ରିୟାଙ୍କ ନୂଆ ଦାବି: ସୁଶାନ୍ତଙ୍କ ସମ୍ପତ୍ତି ଭାବରେ ପାଖରେ ଅଛି କେବଳ ଡାଏରୀ, ସିପର୍
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ଇତିମଧ୍ୟରେ ସେ ଇଡି ଅଫିସରେ ହାଜର ହୋଇସାରିଛନ୍ତି। ଟଙ୍କା ହେରଫେରକୁ ନେଇ ଇଡି ତଦନ୍ତ କରୁଥିବା ବେଳେ ରିୟାଙ୍କ ସହ ପୁରା ପରିବାର ବିବାଦକୁ…
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବିଶ୍ୱବାପୀ ଆନ୍ଦୋଳନ ପାଲଟିଲାଣି: ନ୍ୟାୟ ପାଇଁ ଉଠୁଛି ଦାବି
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ପାଖାପାଖି ୨ ମାସ ହେଲାଣି। ତାଙ୍କୁ ନ୍ୟାୟ ଦେବା ପାଇଁ ସମଗ୍ର ଦେଶ ଏକାଠି ହୋଇଯାଇଛି। ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଏକ ଅଭିଯାନ…
ରାଜ୍ୟର ଲକ୍ଷେ ୭୮ ହଜାର ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ୍
ଚଣ୍ଡିଗଡ଼, ୮।୮: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ଛାତ୍ରୀଛାତ୍ରମାନେ ଅନ୍ଲାଇନ୍ରେ କ୍ଲାସ୍ କରୁଛନ୍ତି। ରାଜ୍ୟର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ପଞ୍ଜାବ ସରକାର ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟର ଲକ୍ଷେ ୭୮…
କରୋନା ନେଇ ଭାରତ ସମେତ ୫ଦେଶ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ
ଓ୍ବାଶିଂଟନ୍,୮।୮: ମହାମାରୀ କରୋନା ଭାଇରସ୍ ବିରୋଧରେ ସାମୂହିକ ଭାବେ ଲଢ଼ିବା ପାଇଁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିଓ ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ, ଇସ୍ରାଏଲ୍ ଓ କୋରିଆର ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାର୍ଗନ…
ପିଲା ପିଇବେ ଗଧ କ୍ଷୀର: ଏକ ଲିଟରର ଦାମ ଜାଣି ହେବେ ଆଶ୍ଚର୍ଯ୍ୟ !
ହିସାର, ୮।୮: ଏବେ ପିଲାଙ୍କୁ ଗଧ କ୍ଷୀର ପିଇବାକୁ ଦିଆଯିବ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ସ୍ମୃତି ଶକ୍ତି ବି ପ୍ରଖର ହେବ। ଏହାକୁ ନିୟମିତ ପିଇଲେ କର୍କଟ, ମେଦବହୁଳତା ଏବଂ ଆଲର୍ଜିରୁ ମୁକ୍ତି ମିଳିପାରିବ…
ରୋଗ ପ୍ରତିରୋଧକ ଶକ୍ତି ପାଇଁ ପିଅନ୍ତୁ ଗୋଲମରିଚ-ଲବଙ୍ଗ କାଢ଼ା: ଘରେ ଏପରି କରନ୍ତୁ ପ୍ରସ୍ତୁତ..
ସାରା ବିଶ୍ୱରେ କରୋନା କାୟା ଜାରି ରହିଛି। ଏଥିରେ ସଂକ୍ରମିତ ହୋଇ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି କରୋନାରେ ପୀଡ଼ିତ ହେଲେ ମୃତ୍ୟୁ ସମ୍ଭାବନା ଅଧିକ ଥିବା ଡାକ୍ତର…
ଆଉ ୧୨ କରୋନା ସଂକ୍ରମିତଙ୍କ ଜୀବନଗଲା : ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି
ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ କରୋନା ପଜିଟିଭ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ୨୪ ଘଣ୍ଟା ମଧ୍ୟରେ ୧୨ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…
କିଏ ୨୫ ତ କିଏ ୨୭: ବୟସରେ ବହୁତ ସାନ ଏହି ରାଜନେତାଙ୍କ ପତ୍ନୀ
କଥାରେ ଅଛି ପ୍ରେମ ବୟସ ଦେଖି ହୁଏନା, କୌଣସି ବନ୍ଧନ ମାନେନା। ଭାରତୀୟ ରାଜନୀତିରେ ଏଭଳି କିଛି ରାଜନେତା ଅଛନ୍ତି ସେମାନେ ନିଜ ଜୀବନସଙ୍ଗିନୀଙ୍କଠାରୁ ବୟସରେ ବହୁତ ବଡ଼। ଆସନ୍ତୁ ସେଭଳି କିଛି ରାଜନେତାଙ୍କୁ ଜାଣିବା, ଯେଉଁମାନେ ପତ୍ନୀଙ୍କଠାରୁ ବହୁତ ବଡ଼…
ମିଥ୍ୟା ଝିଅ ହତ୍ୟା ଅପରାଧରେ ବାପ-ପୁଅ ୭ ମାସ ଜେଲ୍ରେ: ଜୀବିତ ଝିଅ କୋର୍ଟରେ ହାଜର
ଅମରୋହା, ୮।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଅପରାଧୀ ପୋଲିସଙ୍କୁ ଖାତିର କରୁ ନାହାଁନ୍ତି। ଅପରପକ୍ଷରେ କେତେକ ଘଟଣାରେ ଠିକ୍ ଭାବେ ତଦନ୍ତ କରାଯାଉ ନ ଥିବାରୁ ନିରୀହ ଲୋକେ ଜେଲ ଦଣ୍ଡ ଭୋଗୁଥିବା ଅଭିଯୋଗ ହେଉଛି। ଜୀବିତ…
ପ୍ରବାସୀଙ୍କ ପରେ ଏବେ ଏହି ଅନାଥ ଶିଶୁଙ୍କ ଦାୟିତ୍ୱ ନେବେ ସୋନୁ
ମୁମ୍ବାଇ: ଦେଶରେ ଜାରି ରହିଥିବା କରୋନା ଲକ୍ଡାଉନ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଲକ୍ଡାଉନ ସମୟରେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇ ସୋନୁ ବେଶ୍ ଚର୍ଚ୍ଚିତ ହେବା ସହ…
CORONAVIRUS UPDATE: ରାଜ୍ୟରେ ପୁଣି ୧୬୪୩ କରୋନା ପଜିଟିଭ ଚିହ୍ନଟ; ୪୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ ଶନିବାର ୨୮ ଜିଲାରୁ ପୁଣି ୧୬୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
୪ ପିଲାଙ୍କ ମା’ ସାଜୁଥିଲେ କନ୍ୟା: ଚତୁର୍ଥୀ ରାତି ପୂର୍ବରୁ ବରଘରେ ବୁଲାଉଥିଲେ କଳାକନା
ଭୋପାଳ, ୮।୮: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍ ଡାଉନ୍ ଯୋଗୁ ଲୋକଙ୍କ ପାଖରେ ଟଙ୍କାର ଅଭାବ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ଆପରାଧୀକ କାର୍ଯ୍ୟ ବୃଦ୍ଧି ପାଉଛି। ମଧ୍ୟମପ୍ରଦେଶରେ ବିବାହ ପରେ ବରଘରେ…
Archives


