Home Middle

ସୋନିଆ ଗୋଆରେ, ଭିଡ଼ିଓ ଭାଇରାଲ…

ପଣଜୀ,୬।୧ : କଂଗ୍ରେସ ନେତ୍ରୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବ୍ୟକ୍ତିଗତ କାରଣରୁ ଗୋଆ ଗସ୍ତରେ ଅଛନ୍ତି। ସେ ଡାବୋଲିମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିିବା ପରେ ସେ ଦକ୍ଷିଣ ଗୋଆର ଏକ ରିସୋର୍ଟକୁ ଯାଇଛନ୍ତି। ଏହି ସମୟରେ କୌଣସି ଦଳୀୟ…

କଂଗ୍ରେସ-ଟିଏମସି ଫାଟ: ଆମେ ଏକୁଟିଆ ଲଢ଼ିବାକୁ ପ୍ରସ୍ତୁତ, ସିଟ ବାଣ୍ଟିବା ବିଷୟରେ ଆଲୋଚନା ନାହିଁ…

କୋଲକାତା,୬।୧ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି ଏବଂ ରାଜନୈତିକ ଦଳ ଉତ୍ସାହର ସହ ଭାଜପା ବିରୋଧରେ ଲଢ଼ିବା ପାଇଁ ସେମାନଙ୍କ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି। ବିରୋଧୀ ଦଳର ଇଣ୍ଡିଆରେ ଥିବା ସହଯୋଗୀ ଦଳ ରାଜ୍ୟରେ…

ସମ୍ବଲପୁରରେ ଏନ୍‌କାଉଣ୍ଟର, ଜଣେ ଆହତ

ସମ୍ବଲପୁର,୬ା୧: ସମ୍ବଲପୁରରେ ପୋଲିସ ଏନ୍‌କାଉଣ୍ଟରେ ଶନିବାର ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସହରର କେନ୍‌ଘାଟି ଆଇସ୍‌ ଫ୍ୟାକ୍ଟ୍ରି ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ଏନ୍‌କାଉଣ୍ଟର ହୋଇଛି। ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ।…

ଅପରାଧୀଙ୍କ ଚରିତ୍ରଗତ ପ୍ରମାଣପତ୍ରକୁ ବିନା ଶୁଣାଣିରେ ରଦ୍ଦ କରାଯାଇ ପାରିବ ନାହିଁ: ହାଇକୋର୍ଟ…

ପ୍ରୟାଗରାଜ,୬।୧ : ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଅପରାଧିକ ପୃଷ୍ଠଭୂମି ଯୋଗୁ ଚରିତ୍ରଗତ ପ୍ରମାଣପତ୍ର ରଦ୍ଦ କରିବା ଉଚିତ ନୁହେଁ। ଏଭଳି ବ୍ୟକ୍ତିଙ୍କୁ କାରଣ ଦର୍ଶାଇବାକୁ କିମ୍ବା ତାଙ୍କ ଅଭିଯୋଗର ଶୁଣାଣି କରିବାର ସୁଯୋଗ ଦିଆଯିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଉଚିତ…

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆସନ୍ତା ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶନିବାର ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀମାନେ ନବୀନ…

କରୋନା ସମୟରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏହି ଔଷଧ ଦାୟୀ

ପ୍ୟାରିସ୍‌,୬ା୧: କରୋନା ମହାମାରୀରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏକ ଔଷଧ ଦାୟୀ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫ୍ରାନ୍ସ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମାର୍ଚ୍ଚରୁ ଜୁଲାଇ ୨୦୨୦ ପର୍ଯ୍ୟନ୍ତ କରୋନାର ପ୍ରଥମ ଲହରିରେ…

ନିଲମ୍ବିତ କର୍ମଚାରୀ ନିର୍ବାହ ଭତ୍ତା ପାଇଁ ସବୁଦିନ ଅଫିସ ଆସିବା ଆବଶ୍ୟକ ନାହିଁ: କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ମୁମ୍ବାଇ,୬।୧ : ବମ୍ବେ ହାଇକୋର୍ଟ କହିଛନ୍ତି ଇଣ୍ଡଷ୍ଟ୍ରିଆଲ ଏମ୍ପ୍ଲୟମେଣ୍ଟ ଆକ୍ଟ, ୧୯୪୬ ଷ୍ଟାଣ୍ଡିଂ ଅର୍ଡର ଆକ୍ଟର ଧାରା ୧୦-ଏ ଅନୁଯାୟୀ ନିଲମ୍ବନ ସମୟରେ ଜଣେ କର୍ମଚାରୀ ନିର୍ବାହ ଭତ୍ତା ପାଇବାକୁ ହକଦାର। ଏଭଳି କ୍ଷେତ୍ରରେ ନିଯୁକ୍ତିଦାତାଙ୍କ ଦ୍ୱାରା କୌଣସି ସର୍ତ୍ତ ବିନା…

