ନୂଅ।ଦିଲ୍ଲୀ, ୨୬ା୧ (ପି.ଟି.): ଭାରତର ନିର୍ବାଚନ କମିଶନ ସୋମବାର ଭୋଟର ଫଟୋ ପରିଚୟପତ୍ରର ଇଲେ୍ରୋନିକ୍ ଭର୍ସନ (ଇ-ଭୋଟର କାର୍ଡ) ଜାରି କରିଛନ୍ତି। ଏହି ଡିଜିଟାଲ ପରିଚୟପତ୍ରକୁ ଭୋଟର…
ନୂଆଦିଲ୍ଲୀ, ୨୬ା୧ (ପି.ଟି.): ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅନ୍ତର୍ଗତ ଅଞ୍ଚଳରେ ଦୀର୍ଘ ୯ ମାସ ହେଲା ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ…
ମୁମ୍ବାଇ, ୨୬ା୧: ହିନ୍ଦୁ ଦେବଦେବୀଙ୍କୁ ଥଟ୍ଟା କରିବା ଅଭିଯୋଗରେ ଭାରତୀୟ ହାସ୍ୟ ଅଭିନେତା ମୁନାଓ୍ବର ଫାରୁକିଙ୍କୁ ଗିରଫ କରାଯାଇଛି। ତେବେ ଯେଉଁ ଶୋରେ ସେ ଏପରି କରିଥତ୍ବା…
ଅମିତ କୁମାର ସାମଲ ଅନୁଗୋଳ ଅଫିସ,୨୬ା୧- କରୋନା ସଂକ୍ରମଣ ରୋକିବାକୁ ଗତବର୍ଷ ଲକ୍ଡାଉନ୍, ଶଟ୍ଡାଉନ୍କୁ କଡ଼ାକଡ଼ି କରାଯାଇଥିଲା। ଫଳରେ ୨୦୨୦ରେ ରାଜ୍ୟର ଅନେକ ଜିଲାରେ ସଡ଼କ ଦୁର୍ଘଟଣା…
ଟେଷ୍ଟ କ୍ରିକେଟର ଅନ୍ୟତମ ସଫଳ ବୋଲର ହେଲେ ଇଂଲଣ୍ଡର ଜିମି ଆଣ୍ଡରସନ। ୧୫୭ଟି ମ୍ୟାଚରେ ୬୦୦ରୁ ଅଧିକ ଟେଷ୍ଟ ଉଇକେଟ ନେଇଥିବା ସେ ବିଶ୍ୱର ଏକମାତ୍ର ପେସ୍…
ନୂଆଦିଲ୍ଲୀ,୨୫।୧: ଭାରତ ସବୁବେଳେ ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ରହିଆସିଛି। ଏହା ସତ୍ତ୍ୱେ ବିସ୍ତାରବାଦୀ ଶକ୍ତି ସୀମାନ୍ତ ଅଞ୍ଚଳ କବ୍ଜା କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ସେମାନଙ୍କର ଏହି…
ତରବୋଡ/ନୂଆପଡା ଅଫିସ,୨୫।୧: ନୂଆପଡ଼ା ଜିଲା ଖରିଆର ରୋଡ ବନାଞ୍ଚଳ ଅଧୀନ ହଳଦିଗାଁରେ ସୋମବାର ୪ଟି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପ୍ରଚାର ପରେ ଭୟଭିତ…
ଅଷ୍ଟ୍ରେଲିଆରେ ଏକ ଐତିହାସିକ ଟେଷ୍ଟ ସିରିଜ ଜିତିଇବା ପରେ ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ ଚର୍ଚ୍ଚାରେ। ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ତାଙ୍କୁ…
୨୦୨୦ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ଖରାପ ବୋଲି ପ୍ରମାଣିତ ହୋଇଛି। ଗତ ବର୍ଷ ଇଣ୍ଡଷ୍ଟ୍ରି ଅନେକ ପ୍ରସିଦ୍ଧ ତାରକାଙ୍କୁ ହରାଇଛି। ୨୦୨୧ ବର୍ଷ ଆରମ୍ଭ ହେବାର…
ଆଜ୍ମା ଏକ ଶ୍ୱାସଜନିତ ରୋଗ। ଏଥିପାଇଁ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବାକୁ ପଡେ। ଜଣେ ଆଜ୍ମା ରୋଗୀ ନିଜର ଖାଦ୍ୟ ତାଲିକାରେ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରିବା…