ମନ୍ଦିରରୁ ଟ୍ୟାକ୍ସ ଆଦାୟ କରିବ କଂଗ୍ରେସ ସରକାର, ବର୍ଷିଲା ଭାଜପା
ବେଙ୍ଗାଲୁରୁ,୨୨।୨: ମନ୍ଦିରମାନଙ୍କ ଉପରେ ଟ୍ୟାକ୍ସ ଲଗାଇବେ କଂଗ୍ରେସ ସରକାର। ଏଣିକି ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ମନ୍ଦିର ଟିକସ ଦେବେ । ମନ୍ଦିର ଠାରୁ ୧୦ ପ୍ରତିଶତ ଟିକସ ଆଦାୟ କରିବାକୁ ଯାଉଛନ୍ତି ସିଦ୍ଧରମୈୟା ସରକାର । ଏନେଇ ବୁଧବାର ‘କର୍ନାଟକ…
ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ଇଡି ଚଢାଉ
ନୂଆଦିଲ୍ଲୀ,୨୨।୨: ଦେଶର ବୃହତ୍ତମ ଅନୁସନ୍ଧାନକାରୀ ସଂସ୍ଥା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ ୩୦ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରୀରେ କିରୁ ଜଳ ବିଦ୍ୟୁତ…
ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ ସିଂ
ନବରଙ୍ଗପୁର,୨୨।୨: ଓଡିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ। ଭାଜପାର କୋର୍ କମିଟି ବୈଠକରେ ସେ ଯୋଗ ଦେବାର ସୂଚନା ରହିଛି। ସୂଚନାଥାଉ କି, ନବରଙ୍ଗପୁରର କାର୍ଯ୍ୟକ୍ରମ ପରେ ବ୍ରହ୍ମପୁର ଓ…
ଆଜିଠୁ ଯୋରନ୍ଦା ମେଳା, ୨୦ହଜାର ସାଧୁସନ୍ଥ-ଶ୍ରଦ୍ଧାଳୁଙ୍କ ସମାଗମ
ଢେଙ୍କାନାଳ,୨୨ା୨(ରତନ ନାୟାର) ବିଶ୍ୱ ପ୍ରସିଦ୍ଧ ମହିମାଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ମାଘମେଳା ୨୨ ତାରିଖ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୪ ତାରିଖ ଯାଏ ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ମହିମା ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁ୍ଙ୍କ…
ଆଜି ଓଡିଶା ଆସୁଛନ୍ତି ରାଜନାଥ ସିଂ
ଭୁବନେଶ୍ୱର,୨୨।୨: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ମଙ୍ଗଳବାର ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟାରେ ନବରଙ୍ଗପୁରରେ…
ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଏହି ମହିଳା, ଟିକେଟ୍ ପାଇଁ ଦିଗ୍ବିଜୟ ସିଂଙ୍କ ଶରଣରେ ପଶିଲେ: ଆଉ ତା’ପରେ…
ଭୋପାଳ,୨୨।୧: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଏମ୍ପି (ରାଜ୍ୟସଭାରୁ) ଦିଗ୍ବିଜୟ ସିଂ ବର୍ତ୍ତମାନ ଏହି ଚର୍ଚ୍ଚାରେ ଅଛନ୍ତି। କାରଣ- ରାଜନୀତି ନୁହେଁ ବରଂ ତାଙ୍କ ସହ ଜଡିତ ଏକ ଭିଡିଓ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ କ୍ଲିପ୍ରେ…
ଆଜି କ୍ୟାବିନେଟ: ଏସବୁ ପ୍ରସ୍ତାବ ଉପରେ ଲାଗିପାରେ ମୋହର
