ସି୨+୫୦% ସୂତ୍ରରେ ଏମ୍ଏସ୍ପି ଲାଗୁ କରିବାକୁ ଏସ୍କେଏମ୍ର ଦାବି: କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ,୨୦ା୨(ପି.ଟି.):ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ ଚାଷୀଙ୍କଠାରୁ ସରକାର ଡାଲି, ମକା ଏବଂ ତୁଳା କିଣିବେ ବୋଲି କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ କୃଷକ ୟୁନିୟନଗୁଡ଼ିକର ସର୍ବୋଚ୍ଚ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ପ୍ରତ୍ୟାଖ୍ୟାନ କରିଦେଇଛି। ସରକାରଙ୍କ ପ୍ରସ୍ତାବରେ ସ୍ପଷ୍ଟତା ନାହିଁ। ଏହା…
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୦।୨: ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ଦ୍ୱାରା ଅନୁପ୍ରାଣିତ ଅମୃତ ଭାରତ ଏକ୍ସପ୍ରେସ ଜନସାଧାରଣଙ୍କଠାରୁ ବହୁତ ଭଲ ପାଇବା ପାଇଛି। ଏହି ଖୁସିରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅମୃତ ଭାରତ ଟ୍ରେନ…
ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର, ଲଦାଖ
ଶ୍ରୀନଗର,୧୯।୨: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର କାର୍ଗିଲ ଜିଲାରେ ସୋମବାର ରାତି ୯.୩୫ରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮ କିଲୋମିଟର…
ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ
କାବୁଲ,୧୯।୨: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲାରେ ଭୂସ୍ଖଳନ ହେତୁ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା…
କଳ୍ପନାଜଳ୍ପନା ମଧ୍ୟରେ ଭାଜପାରେ ସାମିଲ ହେବେ କି ନାହିଁ ସ୍ପଷ୍ଟ କଲେ କମଲନାଥ
ଭୋପାଳ,୧୯।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ସୋମବାର ଭାଜପାରେ ଯୋଗଦେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଏକ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ କହିଛନ୍ତି ଯେ ସେ ଭାଜପାରେ ଯୋଗଦେବେ ନାହିଁ। କମଲନାଥ ଖୁବ୍ଶୀଘ୍ର ଏକ…
କଂଗ୍ରେସକୁ ଅଲ୍ଟିମେଟମ୍ ଦେଲେ ଅଖିଳେଶ
ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଯଦି ଆସନ ବଣ୍ଟନ ହୁଏ ତେବେ ସେ ଏହି ଯାତ୍ରାରେ ଭାଗ ନେବେ। ଆସନ…
ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ: ଲୋକେ ଆତଙ୍କିତ…
ଶିବପୁରୀ,୧୯।୨ : ମଧ୍ୟପ୍ରଦେଶର ଏକ ଗ୍ରାମ ନିକଟ ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ ମିଳିଛି। ଏତେ ସଂଖ୍ୟକ ଗାଈ ସେଠାରେ କିପରି ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ଗାଈ ମାନଙ୍କୁ ସହରାଞ୍ଚଳରୁ ଅଣାଯାଇ…
ପିଓକେ-ଏଲଓସିରେ ଚାଇନା-ପାକିସ୍ତାନର ଷଡ଼ଯନ୍ତ୍ର ! ଗୁପ୍ତଚରୀ ପାଇଁ କରୁଛନ୍ତି ଏଭଳି କାର୍ଯ୍ୟ…
ଶ୍ରୀନଗର,୧୯।୨ : ପାକିସ୍ତାନ ଏହାର କାର୍ଯ୍ୟରୁ ନିବୃତ୍ତ ହେଉ ନାହିଁ। ଏହାର ଏକ ଉଦାହରଣ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ରେ ଦେଖାଯାଉଛି। ଯେଉଁଠାରେ ପାକିସ୍ତାନ ଟେକ୍ନୋଲୋଜିକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ବାସ୍ତବରେ ଭାରତ ପାକିସ୍ତାନରୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ବହୁ…
ଭାରତୀୟଙ୍କ ଫୁସଫୁସକୁ ଅଧିକ ଦୁର୍ବଳ କରିଛି କରୋନା ମହାମାରୀ: ପ୍ରକାଶ ପାଇଲା ରିପୋର୍ଟ…
ନୂଆଦିଲ୍ଲୀ,୧୯।୨ : କରୋନା ମହାମାରୀ ଭାରତୀୟଙ୍କ ଫୁସଫୁସକୁ ବହୁତ ଦୁର୍ବଳ କରିଦେଇଛି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡିଛି। ୟୁରୋପୀୟ ଏବଂ ଚାଇନା ଲୋକଙ୍କ ଅପେକ୍ଷା ଭାରତୀୟ ଲୋକଙ୍କ ଫୁସଫୁସ ଅଧିକ କ୍ଷତିଗ୍ରସ୍ତ…
ଓଡ଼ିଶା ବିଧାନସଭା ନିର୍ବାଚନ: ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ
ଭୁବନେଶ୍ୱର,୧୯।୨: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ୍ ଘୋଷଣା କରାଯିବ। ଆଗୁଆ ଟିକେଟ୍ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ବସିଛି ।…
ବଳାତ୍କାରୀଙ୍କୁ ମିଳିବ କଠୋର ଦଣ୍ଡ: ୧୫୦ ଜଣିଆ ମହିଳା ପୋଲିସ ଟିମ ଗଠନ…
ରାଞ୍ଚି,୧୯।୨ : ବଳାତ୍କାର ଏବଂ ଯୌନ ଅପରାଧ ମାମଲାରେ, ପ୍ରମାଣ ଅଭାବରୁ ଅପରାଧୀମାନେ କୋର୍ଟ ରେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ବୈଜ୍ଞାନିକ ପ୍ରମାଣର ଅଭାବ, ଯେଉଁଥିପାଇଁ ବର୍ତ୍ତମାନ ଝାଡ଼ଖଣ୍ଡ ପୋଲିସର ସ୍ବତନ୍ତ୍ର ମହିଳା ଟିମ…
ସନ୍ଦେଶଖାଲି ମାମଲା: ମମତାଙ୍କୁ ଆଶ୍ୱସ୍ତି, ଲୋକସଭା ସଚିବାଳୟକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୯।୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସନ୍ଦେଶଖାଲ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ସଂସଦର ବିଶେଷ ଅଧିକାର କମିଟିର ନୋଟିସକୁ କୋର୍ଟ ସ୍ଥଗିତ ରଖିଛନ୍ତି। ପ୍ରକୃତରେ, ଭାଜପା ଏମପିଙ୍କ ସହ ହୋଇଥିବା ଅସଦାଚରଣ ପ୍ରସଙ୍ଗରେ ପ୍ରିଭିଲେଜ…
Archives


