୨୫ରେ ଉଭୟ...

ମିଛକୁ ଘୃଣା କରେ: ଶ୍ରଦ୍ଧା ପାଣିଗ୍ରାହୀ

ରିୟାଲିଟି ଶୋ’ ‘ମିଠା ମିଠା ଯୋଡି’ରୁ ଅଭିନୟର ଯାତ୍ରା ଆରମ୍ଭ। ଏହାପରେ ସିରିୟଲ, ମ୍ୟୁଜିକ୍‌ ଭିଡିଓ, ଓ୍ବେବ୍‌ ସିରିଜ୍‌ କରି ସେ ଘରେ ଘରେ ପରିଚିତା।...

ଆସୁ ଆସୁ ଧମାଲ ମଚାଇଲାଣି ଏହି ରିମେକ୍‌ ସଙ୍ଗ୍‌

ମୁମ୍ବାଇ: ୯୦ ଦଶକରେ ପରଦାକୁ ଆସିଥିବା ଅଧିକାଂଶ ଫିଲ୍ମ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି। ମାଧୁରୀ ଦିକ୍ଷିତ ଓ ସଞ୍ଜୟ ଦତ୍ତଙ୍କ ଷ୍ଟାର...

ଅନ୍ଧବିଶ୍ୱାସ ଯୋଗୁ ସାରା ଜୀବନ ଅବିବାହିତ ରହିଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୀବ କୁମାର ଜଣେ ଅତୁଳନୀୟ ଅଭିନେତା ଥିଲେ। ୧୯୩୮ ମସିହା ଜୁଲାଇ ୯ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିବା ସଞ୍ଜୀବ ଜଣେ ଚମତ୍କାର...

ବିବାହ ପରେ ଅନ୍ୟ ଅଭିନେତ୍ରୀଙ୍କ ସହ କାମ କରିବେ ନାହିଁ ବରୁଣ!

ବଲିଉଡ୍‌ର ଚକଲେଟ୍‌ ବଏ ବରୁଣ ଧାଓ୍ବନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ସେ।...

Advertisement
Archives

Model This Week