Home Middle

ମେଣ୍ଟ ନେଇ ବଡ଼ ବୟାନ ଦେଲେ ପାଣ୍ଡିଆନ୍‌, କହିଲେ…

ଭୁବନେଶ୍ୱର,୧୯।୩: ରାଜ୍ୟରେ  ମେଣ୍ଟ ନେଇ ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାର ଗଠନ ପାଇଁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଏହା ସହ ସେ ଦେଶରେ ମୋଦି ସରକାର ଏବଂ ରାଜ୍ୟରେ…

ପୁଣି ଦିଲ୍ଲୀରେ ବୈଠକ: ମେଣ୍ଟ ଦ୍ୱନ୍ଦ ଭିତରେ ଆସିବ କି ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୧୯।୩: ଦିଲ୍ଲୀରେ ମଙ୍ଗଳବାର ପୁଣି ବୈଠକ ବସିବ। ଏ ନେଇ ଫୋକସ୍‌ରେ ରହିଛି ଓଡ଼ିଶା ।  ଓଡ଼ିଶା ସମେତ ୮ଟି  ରାଜ୍ୟରେ ଲୋକସଭା ପ୍ରାର୍ଥୀ  ଚୟନ ପାଇଁ କସରତ ଜାରି ରହିଛି। ସୋମବାର ବିଳମ୍ବିତ ରାତିଯାଏ କୋର୍‌ କମିଟି ବୈଠକ ବସିଥିଲା।…

ଯେଉଁଠାରେ କେବେ ଚାଲିନାହିଁ ମୋଦି ମ୍ୟାଜିକ୍‌, ଏଥର ସେଠାରେ ବଦଳିବ ଇତିହାସ, ଜାଣନ୍ତୁ କ’ଣ କହୁଛି ସର୍ଭେ ଫଳାଫଳ

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି। ଗତଥର ପରି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୯ରେ ଏବଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଜୁନ…

ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି ପାରସ, କହିଲେ ଆମ ସହ ଅନ୍ୟାୟ ହୋଇଛି

ନୂଆଦିଲ୍ଲୀ,୧୯।୩: ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଆସନ ଭାଗବଣ୍ଟାରେ ଅସନ୍ତୋଷ ଥିବା ଜନ ଜନଶକ୍ତି ପାର୍ଟି (ଏଲଜେପି) ଅଧ୍ୟକ୍ଷ ପଶୁପତି ପାରସ ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସେ ଇସ୍ତଫା ଘୋଷଣା କରିଛନ୍ତି। ପାରସ କହିଛନ୍ତି ଯେ ବ୍ୟକ୍ତିଗତ…

ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କା:ଜିଲାପାଳଙ୍କୁ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୧୯ା୩ (ଅନିଲଦାସ):ରାଜ୍ୟରେ ଆସନ୍ତା ଏପ୍ରିଲ ଓ ମେ’ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବାରୁ ଏପ୍ରିଲ ଓ ମେ’ ମାସରେ ପ୍ରଚାର ସରଗରମ ହେବ। ନିର୍ବାଚନ ସମୟ ହୋଇଥିବାରୁ ରାଲି ଓ…

କିଏ ସେହି ରାଜୀବ କୁମାର, ଯାଙ୍କୁ ଡିଜିପି ପଦରୁ ହଟାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୯।୩:ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ପଦରୁ ରାଜୀବ କୁମାରଙ୍କୁ ସୋମବାର ଅପରାହ୍ନରେ ନିର୍ବାଚନ କମିଶନ ହଟାଇବା ପରେ ଏହି ବରିଷ୍ଠ ପୋଲିସ ଅଧିକାରୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ୨୦୨୩ ଡିସେମ୍ବରରେ ମନୋଜ ମାଲବ୍ୟ ଡିଜିପି ପଦରୁ ଅବସର ନେବା ପରେ ମୁଖ୍ୟମନ୍ତ୍ରୀ ମମତା…

ଲିଙ୍ଗରାଜ ପୀଠରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ତ୍ୱରିତ ନ୍ୟାୟ

ଭୁବନେଶ୍ୱର,୧୮।୩: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ମାତ୍ର ୨୮ ଦିନରେ ଦୋଷୀ କୁଣ୍ଡୁ ମହାପାତ୍ରକୁ ସଜା ଦେଇଛନ୍ତି କୋର୍ଟ। ଅଭିଯୋଗର ମାତ୍ର ୪ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା ବେଳେ ମାତ୍ର ୨୮ ଦିନରେ JMFC…

ଭାଜପାର ୩ୟ ତାଲିକାରେ ପୁରୁଖା ନେତାଙ୍କୁ ମିଳିବ ସୁଯୋଗ, କାହାର ହେବ କ୍ଷତି, କାହାକୁ ମିଳିବ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନ ଘୋଷଣା ହେବା ସହିତ ଭାରତୀୟ ଜନତା ପାର୍ଟି ଆକ୍ଟିଭ୍‌ ମୋଡରେ ଥିବା ଜଣାପଡିଛି। ଭାଜପା ଖୁବ୍‌ଶୀଘ୍ର ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିପାରେ। ପ୍ରଥମ ତାଲିକା ପରି ଉତ୍ତରପ୍ରଦେଶର ତୃତୀୟ ତାଲିକାରେ ମଧ୍ୟ ଭାଜପା କେବଳ…

‘ଦେଶର ପ୍ରତ୍ୟେକ ମା’-ଝିଅ ଶକ୍ତିଙ୍କ ରୂପ, ମୁଁ ତାଙ୍କ ପୂଜାରୀ’

ହାଇଦ୍ରାବାଦ,୧୮ା୩: ଦେଶରେ ୨୦୨୪ ଲୋକ ସଭା ନିର୍ବାଚନ ନେଇ ବିଗୁଲ୍‌ ବାଜି ସାରିଛି। ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି…

ମେଣ୍ଟକୁ ନେଇ ଥମୁନି ଚର୍ଚ୍ଚା, ନବୀନ ନିବାସରେ ପୁଣି ବସିଲା ବୈଠକ

ଭୁବନେଶ୍ୱର,୧୮ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମି ନ ଥିବା ବେଳେ ସୋମବାର ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ର ନେତା ଏବଂ ବିଧାୟକଙ୍କ ପୁଣି ଏକ ବୈଠକ ବସିଛି। ବିଧାୟକ ଏବଂ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ ଉକ୍ତ…

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଶା, ଆଶଙ୍କାରେ…

ଭୁବନେଶ୍ୱର,୧୮।୩: ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗଦେବା ପରେ ଆଶା ଓ ଆଶଙ୍କା ମଧ୍ୟରେ ଲୋକେ। କେନ୍ଦ୍ରାପଡା ମହାକାଳପଡ଼ା ଆସନରୁ ଏଥର କିଏ ଏବଂ କେଉଁ ଦଳର ଠିଆ ହେବ ତାକୁ ନେଇ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗିରହିଛି । ଅରବିନ୍ଦ…

ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ ନାହିଁ: ଜୁଏଲ

ଭୁବନେଶ୍ୱର,୧୮ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଏବେ ବି ଥମିନାହିଁ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଭାଜପା ଏମ୍‌ପି ଜୁଏଲ ଓରାମ କହିଛନ୍ତି, ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। କେନ୍ଦ୍ର ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri