ଏକନାଥ ଶିନ୍ଦେ ଦଳ ପ୍ରକୃତ ଶିବସେନା: ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ ରାୟ
ନୂଆଦିଲ୍ଲୀ,୧୦।୧: ମହାରାଷ୍ଟ୍ର ବାଚସ୍ପତି ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲାର ଶୁଣାଣି କରିଛନ୍ତି। ଦେଢ଼ବର୍ଷ ପୂର୍ବେ ୨୦ ଜୁନ୍ ୨୦୨୨ରେ ଏକନାଥ ଏବଂ ତାଙ୍କ ଗୋଷ୍ଠୀର ୩୯ ବିଧାୟକ ଶିବସେନାରେ ବିଦ୍ରୋହ ସୃଷ୍ଟି…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲା କଂଗ୍ରେସ, ଅଯୋଧ୍ୟା ଯିବେ ନାହିଁ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେ
ନୂଆଦିଲ୍ଲୀ,୧୦।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ। ଦଳ ପକ୍ଷରୁ ଏକ ବିବୃତ୍ତି ଜାରି ସୂଚନା ଦିଆଯାଇଛି। କୁହାଯାଇଛି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣକୁ ସମ୍ମାନର ସହ…
ଅଧିକ ସନ୍ତାନ ଜନ୍ମ କରନ୍ତୁ, ଚିନ୍ତା ନାହିଁ ଘର ଯୋଗାଇବେ ମୋଦି: ଭାଜପା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…
ଉଦୟପୁର,୧୦।୧ : ରାଜସ୍ଥାନ ସରକାରଙ୍କ ମନ୍ତ୍ରୀ ବାବୁଲାଲ ଖରାଡି ଲୋକମାନଙ୍କୁ କହିଛନ୍ତି ସେମାନେ ଅନେକ ସନ୍ତାନ ଜନ୍ମ କରିବା ଉଚିତ। ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘର ଯୋଗାଇ ଦିଆଯିବ ଏବଂ ଶସ୍ତା…
ମୋଦିଙ୍କୁ ପ୍ରଶଂସା କଲେ ମୁକେଶ ଅମ୍ବାନୀ: କହିଲେ ଭାରତ ଇତିହାସର ସଫଳ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୦।୧ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଗୁଜରାଟର ରାଜଧାନୀ ଗାନ୍ଧିନଗରରେ ଅନୁଷ୍ଠିତ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ…
ଦିନକରେ ୫୦୦୦ରୁ ଅଧିକ ଲୋକଙ୍କ ସହ ହାତ ମିଳାଉ ଥିଲେ ରାଜୀବ, ବେଳେବେଳେ ହାତରୁ ବୋହୁଥିଲା ରକ୍ତ: ସାମ ପିଟ୍ରୋଡା…
ନୂଆଦିଲ୍ଲୀ,୧୦।୧ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ଇଚ୍ଛା ଅନୁଯାୟୀ ପରିବେଶ ସୃଷ୍ଟି କରିବାରେ ବ୍ୟସ୍ତ ଅଛି। ରାହୁଲ ଗାନ୍ଧୀ ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି। ଏହି ମର୍ମରେ ସାମ ପିଟ୍ରୋଡା ଏକ ଚ୍ୟାନେଲ ସହ ହୋଇଥିବା ଆଲୋଚନାରେ…
ରାମଲଲାଙ୍କୁ ଦର୍ଶନ କରିବାକୁ ଯାଉଥିବା ଟୁରିଷ୍ଟ ବସ ଓଲଟିଲା, ବହୁ ଆହତ…
ବଳରାମପୁର,୧୦।୧ : ଉତ୍ତରପ୍ରଦେଶର ବଳରାମପୁର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଠାରେ ଘନ କୁହୁଡ଼ି ଯୋଗୁଁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୧୫ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି। ଅମ୍ବିକାପୁର-ବନାରସ ମୁଖ୍ୟ…
ମାଗଣାରେ ମିଳିବାରୁ ଖାଇଗଲେ ଓ୍ବାଶିଂ ପାଉଡର, ପରେ ହେଲା ଏପରି…
