ଗତ ସପ୍ତାହରେ କଣ୍ଟେନମେଣ୍ଟ ଜୋନ୍ରୁ ୨୯୮ ଆକ୍ରାନ୍ତ ଚିହ୍ନଟ: ସିଏମ୍ସି କମିଶନର
କଟକ ଅଫିସ,୯ା୮-କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ ସପ୍ତାହରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସହରାଞ୍ଚଳରୁ ଅଧିକ ରହିଛନ୍ତି। ଜିଲାରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୫୯୬ ଜଣଙ୍କ ସ୍ବାବ୍ ପରୀକ୍ଷା କରାଯାଇଛି। ସେଥିରୁ…
୨୭ ବର୍ଷ ପରେ ଜନ୍ମାଷ୍ଟମୀରେ ମହାସଂଯୋଗ: ଏହି ୩ ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ
ଚଳିତ ବର୍ଷ ଅଗଷ୍ଟ ୧୧ ଅର୍ଥାତ୍ ମଙ୍ଗଳବାର ଦିନ ଜନମାଷ୍ଟମୀ ପାଳନ କରାଯିବ। ତେବେ ଏଥର ଅଷ୍ଟମୀ ତିଥି ୧୧-୧୨ ଅଗଷ୍ଟରୁ ଦୁଇ ଦିନ ରହିବ। ତେଣୁ ଲୋକମାନେ ଅଗଷ୍ଟ ୧୨ ବୁଧବାର ଦିନ କେତେକ ସ୍ଥାନରେ ଜନ୍ମାଷ୍ଟମୀ ପାଳନ କରିବେ।…
ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ: କେଉଁ ଜିଲାରୁ କେତେ…
ଭୁବନେଶ୍ୱର,୯।୮(ବ୍ୟୁରୋ)-ରାଜ୍ୟରେ ରବିବାର ରେକର୍ଡ ସଂଖ୍ୟକ ୧୫୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୫୪୩ କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୪୦୨ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୧୦, କଟକରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧, ବାଲେଶ୍ୱରରୁ ୮୩, ଯାଜପୁରରୁ ୫୮,…
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା
ବେଙ୍ଗାଲୁରୁ, ୯।୮-କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ବି. ଶ୍ରୀରାମୁଲୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତି କିଛିଦିନ ତଳେ କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ…
ସୁଶାନ୍ତ, ଅଙ୍କିତାଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକ୍ଅପ୍
ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମଧ୍ୟ ରାଜନୀତି ଆରମ୍ଭ ହୋଇଛି। ବିହାର ଏବଂ ମହାରାଷ୍ଟ୍ର ସରକାର ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଏହି ମାମଲାରେ ଭିନ୍ନ ବିବୃତ୍ତି ଦେଇଛନ୍ତି। ଶିବସେନା ମୁଖପାତ୍ର…
ଏହି କାରଣରୁ ପାଖରେ ରୁହନ୍ତି ନାହିଁ ଲକ୍ଷ୍ମୀ
ଲକ୍ଷ୍ମୀ ଓ ଧନ ବିଷୟରେ ନୀତିଗ୍ରନ୍ଥର ତୃତୀୟ ଅଧ୍ୟାୟର ଏକବିଂଶ ପଦରେ ଚାଣକ୍ୟ ଅନେକ କଥା କହିଛନ୍ତି। ସେ କହିଛନ୍ତି, ମୁର୍ଖମାନଙ୍କୁ ସମ୍ମାନ କରୁଥିବା ଲୋକଙ୍କ ପାଖରେ ଲକ୍ଷ୍ମୀଙ୍କ ରୁହନ୍ତି ନାହିଁ। ଏଥିପାଇଁ ସର୍ବଦା ମୁର୍ଖ ଲୋକମାନଙ୍କଠାରୁ ଦୂରରେ ରହିବା ଆବଶ୍ୟକ।…
