ଅକ୍ସଫୋର୍ଡ ଟିକା ୯୦% ଫଳପ୍ରଦ
ନୂଆଦିଲ୍ଲୀ, ୨୪।୧୧(ପି.ଟି.): ଅକ୍ସଫୋର୍ଡ ଟିକା ପାଖାପାଖି ୯୦ ପ୍ରତିଶତ ଫଳପ୍ରଦ ହୋଇପାରିବ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ବ୍ରିଟେନ କମ୍ପାନୀ ଅଷ୍ଟ୍ରାଜେନିକା ସୋମବାର ଘୋଷଣା କରିଛି। ବିଶ୍ୱରୁ କରୋନା ମହାମାରୀକୁ ରୋକିବାରେ ଏହା ଆଉ ଏକ ସଫଳତା…
୩୪ଟି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କରିବେ ରାଇନା
ନୂଆଦିଲ୍ଲୀ, ୨୪ା୧୧ : ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଉତ୍ତରପ୍ରଦେଶ, ଜମ୍ମୁ ଓ ଏନ୍ସିଆର (ନ୍ୟାଶନାଲ କ୍ୟାପିଟାଲ ରିଜିଅନ) ଅନ୍ତର୍ଗତ ୩୪ଟି ସରକାରୀ ସ୍କୁଲ ହାତକୁ ନେଇଛନ୍ତି। ଏହି ସ୍କୁଲଗୁଡ଼ିକରେ ସେ ସ୍ବଚ୍ଛତା ଏବଂ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରିବେ।…
୪ ଦିନ ହେଲା ବଢୁଛି ତେଲ ଦର
ଭୁବନେଶ୍ୱର: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢ଼ି ଲିଟର ପିଛା ଦର ୮୨.୧୩ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ଦର ୨୦ ପଇସା ବଢ଼ିବା ଯୋଗୁ…
ପ୍ରେରଣା ସାଜିଛନ୍ତି ନନ୍ଦିନୀ
କେନ୍ଦୁଝର,୨୪ା୧୧(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ପୁରୁଷମାନଙ୍କ ସହିତ ମହିଳାମାନେ ସବୁକ୍ଷେତ୍ରରେ ସମକକ୍ଷ ହେଲେଣି। ସାଧାରଣତଃ ମେଶିନ ଅପରେଟିଂ କିମ୍ବା କୌଣସି କଷ୍ଟସାଧ୍ୟ ଶ୍ରମଦାନ କ୍ଷେତ୍ରରେ ମହିଳାମାନେ ସାମାନ୍ୟ ପଛଘୁଞ୍ଚା ଦେଇଥାନ୍ତି। କିନ୍ତୁ ଜଣେ ଝିଅ ଗାଁରେ ଧାନ କଳ ବସାଇ ନିଜେ ସ୍ବାବଲମ୍ବୀ ହେବା…
‘ବ୍ଲାକ୍ ଡାଇମଣ୍ଡ’ କହିବ କୋଇଲା କାହାଣୀ
ଅନୁଗୋଳ ଅଫିସ, ୨୪।୧୧ କୋଇଲାକୁ କାହିଁକି କଳାହୀରା କୁହାଯାଏ। ଏହି ପ୍ରାକୃତିକ ସମ୍ପଦର ଉତ୍ପତ୍ତି କେମିତି। ତା’ ଭିତରେ ଥିବା ଶକ୍ତିର ଆଧାର କ’ଣ। ମାଟିତଳେ ଥିବା କୋଇଲାର ଶଯ୍ୟା କିପରି ଜାଣିହେବ। ବିନା ବିସ୍ଫୋରଣରେ ଉତ୍ପାଦନ କେମିତି ସମ୍ଭବ ହେଉଛି…
ରାଜ୍ୟରେ ସୁସ୍ଥ ହେଲେ ୯୧୩ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୯୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୧୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୧୧୧, କଟକରୁ ୬୬, ଅନୁଗୋଳରୁ ୬୪, ଖୋର୍ଦ୍ଧାରୁ ୬୨, ନୂଆପଡାରୁ ୫୩, ସମ୍ବଲପୁରରୁ ୪୩, ବାଲେଶ୍ୱରରୁ ୩୭,…
ସୀମାନ୍ତରେ ଗୁଳି ବିନିମୟ: ୩ ମାଓବାଦୀ ନିହତ, ଜଣେ ଯବାନ ଆହତ
ମାଲକାନଗିରି,୨୩ା୧୧(ଡି.ଏନ୍.ଏ.)-ମାଲକାନଗରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡରେ ସୋମବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ତେବେ ଏହି ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ଖବରରୁ ଜଣାପଡିଛି, ମାଲକାନଗିରି…
ସୋନୁଙ୍କୁ ଭେଟିବା ପାଇଁ ସାଇକେଲରେ ବିହାରରୁ ମୁମ୍ବାଇ…
ପାଟଣା, ୨୩।୧୧-ପ୍ରବାସୀମାନଙ୍କ ପାଇଁ ଲକ୍ଡାଉନ ସମୟରେ ଦେବଦୂତ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ବିହାରରୁ ସାଇକେଲ ଯୋଗେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ନାଁ ଅରମାନ। ମୁମ୍ବାଇରେ ସୋନୁଙ୍କୁ ଭେଟିବା ସହ ଧନ୍ୟବାଦ…
ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ କରୋନା
ଡେରାଡୁନ,୨୩।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାପରେ ଆଇସୋଲେଶନରେ ରହିଛି। ନିକଟରେ ଯେଉଁମାନେ ମୋ ସଂସ୍ପର୍ଶରେ…
ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ
ଗୌହାଟୀ,୨୩।୧୧-ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇଙ୍କ ସୋମବାର ପରଲୋକ ହୋଇଯାଇଛି। ଗୌହାଟୀସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଗୋଗୋଇ ୨୦୦୧ରୁ ୨୦୧୬…
ଏହି ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ: ୪ଟି ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା
ଶିମଲା,୨୩।୧୧: ହିମାଚଳ ପ୍ରଦେଶରେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ନଭେମ୍ବର ୨୬ରୁ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ ହେବ। ସେହିପରି ୪ଟି ଜିଲାରେ ରାତ୍ରକାଳୀନ…
ଏଣିକି ଧର୍ମଘଟକୁ ଉସୁକାଇଲେ ଜେଲ ଦଣ୍ଡ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ)-ସରକାରୀ କର୍ମଚାରୀ ମନ ଇଚ୍ଛା ଧର୍ମଘଟ କରି ପାରିବେ ନାହିଁ କିମ୍ବା ଏଥିପାଇଁ ପ୍ରୋତ୍ସାହିତ କରି ପାରି ପାରିବେ ନାହିଁ। ବେଆଇନ୍ ଧର୍ମଘଟ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ୧ ବର୍ଷ ଜେଲ ସହିତ ୫ ହଜାର ଟଙ୍କା ପର୍ଯ୍ୟନ୍ତ…
Archives