ତାଇପେ,୧୦।୧ : ତାଇୱାନ ଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ତାଇୱାନରେ ନିର୍ବାଚନ ପ୍ରଚାର ସମୟରେ ୩ ଜଣ ବ୍ୟକ୍ତ ଭୁଲରେ ଓ୍ବାଶିଂ ପାଉଡର ଖାଇଦେଇଥିଲେ। ଯାହା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଠିକ ସମୟରେ ଚିକିତ୍ସା…
ଚାରମିନାର ଏକ୍ସପ୍ରେସର ୩ ବଗି ଲାଇନଚ୍ୟୁତ: ୫ ଆହତ…
ହାଇଦ୍ରାବାଦ,୧୦।୧ : କ୍ରମାଗତ ରେଳ ଦୁର୍ଘଟଣା ଭାରତୀୟ ରେଳବାଇର ଚିନ୍ତା ବଢ଼ାଇ ଦେଇଛି। କିଛି ଦିନ ପୂର୍ବରୁ ରେଳବାଇ ଦୁର୍ଘଟଣାକୁ ରୋକିବା ପାଇଁ କବଚ ସୁରକ୍ଷା ବ୍ୟବସ୍ଥା ପରୀକ୍ଷା କରିଥିଲା। ବୁଧବାର ପୂର୍ବାହ୍ନ ୯ ଟାରେ ତେଲେଙ୍ଗାନାର ନାମପଲ୍ଲୀ ରେଳ ଷ୍ଟେଶନରେ…
କରସେବକଙ୍କ ଉପରେ ଗୁଳି ଚଳାଇବା ସରକାରଙ୍କ ନିଷ୍ପତ୍ତି ଠିକ ଥିଲା: ଏସପି ନେତାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ…
ଲକ୍ଷ୍ନୌ,୧୦।୧ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ବମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କାସଗଞ୍ଜରେ କହିଛନ୍ତି ଉତ୍ତରପ୍ରଦେଶର ତତ୍କାଳୀନ ସରକାର ସମ୍ବିଧାନ ତଥା ଆଇନର ସୁରକ୍ଷା ପାଇଁ ଅରାଜକତା…
ପ୍ରଧାନମନ୍ତ୍ରୀ କିଷାନ ନିଧି ହେବ ଦୁଇଗୁଣା: ମହିଳା କୃଷକଙ୍କ ସଞ୍ଚୟ ଖାତାକୁ ଆସିବ ୧୨ ହଜାର ଟଙ୍କା, କେବେ ହେବ ଜାଣନ୍ତୁ …
ନୂଆଦିଲ୍ଲୀ,୧୦।୧ : ପ୍ରଧାନମନ୍ତ୍ରୀ କିଷାନ ନିଧି ଟଙ୍କା ପରିମାଣ ଦୁଇଗୁଣା କରିବାକୁ ସରକାର ବଜେଟରେ ଚିନ୍ତା କରୁଛନ୍ତି। ଏହା ହେଲେ ମହିଳା କୃଷକଙ୍କ ସଞ୍ଚୟ ଖାତାକୁ ୧୨ ହଜାର ଟଙ୍କା ଆସିବ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନ…
କୋଚିଂ ସଂସ୍ଥା ୧୦୦ ପ୍ରତିଶତ ସଫଳତା ହାସଲ କରିଥିବା ଦାବି କଲେ ଏବେ ଲାଗିବ ଜରିମାନା: ସରକାରଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୦।୧ : ସରକାରୀ ଚାକିରି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରଦାନ କରୁଥିବା କୋଚିଂ ପ୍ରତିଷ୍ଠାନଗୁଡିକ ସେମାନଙ୍କ ବିଜ୍ଞାପନରେ ଶତପ୍ରତିଶତ ସଫଳତା କିମ୍ବା ଚାକିରି ପାଇଁ ଚୟନ ହୋଇଥିବା ଦାବି କରିପାରିବେ ନାହିଁ। କୋଚିଂ ସେକ୍ଟରରେ ବିଭ୍ରାନ୍ତିକର ବିଜ୍ଞାପନକୁ ରୋକିବା…
କେବଳ ଲାକ୍ଷାଦ୍ୱୀପ ନୁହେଁ ଇଣ୍ଟରନେଟରେ ଏହି ସବୁ ସମୁଦ୍ର ତଟ ପର୍ଯ୍ୟଟନସ୍ଥଳୀକୁ ସର୍ଚ୍ଚ କରୁଛନ୍ତି ଲୋକ
ନୂଆଦିଲ୍ଲୀ,୧୦।୧: ଭାରତ ଓ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଲାକ୍ଷାଦ୍ୱୀପ ଖୁବ୍ ଚର୍ଚ୍ଚାରେ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଏହାର ଚାହିଦା କେଇଗୁଣା ଅଧିକ ବଢି ଯାଇଛି ବୋଲି ଅନଲାଇନ ଟ୍ରାଭେଲ ଏଜେନ୍ସିମାନେ…
Archives