ଚାକିରି ଖୋଜୁଛନ୍ତି ଅମିତାଭ ବଚ୍ଚନ, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି
କରୋନାରେ ଘରୁ ବାହାରି କାମ କରିବା ସମସ୍ତଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ସତର୍କତା ତ ଅବଲମ୍ବନ କରାଯାଉଛି, କିନ୍ତୁ ମନରେ ବସିଥିବା ଭୟକୁ ଦୂର କରିବା ସହଜ ନୁହେଁ। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଟିକେ ନର୍ଭସ ଅଛନ୍ତି।…
ଦିନ ସାରା ଅଟକି ରହିଲା ହେଲିକପ୍ଟର, ଆସିଲେନି ୬ ବିଧାୟକ: ଜାଣନ୍ତୁ କ’ଣ ରହିଛି ପୂରା ଘଟଣା
ଜୟପୁର,୯।୮: ରାଜସ୍ଥାନରେ କଂଗ୍ରେସ ପରେ ଏବେ ଭାଜପା ନିଜ ଗଡକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଭାଜପା ଏହାର ୧୮ ଜଣ ବିଧାୟକଙ୍କୁ ଗୁଜରାଟ ପଠାଇଛି। କିନ୍ତୁ ଦଳର ୬ ଜଣ ବିଧାୟକ ରାଜ୍ୟ ବାହାରକୁ ଯିବାକୁ ମନା କରିଦେବାରୁ ଏହାକୁ ନେଇ…
ଆଜି ବିଏମ୍ସିରୁ ୧୬୬ ପଜିଟିଭ ଚିହ୍ନଟ: ସାଲିଆସାହିରୁ ସର୍ବାଧିକ
ଭୁବନେଶ୍ୱର,୯।୮(ବ୍ୟୁରୋ)-ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଞ୍ଚଳରୁ ରବିବାର ୧୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୬ ମଧ୍ୟରୁ କ୍ୱାରାଣ୍ଟାଇନରୁ ୯୮ ଜଣ ଚିହ୍ନଟ ହୋଇଥିବାବେଳେ ୬୮ ଲୋକାଲ କଣ୍ଟାକ୍ଟ କେସ। ସାଲିଆସାହିରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୋଟିଏ…
୧୪ ବର୍ଷ ତଳେ ହଜିଯାଇଥିବା ପର୍ସ ମିଳିଲା, ସେଥିରେ ଥିବା ଟଙ୍କା…
ମୁମ୍ବାଇ,୯।୮: ୧୪ ବର୍ଷ ପୂର୍ବେ ହଜିଯାଇଥିବା ପୁରୁଣା ପର୍ସ ଟଙ୍କା ସହ ଫେରି ପାଇଲେ ଜଣେ ବ୍ୟକ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ୨୦୦୬ ରେ ହେମନ୍ତ ପେଡାଲକର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ-ପାନଭେଲ ସ୍ଥାନୀୟ ଟ୍ରେନରେ ଯାତ୍ରା କରୁଥିବାବେଳେ…
ସମୁଦ୍ର ମଝିରେ ଯୋଗ କରୁଛନ୍ତି ଯୁବକ: ଦେଖନ୍ତୁ ଭିଡିଓ…
ଯୋଗ କରିବା ଦ୍ୱାରା ମଣିଷ ଶରୀର ଫିଟ୍ ରହିଥାଏ। ସାଧାରଣତଃ ଲୋକମାନେ ଘରେ କିମ୍ବା ପଡିଆରେ ଯୋଗ କରୁଥିବା ନଜିର ରହିଛି। ମାତ୍ର ସମୁଦ୍ର ମଝିରେ ଜଣେ ଯୁବକ ଯୋଗ କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ…
ଏମିତି ଦେଶ, ଯେଉଁଠି ମହିଳା ଏବଂ ପୁରୁଷ ପିନ୍ଧିଥାନ୍ତି ଏକାପ୍ରକାର ପୋଷାକ
ବିଶ୍ୱରେ ଅନେକ ଦେଶ ରହିଛି। ପ୍ରତ୍ୟେକ ଦେଶ ନିଜର ସ୍ବତନ୍ତ୍ର ପରିଚୟ ପାଇଁ ଜଣାଶୁଣା। ଅନେକ ଦେଶ ସେମାନଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଅନେକ ଦେଶର ଅନନ୍ୟ ସଂସ୍କୃତି ଏବଂ ଏହାର ନାଗରିକଙ୍କ…
Archives