ଭୁବନେଶ୍ୱର,୨୨ା୨(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଗୁରୁବାର ସନ୍ଧ୍ୟା ୬ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଉଚ୍ଚଶିକ୍ଷା, ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,…
ଭାଜପାରେ ଯୋଗଦେବେ ଯୁବରାଜ! ଏହି ଆସନରୁ ଲଢିପାରନ୍ତି
ନୂଆଦିଲ୍ଲୀ,୨୨।୨:ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ରାଜନୀତିରେ ଗତ କିଛି ଦିନ ହେବ ଚର୍ଚ୍ଚାର ବଜାର ଗରମ ହୋଇଛି। ଅନେକ ନେତାଙ୍କ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗଦେବାର ଖବର ମଧ୍ୟ ରହିଛି। ଏହା ପୂର୍ବରୁ ପଞ୍ଜାବ କଂଗ୍ରେସର ପୂର୍ବତନ…
ହାତୀ ବେକରେ ଲାଗିଲା ରେଡିଓ କଲାର, ଓଡ଼ିଶାରେ ପ୍ରଥମ
ଛେଣ୍ଡିପଦା,୨୧।୨(ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ଗୁଳିବିଦ୍ଧ ଦନ୍ତାହାତୀକୁ ବନବିଭାଗ ତତ୍ତ୍ୱାବଧାନରେ ୫ଦିନ ଧରି ୩ଟି ଡାକ୍ତରୀ ଦଳ ଚିକିତ୍ସା କରିବା ପରେ ବୁଧବାର ଶୃଙ୍ଖଳ ମୁକ୍ତ କରାଯାଇଛି। ଜଙ୍ଗଲରେ ଛଡ଼ାଯିବା ପୂର୍ବରୁ ହାତୀ ବେକରେ ରେଡିଓ କଲାର ଲଗାଯାଇଛି।…
ପୃଥିବୀ ଆଡ଼କୁ ମାଡ଼ିଆସୁଛି ଏକ ଅନିୟନ୍ତ୍ରିତ ଉପଗ୍ରହ, ଘଟିବ ଏମିତି…
ବ୍ରୁଶ୍ଲେସ୍,୨୧ା୨: ଅଗ୍ରଣୀ ଇଉରୋପୀୟ ସାଟେଲାଇଟ୍ ବା ଉପଗ୍ରହ ଯାହା ଇଆର୍ଏସ୍-୨ ଭାବରେ ଜଣାଶୁଣା। ଏହା ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି। ୟୁରୋପୀୟ ସ୍ପେସ୍ ଏଜେନ୍ସି ପୂର୍ବାନୁମାନ କରିଛି, ଏହି ସାଟେଲାଇଟ୍ ବା ଉପଗ୍ରହ ବୁଧବାର ୩.୪୯ରେ ପୃଥିବୀର ବାୟୁମଣ୍ଡଳରେ ପୁନଃ…
ଆଜି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ୱର,୨୧ା୨: ବୁଧବାର ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ରେକର୍ଡ ଭାଙ୍ଗିଛି। ଆଜି ରାଜଧାନୀରେ ଦିନର ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ଯାହାକି ସର୍ବୋଚ୍ଚ ତାପମାତ୍ରା। ସେହିପରି କଟକରେ ଆଜି ଦିନର…
କାହା ପାଖକୁ ଏମିତି କାର୍ ପଠାଇଲେ ପୁଟିନ୍, ବୋମା ପଡ଼ିଲେ ବି ହେବନି କ୍ଷତି
ମସ୍କୋ,୨୧ା୨: ରୁଷିଆ ଏବଂ ଭାରତ ମଧ୍ୟରେ ଏକ ଶତାବ୍ଦୀ ପୁରୁଣା ସୁ-ସମ୍ପର୍କ ରହିଆସିଛି। ଯେକୌଣସି ପରିସ୍ଥିତିରେ ଉଭୟ ଦେଶ ପରସ୍ପରର ହାତ ଧରି ଚାଲନ୍ତି। ସେଥିପାଇଁ ୟୁକ୍ରେନ ଯୁଦ୍ଧ ସମୟରେ ଯେତେବେଳେ ସମଗ୍ର ବିଶ୍ୱ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଲା, ସେତେବେଳେ…
Archives


