ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ପଞ୍ଚାୟତରେ ହେବ…
ଭୁବନେଶ୍ୱର, ୩।୬: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏକ ବଡ଼ ଘୋଷଣା କରିଛି। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ୧୦ ଜଣ ହିତାଧିକାରୀଙ୍କୁ ଗୃହ ଯୋଜନା ଅନ୍ତର୍ଗତ ପକ୍କା ଘର ଯୋଗାଇ ଦିଆଯିବ। ଏହି ଯୋଜନା ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି…
ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଅସନ୍ତୋଷ
ଦାରିଙ୍ଗବାଡି,୩।୬(ଅରୁଣ ସାହୁ):ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ମୃତଦେହ ବ୍ୟବଛେଦ କରାଇବାରେ ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଯାଇଛି। ମୃତକଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରି ମୃତଦେହ ଧରି ସିଧା ଘରକୁ ପଳାଇଥିଲେ।…
କେନ୍ଦୁପତ୍ର ତୋଳାଳିଙ୍କ ମୁହଁରେ ହସ ଫୁଟାଇଲେ ମୁଖ୍ୟମନ୍ତ୍ରୀ: ଏଣିକି ମିଳିବ ଏସବୁ ସହାୟତା
ଭୁବନେଶ୍ୱର/ ଦେବଗଡ଼,୩।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦେବଗଡ଼ ଜିଲା ଗସ୍ତରେ ଯାଇ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଦେବଗଡ଼ ଜିଲା…
କୋଟି କୋଟି ଟଙ୍କା ରୋଜଗାର କରୁଛ କିନ୍ତୁ….କମଲ ହାସନଙ୍କୁ କଡ଼ା ଭର୍ତ୍ସନା କଲେ ହାଇକୋର୍ଟ
ବେଙ୍ଗାଲୁରୁ,୩।୬: କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦରେ ଅଭିନେତା କମଲ ହାସନଙ୍କୁ କର୍ନାଟକ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି,ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଲୋକଙ୍କ ଭାବନାକୁ ଆଘାତ ଦିଆଯାଇପାରିବ ନାହିଁ। କମଲ ହାସନ କନ୍ନଡ ଏବଂ ତାମିଲ ଭାଷାକୁ ନେଇ ଏକ…
ଭାରତ-ରୁଷିଆ ବନ୍ଧୁତା ଦେଖି ରକ୍ତଚାଉଳ ଚୋବାଉଛି ଆମେରିକା: କହୁ କହୁ କହିଦେଲା ଏମିତି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୬:ଭାରତ ଆମେରିକାକୁ ତା’ର ବନ୍ଧୁ ବୋଲି ମାନିଥିଲା, କିନ୍ତୁ ଏବେ ତା’ର ପ୍ରକୃତ ଚେହେରା ସାମ୍ନାକୁ ଆସୁଛି। ଆମେରିକାର ନିଜ ଅଧିକାରୀମାନେ ଭାରତ ବିରୋଧରେ ତା’ର ପ୍ରକୃତ ଚେହେରା ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକଙ୍କ…
ମାତ୍ର ୩୦ ମିନିଟରେ ଖେଳ ଶେଷ: ଭାରତକୁ ଚକ୍ମା ଦେଖାଇବାକୁ ତୁର୍କୀଠାରୁ ଏଭଳି ଜିତିଷ କିଣିବ ପାକିସ୍ତାନ
ଇସଲାମାବାଦ୍,୩।୬: ପାକିସ୍ତାନ ହୁଏତ ଦୁନିଆ ସାମ୍ନାରେ ଅପରେଶନ ସିନ୍ଦୂରରେ ଦମନକାରୀ ପରାଜୟକୁ ଗ୍ରହଣ କରିପାରିବ ନାହିଁ ଏବଂ ମିଥ୍ୟା ବିଜୟର ଉତ୍ସବ ପାଳନ କରି ଚାଲିଥିବ, କିନ୍ତୁ ଭିତରେ ଭିତରେ ସେ ଜାଣେ ଯେ ସେ କେତେ ବଡ଼ କ୍ଷତି ସହିଛି।…
ବ୍ରାଉନସୁଗାର ଡିଲ୍ବେଳେ ଦମ୍ପତିଙ୍କୁ ମାଡିବସିଲା ଅବକାରୀ ବିଭାଗ: ୧୪୫ ଗ୍ରାମ ଧଳା ଜହର ଜବତ
ଭୋଗରାଇ,୩l୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱର- ଚନ୍ଦନେଶ୍ୱର ୫୭ ନଂ ଜାତୀୟ ରାଜପଥ ଜଗନ୍ନାଥପୁର ଛକଠାରେ ବ୍ରାଉନସୁଗାର ବିକ୍ରି ଡିଲ ବେଳେ ଗୋପନୀୟ ସୂତ୍ରରୁ ଖବରପାଇ ବାଲେଶ୍ୱର ଅବକାରୀ ମୋବାଇଲଟିମ ଓ ଭୋଗରାଇ ଅବକାରୀ ବିଭାଗ ମିଳିତ ଭାବେ…
ବାଇକ୍ରେ ଯାଉଥିଲେ, ହଠାତ୍ ପଶିଆସିଲା ମାଙ୍କଡ଼: ଆଉ ତା’ପରେ ଘଟିଲା…
ଦାରିଙ୍ଗବାଡି, ୩।୬(ଅରୁଣ ସାହୁ ): ୫୯ନଂ ଜାତୀୟ ରାଜପଥ ଉପରେ ମାଙ୍କଡ଼ ଏବଂ ଗୋରୁଗାଇଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଫଳରେ ବାଇକ ଦୁର୍ଘଟଣା ଦିନକୁ ଦିନ ବଢୁଛି। ପ୍ରକାଶ ଯେ, ସୋମବାର ଏକ ବୈଠକରେ ଯୋଗଦେବା ପାଇଁ ଦାରିଙ୍ଗବାଡି ଅନ୍ତରଙ୍ଗ ଯୁବ…
୭ ମାସର ଶିଶୁକନ୍ୟାକୁ କଚାଡି ମାରିଦେଲେ ପିଶାଚ ବାପା: ଅଭିଯୁକ୍ତଙ୍କୁ ଛେଚିଲେ ଗ୍ରାମବାସୀ
ପରଜଙ୍ଗ,୩।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ବିଭତ୍ସ ହତ୍ୟା। ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା। ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ…
ପଦ୍ମପୁରରେ ପାମ୍ ଚାଷ ପ୍ରତି ବଢୁଛି ଆଗ୍ରହ: ୨୨୦ ଚାଷୀ ପାମ୍ ଚାଷରେ ସାମିଲ
ପଦ୍ମପୁର,୩ା୬(ପ୍ରଦୀପ୍ତ ଦାଶ)-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଅଣ ଜଳସେଚିତ ଅଞ୍ଚଳ, ଏଠାରେ ଗଭୀର ନଳକୂପ କିମ୍ବା ଉଠାଜଳସେଚନକୁ ଛାଡ଼ି ଦେଲେ ଜଳସେଚନର ସ୍ଥାୟୀ ସୁବିଧା ନାହିଁ। ଧାନ ଉତ୍ପାଦନରେ ରେକର୍ଡ କରୁଥିବା ବରଗଡ଼ ଜିଲାର ଚାଷୀ ବର୍ତ୍ତମାନ ଅଣଧାନ ଚାଷ…
IPL 2025 Final Closing Ceremony: ରୋଚକ ହେବ କ୍ଲୋଜିଂ ସେରିମନି, ୧.୫ ଲକ୍ଷ ଦର୍ଶକେ ରହିବେ ସାକ୍ଷୀ!
ନୂଆଦିଲ୍ଲୀ,୩।୬: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୧୮ତମ ସିଜିନର ଫାଇନାଲ ମ୍ୟାଚ ମଙ୍ଗଳବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ପଞ୍ଜାବ କିଙ୍ଗସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଏହି ଟୁର୍ଣ୍ଣାମେଣ୍ଟର ସମାପନୀ ଉତ୍ସବ ମଧ୍ୟ ଆୟୋଜିତ ହେବ।…
ପରିଚୟ ଖୋଜୁଛି କଫି ବଗିଚା: ପର୍ଯ୍ୟଟକଙ୍କୁ ମିଳୁନି ମୌଳିକ ସୁବିଧା, ଦଲାଲ ସକ୍ରିୟ
ଦାରିଙ୍ଗବାଡି, ୩।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଫି ବଗିଚା ଏବେ ତାର ପରିଚୟ ହରାଇବାକୁ ବସିଲାଣି। ପ୍ରକାଶ ଯେ, ୧୯୭୪ ମସିହାରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୬.୭୧ ହେକ୍ଟର ଜମିରେ…
Archives