ଚାଇନାର ଦାଦାଗିରି: ଭୁଟାନ ରାଜ ପରିବାରର ଜମି ଦଖଲ କରୁଛି,ଉପଗ୍ରହ ଚିତ୍ରରୁ ପଡିଲା ଧରା…

ବେଜିଂ,୬।୧ : ସାଟେଲାଇଟ ଚିତ୍ରରୁ ଜଣା ପଡିଛି ଚାଇନା ଉତ୍ତର-ପୂର୍ବ ଭୁଟାନରେ ଥିବା ଭୁଟାନ ରାଜ ପରିବାରର ଜମିକୁ ବେଆଇନ ଦଖଲ କରୁଛି। ଖେନାପାଜୋଙ୍ଗର ଏକ ନଦୀ ଉପତ୍ୟକା ଦେଇ ଟାଉନଶିପ ନିର୍ମାଣ କରି ବେଆଇନ ଭାବେ ଜମି ଖୋଳିବା କାର୍ଯ୍ୟ…

ହମାସ ପାଖରେ ଚାଇନା ନିର୍ମିତ ରାଇଫଲ-ଗ୍ରେନେଡ: ଇସ୍ରାଏଲ ସେନା କଲା ପର୍ଦ୍ଦାଫାଶ…

ଗାଜା,୬।୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୩ ମାସ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ପ୍ରଧାମନ୍ତ୍ରୀବେଞ୍ଜାମିନ ନେତାନ୍ୟାହୁଙ୍କ ସୈନ୍ୟବାହିନୀ ଗାଜା ଷ୍ଟ୍ରିପକୁ କାବୁ କରିବାରେ ସକ୍ଷମ ହୋଇ ନାହାନ୍ତି। ଏହି ସମୟରେ, ହମାସ ପାଖରେ…

ICC ବଦଳାଇଲା କ୍ରିକେଟର ୩ ନିୟମ: ଆଇପିଏଲ ତଥା ଟି-୨୦ ବିଶ୍ୱକପରେ ହେବ ବଡ଼ ପରିବର୍ତ୍ତନ…

କୋଲକାତା,୬।୧ : ଷ୍ଟମ୍ପିଂ ନିୟମ ଏବଂ ଏହା ସହ ଜଡିତ ଢିଆରଏସ ଆଇସିସି ଦ୍ୱାରା ପରିବର୍ତ୍ତନ କରାଯାଇଛି। ଏହା ସହ ଆଉ ଦୁଇଟି ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ନୂତନ ନିୟମ ଚଳିତ ବର୍ଷ ଆଇପିଏଲ ୨୦୨୪ରେ ଏବଂ ପରେ…

ତଲାକ ପରେ ପୁଣି ବିବାହ କରିଥିବା ମହିଳାଙ୍କୁ ଭରଣପୋଷଣ ଦେବେ ପ୍ରଥମ ସ୍ବାମୀ: ହାଇକୋର୍ଟ…

ମୁମ୍ବାଇ,୬।୧ : ବମ୍ବେ ହାଇକୋର୍ଟ କହିଛନ୍ତି ତଲାକ ହୋଇଥିବା ମୁସଲିମ ମହିଳା ପୁଣି ବିବାହ କରିବା କଲେ ମଧ୍ୟ ପ୍ରୋଟେକଶନ ଅଫ ରାଇଟ୍ସ ଅନ ଡାଇଭର୍ସ ଅଧିନିୟମ, ୧୯୮୬ ଅନୁଯାୟୀ ତାଙ୍କ ପ୍ରଥମ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବେ। ଜଷ୍ଟିସ ରାଜେଶ ପାଟିଲ…

ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ପୁଣି ଗୁଳି ବର୍ଷଣ

ସିଓଲ,୬ା୧: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦକ୍ଷିଣ କୋରିଆର ସୈନ୍ୟ ଶନିବାର କହିଛନ୍ତି, ଦକ୍ଷିଣ କୋରିଆ ସହିତ ବିବାଦୀୟ ସାମୁଦ୍ରିକ ସୀମା ନିକଟରେ ଉତ୍ତର କୋରିଆ ଆଜି ୬୦ରୁ ଅଧିକ ଗୁଳି ଚଳାଇଛି। ଉତ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri